ଝିଅ ହେବ ତ ଏମିତି ! ଧନତେରସରେ ବର୍ଷା ତାଙ୍କ ମା’ଙ୍କୁ ଦେଲେ ଏମିତି ଜିନିଷ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲୁମ୍ରେନା ଶତପଥି । ଆପଣ ମାନେ ସମସ୍ତେ ଲୁମ୍ରେନାଙ୍କୁ ଶଙ୍ଖା ସିନ୍ଦୁର, ଜୀବନ ସାଥି ଓ ଆମ ଘର ଲକ୍ଷ୍ମୀ ଆଦି ଲୋକପ୍ରିୟ ସିରିଏଲରେ ନିଶ୍ଚୟ ଦେଖିଥିବେ । ବର୍ତ୍ତମାନ ସେ କୁଆଁରୀ ବୋହୁ ସିରିଏଲରେ ବର୍ଷା ଭୂମିକାରେ ନଜର ଆସୁଛନ୍ତି । ଲୁମ୍ରେନାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ଲୁମ୍ରେନା ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଆସିବା ଦିନରୁ ଲୁମ୍ରେନା ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫକୁ ନେଇ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଚର୍ଚାରେ ରହିବାର କାରଣ କଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ କାଲି ଥିଲା ଧନତେରସ ଓ ଧନତେରସରେ ଲୁମ୍ରେନା ତାଙ୍କ ମାଙ୍କୁ ଏକ ସୁନ୍ଦର ଗିଫ୍ଟ ଦେଇଛନ୍ତି । ଗତ କାଲି ଲୁମ୍ରେନା ତାଙ୍କ ମାଙ୍କୁ ଏକ ସୁନା ହାର ଗିଫ୍ଟ କରିଛନ୍ତି ଓ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ମାଙ୍କ ସହ ଫଟୋ ମଧ୍ୟ ଅପଲୋଡ କରିଛନ୍ତି । ଫଟୋ ଅପଲୋଡ କରିବା ସହ ସେ କ୍ୟାପ୍ସନରେ ଲେଖିଛନ୍ତି- ‘ମୋ ମା ହେଉଛନ୍ତି ମୋ ପାଇଁ ଅସଲ ଲକ୍ଷ୍ମୀ’ ।

ଲୁମ୍ରେନାଙ୍କ ଏହି ଫଟୋକୁ ସମସ୍ତ ଲୋକ ବେସ ପସନ୍ଦ କରୁଛନ୍ତି ଓ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଲୁମ୍ରେନା ଶତପଥି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *