କଣ ଟୁଙ୍ଗୁର-ବର୍ଷା ଯିବେ ଜେଲ ? ସାଂଘାତିକ ଅଭିଯୋଗ ଆଣିଲେ ଏହି ବ୍ୟକ୍ତି, ସେ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଟୁଙ୍ଗୁରୁ ଙ୍କ ନାମରେ ଥାନାରେ କେସ ଦିଆଗଲା । ତେବେ ଟୁଙ୍ଗୁରୁ ଭୋଳ ଙ୍କ ଭଳି ଚରିତ୍ରମାନଙ୍କ ପ୍ରେମ କାହାଣୀ ଯୁବପିଢୀଙ୍କ ଉପରେ ପ୍ରଭାବ ପକାଉଛି । ଏଭଳି ଘଟଣା ସମାଜକୁ ଖରାପ ବାର୍ତ୍ତା ଦେଉଛି । ଏ ନେଇ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ବିରୋଧରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ବିଶ୍ଵାସ ଫାଉଣ୍ଡେସନର କର୍ମକର୍ତ୍ତାମାନେ । ସେମାନେ ମି-ଡି-ଆ ସାମ୍ନାରେ କହିଛନ୍ତି ଯେ “ଆମ୍ଭେ ବର୍ତ୍ତମାନ ଆସିଛୁ ଥାନାରେ ଗୋଟିଏ ଏତଲା ଦେବା ନିମନ୍ତେ ।

ବର୍ତମାନ ଓଡିଶା ସାରା ଯେଉଁ ଚର୍ଚ୍ଚା ର ବିଷୟ ତଥା ଭା-ଇ-ରା-ଲ ଚାଲିଛି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ବିଷୟରେ । ବର୍ତ୍ତମାନ ଅଟୋରେ ଯିବାକୁ ଝିଅ ବୋହୁ ମାନେ ଭୟଭୀତ ହେଲେଣି । ମାତ୍ର ସୋ-ସି-ଆ-ଲ ମି-ଡି-ଆରେ ଯେଉଁ କାର୍ଯ୍ୟକ୍ରମ ଚାଲିଛି, ଆଗାମୀ ଦିନରେ ଯୁବପିଢି ମାନେ କେମିତି ପଥଭ୍ରଷ୍ଟ ନହୁଅନ୍ତୁ । ସେହି ବାବଦରେ ଆମ୍ଭେ ଆଜି ଆସିଛୁ ଟୁଙ୍ଗୁରୁ ଭୋଳ ନାମ ରେ ଏତଲା ଦେବା ନିମନ୍ତେ” ।

ବିଶ୍ଵାସ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହା ମଧ୍ୟ କହିଛନ୍ତି ଯେ ଆମ୍ଭ ମାନଙ୍କର କହିବାର ଉଦେଶ୍ୟ ହେଉଛି ଯେ ଏହି ଚାପ୍ଟରକୁ ସଂପୂର୍ଣ୍ଣ ଭାବରେ କ୍ଳୋଜ କରାଯାଉ । ଏହାକୁ ଅଧିକ ହାଇଲାଇଟ କରାନଯାଉ ଏବଂ ଏହାର ଯେଉଁ ଗୀତ ସବୁ ବାରମ୍ବାର ବୋଲା ଯାଉଛି ତାହାକୁ ବନ୍ଦ କରାଯାଉ । ଯୁବପିଢିଙ୍କ ଉପରେ ଯେମିତି କୌଣସି ପ୍ରକାରର କୁପ୍ରଭାବ ଆଗାମୀ ଦିନରେ ଓଡିଶାରେ ନପଡୁ ଆମ୍ଭର ଏହା ହେଉଛି ଉଦେଶ୍ୟ ବୋଲି କହିଛନ୍ତି ।

ତେବେ ସତକଥା ଗୋଟେ ବିଷୟକୁ ବାରମ୍ବାର ମିଡିଆରେ ହାଇଲାଇଟ କରାଇ ଏବଂ ସେହି ବିଷୟକୁ ନେଇ ଫିଲ୍ମ ତଥା ଗୋଟେ ପରେ ଗୋଟେ ଗୀତ ବନାଇବା କେତେଦୂରେ ସଠିକ ? ବିଷୟଟି ପ୍ରଶଂସା ଯୋଗ୍ୟ ହୋଇଥିଲେ ଏଭଳି କରିବା ସ୍ଵଭାବ ପାଇଥାନ୍ତା କିନ୍ତୁ ଏହି ଲଜ୍ୟା ଜନକ ପ୍ରସଙ୍ଗକୁ ନେଇ ଏତେ ଚର୍ଚ୍ଚା କରିବା ଆବଶ୍ୟକ ହିଁ ନୁହେଁ ।

ଆଜିଭଳି ଦିନରେ ଆମ୍ଭ ରାଜ୍ୟ ଓଡିଶାରେ ଏଭଳି କୁନି କୁନି ପ୍ରତିଭା ମାନେ ଗାଁ ଗହଳିରେ ଲୁଚି ରହିଛନ୍ତି ଯେ ତାଙ୍କୁ ମି-ଡି-ଆ ସାମ୍ନା ରେ ଆସିବାକୁ ମଧ୍ୟ ସୁବିଧା ମିଳୁନାହିଁ । ତେବେ ସେମାନଙ୍କ ଚର୍ଚ୍ଚା କାହିଁକି ହେଉନାହିଁ ? ତଥା ସେସବୁ ବିଷୟ ପ୍ରତି ଧ୍ୟାନ ଦେଇ ତାହାକୁ ହାଇଲାଇଟ କେଉଁ କାରଣ ବଶତ କରାଯାଉନାହିଁ ? ସେହି ପ୍ରସଙ୍ଗକୁ ନେଇ କୌଣସି ଚଳଚିତ୍ର ତଥା ଗୀତ କାହିଁକି ବାହାରୁନାହିଁ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *