Vastu Shastra- ଯଦି ଘରେ ପଇସା ରହୁନାହିଁ ତ କେବଳ ଅଳ୍ପ କିଛି ଚାଉଳରେ କରନ୍ତୁ ଏହି ଉପାୟ, ତାପରେ ଦେଖନ୍ତୁ ଘରେ କେମିତି ବର୍ଷିବ ଧନ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନକୁ ଅତିବାହିତ କରିବା ପାଇଁ ଇଛା କରିଥାଏ । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏହି ଜୀବନକୁ ଅତିବାହିତ କରିବା ପାଇଁ ସବୁଠାରୁ ଅଧିକ ଧନର ଆବଶ୍ୟକତା ରହିଥାଏ । ଯାହାକୁ କମାଇବା ପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ । ହେଲେ ବନ୍ଧୁଗଣ ଦିନ ରାତି କଷ୍ଟ କରି ମଧ୍ୟ ଅଧିକାଂଶ ଲୋକଙ୍କ ପାଖରେ ଧନ ରହିନଥାଏ, ସେମାନେ ଧନକୁ ସଞ୍ଚୟ ମଧ୍ୟ କରିପାରନ୍ତି ନାହିଁ । ଧନକୁ ସଞ୍ଚୟ କରିବା ପାଇଁ ଲୋକମାନେ ବହୁତ ପ୍ରକାରର ଉପାୟ କରିଥାନ୍ତି, ହେଲେ ସେମାନଙ୍କୁ କୌଣସି ପ୍ରକାରର ଫଳ ମିଳିନଥାଏ ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଘରେ ଧନର ବର୍ଷା କରାଇ ପାରିବେ । ବନ୍ଧୁଗଣ ଏହି ଉପାୟଟି ବହୁତ ଚମତ୍କାରୀ ଅଟେ ଓ ଏହି ଉପାୟକୁ ସମସ୍ତ ଲୋକ ନିଜ ଘରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଏହି ଉପାୟକୁ ଆପଣ କେବଳ ଗୁରୁବାର ଓ ଶୁକ୍ରବାର ଦିନ କରିବେ । କାରଣ ଏହି ଦୁଇ ବାର ମା ଲକ୍ଷ୍ମୀ ଓ ଦେବ ଗୁରୁଙ୍କ ବାର ହୋଇଥାଏ । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଗୁରୁ ଓ ଶୁକ୍ର ଗ୍ରହ ବହୁତ ମଝବୁତ ହୋଇଯିବ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ସର୍ବ ପ୍ରଥମେ ଏକ ମାଟିର ମାଠିଆ ନିଅନ୍ତୁ ।

ହେଲେ ଏହି ଉପାୟ ପାଇଁ ଆପଣ ଏକ ନୂଆଁ ମାଠିଆ ନେବେ । ଏହାପରେ ବନ୍ଧୁଗଣ ଆପଣ ଏହି ମାଠିଆରେ ଚାଉଳ ଭରିଦେବେ ଓ ଏଥିରେ ଦୁଇଟି ଦୁବଘାସ ରଖିଦେବେ । ବନ୍ଧୁଗଣ ଦୁବଘାସ ଭଗବାନ ଗଣେଶଙ୍କର ବହୁତ ପ୍ରିୟ ଅଟେ । ଏହାପରେ ବନ୍ଧୁଗଣ ଆପଣ ସେହି ଚାଉଳ ମଧ୍ୟରେ ୧ ଟଙ୍କାର ମୁଦ୍ରାକୁ ରଖିଦେବେ ଓ ମାଠିଆକୁ ଏକ ନାଲି କପଡାରେ ବାନ୍ଧିଦେବେ ।

ଏହାପରେ ବନ୍ଧୁଗଣ ଆପଣ ଏହି ମାଠିଆକୁ ନେଇ ଆପଣଙ୍କ ଘରର ଉତ୍ତର-ପଶ୍ଚିମ ଦିଗରେ ନେଇ ରଖିଦିଅନ୍ତୁ । ବନ୍ଧୁଗଣ ଏହି ମାଠିଆକୁ ଆପଣ ଏକ ବର୍ଷ ପର୍ଯ୍ୟନ୍ତ ସେହି ସ୍ଥାନରେ ରଖିଦିଅନ୍ତୁ ଓ ଧ୍ୟାନ ରଖିବେ ଯେପରି ସେହି ମାଠିଆକୁ କୌଣସି ଲୋକ ଛୁଇଁବେ ନାହିଁ । ଗୋଟେ ବର୍ଷ ପରେ ଆପଣ ଭଗବାନଙ୍କୁ ସ୍ମରଣ କରି ପାଖରେ ଥିବା କୌଣସି ନଦୀ ବା ପୁଷ୍କରଣୀରେ ବିସର୍ଜନ କରିଦିଅନ୍ତୁ ।

ହେଲେ ବନ୍ଧୁଗଣ ସେହି ମାଠିଆ ମଧ୍ୟରେ ଥିବା ୧ ଟଙ୍କା ମୁଦ୍ରାକୁ ଆପଣ ନିଜ ପାଖରେ ରଖିଦେବେ । ବନ୍ଧୁଗଣ ଆପଣ ଏହି ଉପାୟକୁ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବା ସହିତ ଆପଣଙ୍କୁ ପ୍ରଚୁର ଧନଲାଭ ହେବ । ଏହା ସହିତ ଆପଣ ଏକ ସୁଖ ଓ ସମୃଦ୍ଧିପୂର୍ଣ୍ଣ ଜୀବନ ଅତିବାହିତ କରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *