Odia Gk- ଗୋଟିଏ ହିଁ ଶବ୍ଦ ଆସିବ ! ଜଣେ___ସ୍ତ୍ରୀ___ଶାଢୀ ପିନ୍ଧିକି___ ପୂଜା କରିବାକୁ ଗଲା ? କଣ ଆପଣ କହି ପାରିବେ ଏହାର ଉତ୍ତର କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।

ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ । ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ୧- ଏମିତି କଣ ଅଛି ଯାହା ଆମ ପାଖରେ ଥାଏ ଆମେ ତାକୁ ଦେଖିପାରୁ କିନ୍ତୁ ଧରିପାରି ନ ଥାଉ ?

ଉତ୍ତର- ଛାଇ ।

୨- ସେ କଣ ଯାହାକୁ ଆପଣ ଥରେ ଖାଇ ଦ୍ଵିତୀୟ ଥର ଖାଇପାରିବେ ନାହି ?

ଉତ୍ତର- ଧୋକା ।

୩- ସେ ଦୁଇଟି ଦାନ କଣ ଯାହା ଗରିବ ଓ ଧନୀ ଉଭୟ କରିଥାନ୍ତି ?

ଉତ୍ତର- ମତଦାନ ବା କନ୍ୟାଦାନ ।

୪- ଏମିତି କଣ ଯାହା ଆଣିକୁ ଖୁଆଇଥାନ୍ତି କିନ୍ତୁ ନିଜେ ଖାଇ ନ ଥାନ୍ତି ?

ଉତ୍ତର- ଚାମଚ ।

୫- ସୂର୍ଯ୍ୟ ପ୍ରଥମେ କେଉଁ ଦେଶରେ ଉଦୟ ହୋଇଥାଏ ?

ଉତ୍ତର- ନ୍ୟୁଜଲ୍ୟାଣ୍ଡ ।

୬- କେଉଁ ପଶୁକୁ ରେଗିସ୍ତାନର ଜାହାଜ କୁହାଯାଏ ? 

ଉତ୍ତର- ଓଟ ।

୭- “ବେଦ ଆଡକୁ ଫେର” ର ନାରା କିଏ ଦେଇଥିଲେ ?

ଉତ୍ତର- ସ୍ଵାମୀ ଦୟାନନ୍ଦ ସରସ୍ଵତୀ ।

୮- କ୍ଷୀରରେ ସବୁଠାରୁ ଅଧିକା କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- କ୍ୟାଲସିୟମ ।

୯- ଗୁରୁତ୍କାକର୍ଷଣ ର ସନ୍ଧାନ କିଏ କରିଥିଲେ ?

ଉତ୍ତର- ଆଇଜକ ନ୍ୟୁଟନ ।

୧୦- ଦିଲ୍ଲୀରେ ଜାମା ମସଜିଦର ନିର୍ମାଣ କିଏ କରିଥିଲେ ?

ଉତ୍ତର- ଶାହଜାହାନ ।

୧୧- ମାନବ ଶରୀରର ସବୁଠାରୁ ବଡ ଗ୍ରନ୍ଥି କଣ ?

ଉତ୍ତର- ଲିଭର ।

୧୨- କେଉଁ ଦେଶରେ କଳା ରଙ୍ଗର ହଂସ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

୧୩- କେଉଁ ଦେଶରେ ନିଜର ସେନା ନାହି ?

ଉତ୍ତର- ଆଇସଲ୍ୟାଣ୍ଡ ।

୧୪- କୋରୋନା ଭ୍ୟାକସିନର ସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା ?

ଉତ୍ତର- ଋଷ ।

୧୫- ଗାନ୍ଧାରୀ ଜନପଦର ରାଜଧାନୀ କିଏ ?

ଉତ୍ତର- ତକ୍ଷଶୀଳା ।

୧୬- ପ୍ଲାସୀର ଯୁଦ୍ଧ କେବେ ହୋଇଥିଲା ?

ଉତ୍ତର- ୧୭୫୭ଇ. ।

୧୭- ଷ୍ଟେଚୁ ଅଫ ୟୁନିଟି କେଉଁ ରାଜ୍ୟରେ ଅଛି ?

ଉତ୍ତର- ଗୁଜୁରାଟ ।

୧୮- ସିକନ୍ଦର ଭାରତ ଉପରେ କେବେ ଆକ୍ରମଣ କରିଥିଲେ ?

ଉତ୍ତର- ୩୨୬ଇ. ପୂର୍ବରୁ ।

୧୯- ଶୁଦ୍ଧତା ସୁନା କେତେ କ୍ୟାରେଟର ହୋଇଥାଏ ?

ଉତ୍ତର- ୨୪ ।

୨୦- ଗୋଟେ କିଡନୀର ଓଜନ କେତେ ଗ୍ରାମ ହୋଇଥାଏ ?

ଉତ୍ତର- ୧୫୦ ଗ୍ରାମ ।

୨୧- ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସୱାର୍ଡ କେଉଁ ଦେଶର ଅଟେ ?

ଉତ୍ତର- ଜାପାନ ।

୨୨- ଗୋଟେ ହିଁ ଶବ୍ଦ ଆସିବ । ଜଣେ ସ୍ତ୍ରୀ ଶାଢୀ ପିନ୍ଧି କି ପୂଜା କରିବାକୁ ଗଲା ?

ଉତ୍ତର- କଳା । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *