ପୁଣି ଥରେ ଚର୍ଚ୍ଚାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ MK Stalin, ରାସ୍ତାରେ ଯାଉଥିବା ବେଳେ ଆମ୍ବୁଲାନ୍ସ ପାଇଁ ଯାହା କଲେ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେନି, ଦେଖନ୍ତୁ viral video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।  ଆପଣ ମାନେ ସମସ୍ତେ ଆମ ଦେଶରେ ଥିବା ଅନେକ ନେତା ମାନଙ୍କୁ ଦେଖିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର କାମ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆପଣ ମାନେ ସମସ୍ତେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନିଜ ସମାଜ ସେବା ନିଜ ନିଜ ଭଲ କାମ ପାଇଁ ସେ ଅଧିକାଂଶ ସମୟ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ସେ ଏକ ବିଶେଷ କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାକୁ ଆସିଛନ୍ତି ।

ସାଧାରଣତଃ କୌଣସି ମୁଖ୍ୟମନ୍ତ୍ରୀ ଯାତ୍ରା କରିଲେ ତାଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ତା କରାଯାଇଥାଏ । ମୁଖ୍ୟମନ୍ତ୍ରୀଙ୍କ ଗାଡି ନା ରୋକାଯାଇଥାଏ ନା ତାର ଗତିକୁ ଧୀର କରାଯାଇଥାଏ । ସୂଚନା ଅନୁଯାଇ ଗତ କାଲି ଷ୍ଟାଲିନ ରାସ୍ତାରେ ଯାଉଥିବା ବେଳେ ତାଙ୍କ ପଛରେ ଏକ ଆମ୍ବୁଲାନ୍ସ ଫ-ସି ରହିଥିଲା । ଯେତେବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହି କଥା ଜାଣିଲେ ସେ ତୁରନ୍ତ ନିଜ କାରକୋଡ କୁ ସାଇଡ କରି ଦେଇ ଆମ୍ବୁଲାନ୍ସକୁ ରାସ୍ତା ଦେଇଥିଲେ ।

ବନ୍ଧୁଗଣ ଷ୍ଟାଲିନଙ୍କ ଏହି କାମକୁ ଦେଖି ସମସ୍ତ ଲୋକ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ଓ ବର୍ତ୍ତମାନ ସେ ବହୁତ ଚର୍ଚାରେ ମଧ୍ୟ ଅଛନ୍ତି ।  ଷ୍ଟାଲିନ ଆମ୍ବୁଲାନ୍ସକୁ ରାସ୍ତା ଦେବା ସମୟର ଏକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଓ ଏହି ଭିଡିଓକୁ ନେଇ ସମସ୍ତ ସ୍ଥାନରେ ଚର୍ଚା ମଧ୍ୟ ହେଉଛି । ଏହା ପୂର୍ବରୁ ମଧ୍ୟ ଷ୍ଟାଲିନ ଏକ ସରକାରୀ ବସ୍ ରେ ଯାତ୍ରା କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ ବସ୍ ରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଦେଖି ଯାତ୍ରୀମାନେ ଚକିତ ହୋଇ ଯାଇଥିଲେ । ତେବେ କେବଳ ଷ୍ଟାଲିନ ନୁହେଁ ବରଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ସମୟରେ ନିଜ କାରକେଡ଼କୁ ରୋକି ଆମ୍ବୁଲାନ୍ସକୁ ରାସ୍ତା ଦେଇଛନ୍ତି ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଏହି କାମ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *