ଅଣ୍ଡା ଖାଇବା ପରେ ଏହି ଦୁଇଟି ଜିନିଷ ଭୁଲ ରେ ବି ଖାଇବେ ନାହିଁ ନ ହେଲେ ଡକ୍ଟର ବି କିଛି କରି ପାରିବେନି – Health Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବହୁତ କିଛି ଖାଦ୍ୟର ସେବନ କରିଥାନ୍ତି । ହେଲେ ବନ୍ଧୁଗଣ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକା ସହ ଖାଇବା ଦ୍ଵାରା ଶରୀରକୁ ଫାଇଦା ମିଳିବା ବଦଳରେ ଶରୀର ହାନି ହୋଇଥାଏ । ଆୟୁର୍ବେଦରେ ମଧ୍ୟ କିଛି ନିୟମ ରହିଛି ଯାହା ଅନୁସାରେ କିଛି ଖାଦ୍ୟ ଜିନିଷକୁ ଏକା ସହ ଖାଇବା ଉଚିତ ନୁହେଁ ବୋଲି କୁହାଯାଇଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଏକା ସହ ଭୁଲ ସେ ମଧ୍ୟ ଖାଇବା ଉଚିତ ନୁହେଁ ।

ଏହାକୁ ଏକା ସହ ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଖାଦ୍ୟ ବିଷୟରେ ଯାହାକୁ ଏକା ସହିତ ଖାଇବା ଉଚିତ ନୁହେଁ ।

୧. ଯଦି ବନ୍ଧୁଗଣ ଆପଣ ଦହିର ସେବନ କରିଛନ୍ତି ତା ହେଲେ ଆପଣଙ୍କୁ ଦହି ସହ ଲେମ୍ବୁ ବା ମାଛର ସେବନ କରିବା ଉଚିତ ନୁହେଁ । କାରଣ ଦହି ହେଉଛି ଏକ ଥଣ୍ଡା ଜିନିଷ ଯାହାକୁ ଆପଣ ଲେମ୍ବୁ ବା ମାଛ ସହ ସେବନ କରିବା ଦ୍ଵାରା ଏହି ଖାଦ୍ୟ ଆପଣଙ୍କ ପାକସ୍ଥଳୀରେ ହଜମ ହୋଇନଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଦହି ଓ ଲେମ୍ବୁ ଆଦିର ସେବନ କରନ୍ତୁ ନାହିଁ ।

୨. ଯଦି ବନ୍ଧୁଗଣ ଆପଣ ଚିକେନ ଖାଉଛନ୍ତି ତା ହେଲେ ଆପଣ ଚିକେନ ସହ ଭୁଲ ସେ ମଧ୍ୟ ଖଜୁରୀ କୋଳିର ସେବନ କରନ୍ତୁ ନାହିଁ  । କାରଣ ଏହି ଦୁଇଟି ଜିନିଷକୁ ଏକା ସହ ସେବନ କରିଲେ ଆପଣଙ୍କ ପଚନ ପ୍ରକ୍ରିୟାରେ ସମସ୍ଯା ଆସିପାରେ ଯାହାଦ୍ୱାରା ଆପଣଙ୍କୁ ପେଟ ଜନିତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିପାରେ ।

୩. ବନ୍ଧୁଗଣ କ୍ଷୀର ସହ କୌଣସି ଲୁଣିଆ ଖାଦ୍ୟ, ତେଲରେ ଛଣା ହୋଇଥିବା ଖାଦ୍ୟ ଓ ଫଳ ଆଦିର ସେବନ କରିବା ଉଚିତ ନୁହେଁ । ବନ୍ଧୁଗଣ କ୍ଷୀର ସହ ଲୁଣିଆ ଖାଦ୍ୟ ଓ ତେଲରେ ଛଣା ହୋଇଥିବା ଖାଦ୍ୟର ସେବନ କରିବା ଦ୍ଵାରା ପେଟରେ ରିଆକ୍ସନ ହୋଇଥାଏ । ଯଦି ଆପଣ ଫଳ ସହ କ୍ଷୀରର ସେବନ କରିବେ ତା ହେଲେ କ୍ଷୀରରେ ଥିବା କ୍ୟାଲସିୟମ ଫଳର ଏଞ୍ଜାଇମକୁ ନଷ୍ଟ କରିଥାଏ ।

୪. ବନ୍ଧୁଗଣ କଦଳୀ ସହ କେବେହେଲେ କମଳାର ସେବନ କରନ୍ତୁ ନାହିଁ । କାରଣ ଖଟା ଫଳ ମିଠା ଫଳରୁ ବାହାରୁଥିବା ସୁଗାରକୁ ନଷ୍ଟ କରିଥାଏ ଯାହାଫଳରେ ଆପଣଙ୍କୁ ଏହାର କୌଣସି ଫାଇଦା ମିଳିନଥାଏ । ଏହି ଦୁଇଟି ଫଳକୁ ଏକା ସହ ଖାଇବା ଦ୍ଵାରା ଆପଣଙ୍କ ପଚନ ପ୍ରକ୍ରିୟାରେ ମଧ୍ୟ ବାଧା ଆସିପାରେ ।

୫. ବନ୍ଧୁଗଣ ଅଣ୍ଡା ଖାଇବା ପରେ ଆପଣ ଭୁଲ ସେ ମଧ୍ୟ କଦଳୀର ସେବନ କରନ୍ତୁ ନାହିଁ । କାରଣ ଏହି ଦୁଇଟି ଜିନିଷକୁ ଏକା ସହ ଖାଇଅବା ଦ୍ଵାରା ଆପଣଙ୍କ ଶରୀରରେ ବହୁତ ସମସ୍ଯା ହୋଇପାରେ । ଏହା ସହିତ ଆପଣଙ୍କ ପେଟ ଜନିତ ଅନେକ ସମସ୍ଯା ହେବାର ସମ୍ଭାବନା ଥାଏ । ଏହା ବ୍ଯତୀତ ଆପଣ ଅଣ୍ଡା ସହ ମାଛର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ଏହି ଦୁଇଟି ଜିନିଷକୁ ଏକ ସହ ସେବନ କରିବା ଦ୍ଵାରା ଆପଣଙ୍କ ସ୍କିନରେ ରିଆକ୍ସନ ହୋଇପାରେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *