Garud Puran- ମା’ ର ଗର୍ଭରେ ଶିଶୁ କଣ ଭାବିଥାଏ ଓ 9 ମାସ ପର୍ଯ୍ୟନ୍ତ କେଉଁ ସବୁ କଷ୍ଟ ସହିଥାଏ ?

ବନ୍ଧୁଗଣ ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଜୀବନ ମ -ରଣ, ପାପ ପୂଣ୍ୟ ଓ ମୋକ୍ଷ ପ୍ରାପ୍ତି ଆଦିର ମାର୍ଗ ବିଷୟରେ ବିସ୍ତାରରେ ବର୍ଣ୍ଣନା କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଗରୁଡ ପୁରାଣ ଅନୁସାରେ ଶିଶୁ ମାନଙ୍କର ଜନ୍ମ ସହ ଜଡିତ କିଛି ରୋଚକ ତଥ୍ୟ ନେଇ ଆସିଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯଦି କୌଣସି ଆତ୍ମା ବା ଜୀବ ଗର୍ଭରେ ଥିବ ତା ହେଲେ ତାକୁ କେଉଁ ସବୁ କଷ୍ଟକୁ ସହ୍ୟ କରିବାକୁ ପଡିବ ଓ ସେହି ଶିଶୁଟି ୯ ମାସ ପର୍ଯ୍ୟନ୍ତ ଗର୍ଭରେ କମ ସବୁ କରିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଋତୁକାଳ ଆସିବା ଦ୍ଵାରା ସ୍ତ୍ରୀ ମାନଙ୍କ ଶରୀରରେ ସନ୍ତାନର ଉତ୍ପତ୍ତି ହୋଇଥାଏ ଓ ଏହି କାରଣରୁ ସ୍ତ୍ରୀ ମାନେ ୩ ଦିନ ପର୍ଯ୍ୟନ୍ତ ପବିତ୍ର ରହିଥାନ୍ତି । ବନ୍ଧୁଗଣ ଏହି ୩ ଦିନ ମଧ୍ୟରେ ନର୍କରୁ ଆସିଥିବା ଜୀବ ଉତ୍ପନ୍ନ ହୋଇଥାନ୍ତି ଯେଉଁମାନେ କୌଣସି ଏକ ଗର୍ଭରେ ପ୍ରବେଶ କରିବା ପାଇଁ ଘୁରି ବୁଲନ୍ତି ।

ବନ୍ଧୁଗଣ ଯେତେବେଳେ ଗୋଟେ ଶିଶୁ ନିଜ ମା’ର ଗର୍ଭରେ ରହିଥାଏ ସେତେବେଳେ ତାକୁ ନିଜ ପୂର୍ବ ଜନ୍ମର ସମସ୍ତ ଆଭାସ ଜଣା ପଡିଥାଏ ହେଲେ ବନ୍ଧୁଗଣ ସେ ଗର୍ଭରୁ ବାହାରିବା ମାତ୍ରେ ସେହି ସମସ୍ତ ତଥ୍ୟ ବିଷୟରେ ଭୁଲିଯାଇଥାଏ । ଗର୍ଭରେ ଥିବା ସମୟରେ ସେ ପୂର୍ବ ଜନ୍ମରେ କେଉଁ ଜୀବ ଥିଲା ଓ ସେ କଣ ସବୁ ପାପ ପୂଣ୍ୟ କରିଥିଲା ସେହି ସମସ୍ତ ବିଷୟରେ ସେ ଭଲ ଭାବରେ ଜାଣିଥାଏ ।

ବନ୍ଧୁଗଣ ଗର୍ଭରେ ଥିବା ଶିଶୁ ପାଖରେ କେବଳ ତାର ପୂର୍ବ ଜନ୍ମର ପୂଣ୍ୟ ଓ ପାପ ରହିଥାଏ । କାରଣ ସେ ପୂର୍ବ ଜନ୍ମରେ ଅତିବାହିତ କରିଥିବା ସମସ୍ତ ଜୀବନକୁ ଛାଡି ଏକ ଗର୍ଭରେ ରହିଥାଏ । ବନ୍ଧୁଗଣ ଶିଶୁ ଯେତେବେଳେ ଗର୍ଭରେ ଥାଏ ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କରି ପଚାରିଥାଏ ଯେ, ହେ ପ୍ରଭୁ ଜନ୍ମ ପରେ ପୁଣି ମୋର ମ -ରଣ ହୋଇଯିବ ତା ହେଲେ ମୁ ଜନ୍ମ କାହିଁକି ହେଉଛି ।

ଯଦି ପ୍ରଭୁ ସମ୍ଭବ ଅଟେ ତେବେ ମୋତେ ଏହି ଜୀବନ ମ -ରଣ ଚକ୍ରରୁ ମୁକ୍ତ କରି ଦିଅନ୍ତୁ । ଏହା ସହିତ ଶିଶୁ କହିଥାଏ ଯେ, ମୁ ଏହି ଗର୍ଭରୁ ବାହାରିବା ପାଇଁ ଚାହୁଁନାହିଁ, କାରଣ ଗର୍ଭରୁ ବାହାରିବା ପରେ ଉଭୟ ଠିକ ଓ ଭୁଲ କାମ କରିବାକୁ ପଡିଥାଏ । ଯାହା ଫଳରେ ମଣିଷକୁ ନର୍କ ଯାତ୍ରା କରିବାକୁ ପଡିଥାଏ ।

 

ବନ୍ଧୁଗଣ ୯ ମାସ ପର୍ଯ୍ୟନ୍ତ ଶିଶୁ ଗର୍ଭରେ ରହି ଭଗବାନଙ୍କ ସ୍ମରଣ କରିଥାଏ । ହେଲେ ବନ୍ଧୁଗଣ ଯେତେବେଳେ ସେ ଗର୍ଭରୁ ବାହାରି ଥାଏ ସେତେବେଳେ ସେ ଅଜ୍ଞାତ ହୋଇ ଯାଇଥାଏ । ସେ ନିଜ ପୂର୍ବ ଜନ୍ମର ସମସ୍ତ କଥା ବିଷୟରେ ଭୁଲି ଯାଇଥାଏ । ବନ୍ଧୁଗଣ ଶିଶୁ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ସେ ବହୁତ ଜୋର ସେ କାନ୍ଦି କାନ୍ଦି କହିଥାଏ, ମୁ କେଉଁଠି ଅଛି । ବନ୍ଧୁଗଣ ୯ ମାସ ପର୍ଯ୍ୟନ୍ତ ଶିଶୁ ଗର୍ଭରେ ଏକ ପିଞ୍ଜରା ମଧ୍ୟରେ ରହିଥାଏ ଓ ବହୁତ କଷ୍ଟ ସହ୍ୟ କରିଥାଏ, ସେହି ସମୟରେ ସେ କେବଳ ଭଗବାନଙ୍କୁ ସ୍ମରଣ କରିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *