Bollywood ଆକ୍ଟ୍ରେସ Bipasha Basu ଟ୍ରାନ୍ସପାରେଣ୍ଟ ଡ୍ରେସ ଓ ବିକିନି ପିନ୍ଧି ଲଜ୍ୟା ର ସବୁ ସୀମା ଟପିଗଲେ, ଦେଖେଇ ଦେଲେ ନିଜର ସବୁ କିଛି

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ।

କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବେଶ ଭୁଷା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣଂକୁ ଅଭିନେତ୍ରୀ ବିପାସା ବାସୁ ଙ୍କ ବିଷୟରେ କିଛି ରୋଚକ କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ସେହି ବିଷୟ ରେ ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ବିପାସା ବାସୁ ଙ୍କୁ ପ୍ରାୟତଃ ସମସ୍ତେ ହରର ଫିଲ୍ମ ର ଅଭିନେତ୍ରୀ ଭାବରେ ସମସ୍ତେ ଜାଣିଛନ୍ତି । ବିପାସା ବଲିଉଡ ବ୍ୟତୀତ ସାଉଥ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ବିପାସା ଙ୍କର ଜନ୍ମ ଜାନୁଆରୀ ମାସ ୭ ତାରିଖ ୧୯୭୮ ମସିହା ରେ ନୂଆଦିଲ୍ଲୀ ଠାରେ ହୋଇଥିଲା । ସେ କୋଲକାତା ରେ ନିଜର ପାଠ ପଢା ଶେଷ କରିଥିଲେ ଓ ସେହି ଠାରୁ ହିଁ ପ୍ରଥମ କରି ମଡେଲିଙ୍ଗ କରିବା ଆରମ୍ଭ କରିଥିଲେ । ତାଙ୍କର ପତି ଙ୍କ ନାମ ହେଉଛି କରଣ ସିଂହ ଗ୍ରୋଭର ।

ତାଙ୍କର ପ୍ରେମ କାହାଣୀ ଫିଲ୍ମ “ଏଲୋନ” ରୁ ଆରମ୍ଭ ହୋଇଥିଲା । ଏହାପରେ ଦୁହେଁ ଅନେକ ସମୟ ଏକା ସହିତ ବିତେଇବା ପରେ ୨୦୧୬ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ତାଙ୍କର ବିବାହ କୁ ୪ ବର୍ଷ ପୂରଣ ହୋଇଛି । ତାଙ୍କର ବାହାଘର କୁ ୪ ବର୍ଷ ପୂର୍ତ୍ତି ଅବସର ରେ ପତିପତ୍ନୀ ଦୁହେଁ ସୋସିଆଲ ମିଡ଼ିଆ ରେ ତାଙ୍କର ବିବାହ ର ଭିଡିଓ ସେୟାର କରି ପରସ୍ପର କୁ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ତ୍ତମାନ ବିପାସା ନିଜ ସ୍ୱାମୀ ଙ୍କ ସହିତ ମାଲଦ୍ବୀପ ଠାରେ ଛୁଟି କାଟୁଛନ୍ତି । ବିପାସା ବାସୁ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ ରହିଥାନ୍ତି । ସୋସିଆଲ ମିଡ଼ିଆ ରେ ପ୍ରତିଦିନ ସେ କିଛି ନା କିଛି ଫୋଟୋ ଓ ଭିଡିଓ ଅପଲୋଡ଼ କରିଥାନ୍ତି । ସେହିପରି ବର୍ତ୍ତମାନ ସମୟ ରେ ତାଙ୍କର କିଛି ହଟ ଫୋଟୋ କୁ ସେ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି । ଏହି ଫୋଟୋ ଗୁଡ଼ିକ ଦର୍ଶକ ମାନଙ୍କ ମନ ରେ ନିଆଁ ଲଗାଇଦେଉଛି । ଏହି ଫୋଟୋ ଗୁଡିକ ବହୁତ ଭାଇରଲ ହେବାକୁ ଲାଗିଛି ।

ଏହି ଫୋଟୋ ରେ ସେ ଏକ ମିନିମମ ବିକିନୀ ପିନ୍ଧିଥିବାର ନଜର ଆସିଥିଲେ ଓ ତାଙ୍କର କେଶ ଗୁଡିକ ଖୋଲା ରହିଥିଲା । ସେ ଏହି ଫୋଟୋ ଅପଲୋଡ଼ କରି ଲେଖିଥିଲେ ସବୁବେଳେ ନିଜକୁ ଭଲ ପାଆନ୍ତୁ । ଏହି ଫୋଟୋ ରେ ବହୁତ ଗୁଡିଏ କମେଣ୍ଟ ମଧ୍ୟ ଆସିଥିଲା । ଏହି ଫୋଟୋ ରେ ବିପାସା ବହୁତ ସୁନ୍ଦର ଦେଖା ଯାଉଥିଲେ । ଯେ କେହି ବି ତାଙ୍କର ଏହି ଫୋଟୋ ଦେଖିଲେ ଦିୱାନା ହେଇଯିବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *