ଯୁବତୀଙ୍କ ସହ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା, ମୁହଁରେ ଚୂନକାଳୀ ବୋଳି ଗାଁରେ ବୁଲାଇଲେ ଲୋକେ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଦୁ-ର୍ନୀ-ତି ଓ ଅ-ସ-ମାଜି-କ-ତା ବହୁତ ଅଧିକ ବଢି ଗଲାଣି । ଦିନକୁ ଦିନ ସୋ-ସି-ଆ-ଲ ମି-ଡି-ଆ-ରେ ଏପରି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଆଜି ମଧ୍ୟ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା-ର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ କିଛି ଗାଁ ଲୋକ ଏକ ବ୍ୟକ୍ତି ଡ୍ରେସ ଖୋଲି ଦେହରେ ଚୂନ ଲଗାଇ ଗାଁ ଦାଣ୍ଡରେ ବୁଲାଇ ଛନ୍ତି ଓ ସେହି ଘଟଣାର ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରିଛନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ସେହି ବ୍ୟକ୍ତିଙ୍କ ଦେହରେ ଗାଁ ଲୋକ ତାଙ୍କ ନାମ ଓ ସେ କରିଥିବା କୁ-କ-ର୍ମ ବିଷୟରେ ମଧ୍ୟ ଲେଖିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋରସୋର ଧରିଛି ।

ତେବେ ମି-ଡି-ଆ ରି-ପୋ-ର୍ଟସ ଅନୁସାରେ ସେହି ଯୁବକଙ୍କ ନାମ ହେଉଛି ରଞ୍ଜନ ବାରିକ । ରଞ୍ଜନ ଏକ ଯୁବତୀଙ୍କ ସହ ଅ-ଶ୍ଳୀ-ଳ ଆ-ଚ-ର-ଣ କରିଥିବାରୁ ଗାଁ ଲୋକ ମାନେ ରଞ୍ଜନକୁ ସ-ବ-କ ଶିଖାଇ ଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଜାରରେ ଏଭଳି ଘ-ଟ-ଣା ଘ-ଟି-ଛି । ଗାଁ ଲୋକଙ୍କ ସହ କେତେକ କଲେଜ ଛାତ୍ରୀ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ ଓ ସମସ୍ତେ ଏହି ଯାତ୍ରା ଦେଖୁଥିଲେ ।

ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘ-ଟ-ଣା-ର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ଭିନ୍ନ ଭିନ୍ନ ମତ ଦେଉଛନ୍ତି ।ଯୁବକଙ୍କ ଏହି ଭୁଲ ପାଇଁ ତାଙ୍କୁ ଗାଁ ଲୋକମାନେ ମିଶି ଶା-ସ୍ତି ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *