କରୋନା ରୋଗୀ ହାର୍ଟଟାକ ରୁ କିପରି ବଞ୍ଚିବେ ? ଦେଖନ୍ତୁ କଣ କୁହନ୍ତି Dr. K. K. Agrawal

ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ହୋଇଛି । କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ସରକାର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ।ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ଜଣ ସାଧାରଣଙ୍କ ମଧ୍ୟରେ ସଂକ୍ରମିତ ହେଉଛି ।

ବନ୍ଧୁଗଣ ଏହି ଭାଇରସଟି ସିଧା ସଳଖ ଶରୀରର ଫୁସଫୁସକୁ ଆକ୍ରମଣ କରୁଛି ଯାହାଫଳରେ ମଣିଷକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି । ବନ୍ଧୁଗଣ ଏହି ଭାଇରସ ଦ୍ଵାରା ମଣିଷକୁ ହାର୍ଟ ଆଟାକ ଆସିବାର ସମ୍ଭାବନା ମଧ୍ୟ ରହିଛି । ଯଦି ଆପଣ ମାନେ ଏହି ଭାଇରସରେ ସଂକ୍ରମିତ ଅଛନ୍ତି ତା ହେଲେ ଆପଣ ହାର୍ଟ ଆଟାକରୁ କେମିତି ବଞ୍ଚିବେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଡାକ୍ତର କେକେ ଅଗ୍ରୱାଲଙ୍କ ମତରେ ଯଦି କୌଣସି କରୋନା ରୋଗୀର ଛାତିରେ ଅଧିକ ଯନ୍ତ୍ରଣା ହେଉଛି ବା ମୁଣ୍ଡରୁ ଝାଳ ବାହାରୁଛି ତା ହେଲେ ସେହି ବ୍ୟକ୍ତି ଜଣକ ଯଥା ଶୀଘ୍ର ୱାଟର ସଲ୍ୟୁବଲ ଆସପିରିନ 300mgର ବଟିକାକୁ ଚୋବାଇ ଦିଅନ୍ତୁ । ଯଦି ଆପଣ ସେହି ସମୟରେ ୱାଟର ସଲ୍ୟୁବଲ ଆସପିରିନ 300mgର ବଟିକାକୁ ଚୋବାଇ ଖାଇଦେବେ ତା ହେଲେ ଆପଣଙ୍କ ମୃ-ତ୍ୟୁ-ର ସମ୍ଭାବନା ୨୨ ପ୍ରତିଶତ କମିଯିବ ।

ଯଦି ବନ୍ଧୁଗଣ କୌଣସି ୩୦ ରୁ ଉର୍ଦ୍ଧ ବୟସ୍କ ଲୋକଙ୍କ ଛାତିରେ ଯନ୍ତ୍ରଣା ହୋଇଥାଏ, ଜ୍ଵଳନ ହୋଇଥାଏ ଓ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ଅସୁବିଧା ହୋଇଥାଏ ତା ହେଲେ ଆପଣ ତୁରନ୍ତ ୱାଟର ସଲ୍ୟୁବଲ ଆସପିରିନ 300mgର ବଟିକାକୁ ଚୋବାଇ ଖାଇ ଦିଅନ୍ତୁ । ବନ୍ଧୁଗଣ ଏହା ସହିତ ଆପଣ ମାନେ 40mg ସାର୍ଟେଲର ସେବନ କରିଦିଅନ୍ତୁ ।

ଯଦି ଆପଣ ମାନଙ୍କ ପାଖରେ କ୍ଳୋପିଡୋଗ୍ରେଲ ଅଛି ତା ହେଲେ ଆପଣ 75mgର 8ଟି ବଟିକା ତୁରନ୍ତ ପାଣି ସହ ସେବନ କରନ୍ତୁ । ବନ୍ଧୁଗଣ ଏହି ସବୁ ମେଡ଼ିସିନର ସେବନ କରିବା ଦ୍ଵାରା କମ ସେ କମ ଆପଣ ମାନଙ୍କ ପାଖରେ କିଛି ସମୟ ରହିବ ଯାହାଦ୍ୱାରା ଆପଣ ମାନେ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରିପାରିବେ ।

ବନ୍ଧୁଗଣ ଆପଣ ମାନେ ଯଦି କାରୋନା ରୋଗୀ ହୋଇଛନ୍ତି ଓ ଆପଣ ମାନଙ୍କୁ ହାର୍ଟ ଆଟାକ ଆସିବାର ସମ୍ଭାବନା ଜଣା ପଡୁଛି ତା ହେଲେ ଆପଣ ତୁରନ୍ତ ୱାଟର ସଲ୍ୟୁବଲ ଆସପିରିନ 300mgର ବଟିକାକୁ ସେବନ କରିଦିଅନ୍ତୁ ଏହି ବଟିକାର ସେବନ ପରେ ଆପଣ ହସ୍ପିଟାଲରେ ଚିକିତ୍ସା ନେଇପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *