ପ୍ରାକ୍ଟିସ କରୁଥିବା ସମୟରେ Nora Fatehi ଙ୍କର ଏହି ହଟ ଡ୍ୟାନ୍ସ ଭିଡିଓ ହେଉଛି ଖୁବ ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ସମୟରେ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଅଭିନେତା ଓ ଆଇଟମ ଗାର୍ଲ ନୋରା ଫତେହୀ ।

ବନ୍ଧୁଗଣ ନୋରା ଆଜିକାଲି ନିଜ ଡ୍ୟାନ୍ସ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦର୍ଶକ ମାନେ ନୋରାଙ୍କର ସୁନ୍ଦରତା ଓ ଡ୍ୟାନ୍ସକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ନୋରାଙ୍କର ବହୁତ ଫ୍ୟାନ୍ସ ଫାଲୋଇଙ୍ଗ ଅଛି ।

ହେଲେ ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ନୋରା ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ନୂଆ ଡ୍ୟାନ୍ସ ଭିଡିଓକୁ ସେୟାର କରିଛନ୍ତି ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ, ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

 

View this post on Instagram

 

A post shared by nora fatehi🌸 (@noora.faatehi)

ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ନୋରା ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି ଯାହା ବହୁତ ଚର୍ଚାରେ ଅଛି । ଏହି ଭିଡିଓରେ ନୋରା ବହୁତ ସେକସି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ନୋରାଙ୍କ କୋରିଓଗ୍ରାଫର ରଜୟ ଦେବ ମଧ୍ୟ ନଜର ଆସୁଛନ୍ତି । ବନ୍ଧୁଗଣ ଆଗାମୀ ସମୟରେ ଏହି ଦୁଇଜଣଙ୍କର ଏକ ଭିଡିଓ ଆସିବାକୁ ଯାଉଛୁ ସେଥିପାଇଁ ଏମାନେ ଏହି ଗୀତକୁ ପ୍ରମୋଟ କରୁଛନ୍ତି ।

ଏହି ଭିଡିଓରେ ନୋରା ଏକ କଳା ରଙ୍ଗର ସର୍ଟ ପ୍ଯାଣ୍ଟ ଓ ସର୍ଟ ଡ୍ରେସରେ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ଲୁକ୍ ରେ ନୋରା ବହୁତ ଅଧିକ ସେକସି ନଜର ଆସୁଛନ୍ତି । ନୋରାଙ୍କର ଏହି ଭିଡିଓ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଛନ୍ତି ଓ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ବନ୍ଧୁଗଣ ନୋରା ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସବୁଦିନ କିଛି ନା କିଛି ଭିଡିଓ ଓ ଫଟୋ ସେୟାର କରିଥାନ୍ତି ।

ବନ୍ଧୁଗଣ ଏହି କିଛି ଦିନ ତଳେ ନୋରା ମୁମ୍ବାଇରେ ନଜର ଆସିଥିଲେ । ନିଜର ଗ୍ଲେମରସ ଲୁକ୍ ପାଇଁ ନୋରା ସୋସିଆଲ ମିଡିଆରେ ସବୁବେଳେ ଚର୍ଚା ରେ ରୁହନ୍ତି । ବନ୍ଧୁଗଣ ନୋରାଙ୍କର ଏହି ଲୁକ୍ କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ସେୟାର କରୁଛନ୍ତି । ବନ୍ଧୁଗଣ ନୋରାଙ୍କ ରିଅଲ ନାମ ହେଉଛି ନୋରା ଫତି ଓ ତାଙ୍କ ଘର ହେଉଛି କନ୍ନାଡାରେ । ବନ୍ଧୁଗଣ ନୋରା ନିଜର ପାଠ ପଢା କନ୍ନାଡା ଓ ନିଉୱର୍କରେ ପୂରଣ କରିଥିଲେ ।

 

ନିଜର ପାଠ ପଢାକୁ ପୂରଣ କରିବା ପରେ ନୋରା ମଡେଲିଙ୍ଗ କରିଥିଲେ ଓ ବହୁତ ଆର୍ଟ କମ୍ପାନୀରେ କାମ କରିଥିଲେ । ହେଲେ ବନ୍ଧୁଗଣ ସେ ବର୍ତ୍ତମାନ ବହୁତ ଲୋକପ୍ରିୟତା ହାସଲ କରି ବଲିଉଡରେ ସଫଳତା ପାଇସାରିଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ଓ ତାଙ୍କର ଭିଡିଓକୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଅପେକ୍ଷାରେ ରହୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *