A,K,M,T,P,S,R,N,G ନାମର ଲୋକ ଏହି ଖବରକୁ ଥରେ ନିଶ୍ଚୟ ପଢନ୍ତୁ

ଆଜି ଆମେ ଆପଣ ମାନଙ୍କୁ A,K,M,T,P,S,R,N,G ନାମ ଥିବା ଲୋକ ମାନଙ୍କ ବିଷୟରେ କହିବୁ । ଏହି ଲୋକମାନଙ୍କ ସ୍ଵଭାବ ଓ ଏମାନଙ୍କ ବ୍ୟକ୍ତିତ୍ଵ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ଯଦି ଆପଣଙ୍କ ସାଙ୍ଗ ମାନଙ୍କ ନାମ ମଧ୍ୟ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣ ଏହି ଲେଖା ମାଧ୍ୟମରେ ସେହି ଲୋକ ମାନଙ୍କ ସ୍ଵଭାବ ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା A,K,M,T,P,S,R,N,G ନାମ ଥିବା ଲୋକ ମାନଙ୍କ ବିଷୟରେ ।

A,K,M,T,P,S,R,N,G ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବାଲା ଲୋକ ଅଳ୍ପ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏହି ନାମ ଥିବା ଲୋକମାନେ ଯାହାବି କୁହନ୍ତି ମୁହଁ ସାମ୍ନାରେ କହି ଦିଅନ୍ତି । ଏମାନେ କୌଣସି ଲୋକ ବିଷୟରେ ଖରାପ ଚିନ୍ତା କରନ୍ତି ନାହିଁ ଓ କୌଣସି ଲୋକଙ୍କୁ ସେମାନଙ୍କ ପଛ ପଟରେ କିଛି ଖରାପ କଥା କୁହନ୍ତି ନାହିଁ । ଏହି ନାମ ଥିବା ଲୋକମାନେ ବହୁତ ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ ହୋଇଥାନ୍ତି ।

ଏମାନେ ନିଜର ଯେ କୌଣସି କାର୍ଯ୍ୟକୁ ଠିକ ଭାବରେ କରିଥାନ୍ତି ଓ ସଂପୂର୍ଣ୍ଣ କରିଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କ ଉପରେ ଚିଡ ଚିଡ ହୋଇଥାନ୍ତି, କିନ୍ତୁ ଏମାନେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ଭଲ ପାଆନ୍ତି । ଝଗଡା କରିବାରେ ଏମାନେ ବହୁତ ପ୍ରବୀଣ ହୋଇଥାନ୍ତି । ଏହି ନାମ ଥିବା ପୁଅ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ମଧ୍ୟ ହୋଇଥାନ୍ତି । ଏମାନଙ୍କ ମନରେ କୌଣସି କଥା ରହେ ନାହିଁ । ଏମାନେ ନିଜ ମନର ସମସ୍ତ କଥାକୁ ଖୋଲି କି କହି ଦିଅନ୍ତି । ଏହି ନାମ ଥିବା ପୁଅ ମାନଙ୍କୁ ଝିଅ ମାନେ ବହୁତ ପସନ୍ଦ କରନ୍ତି ।

ତେବେ ଆସନ୍ତୁ ଜାଣିବା A,K,M,T,P,S,R,N,G ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନଙ୍କ ବିଷୟରେ । ଏହି ନାମ ଥିବା ଝିଅ ମାନେ ବହୁତ ସୁନ୍ଦର ଓ ସ୍ମାର୍ଟ ହୋଇଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଆନ୍ତି, ଏମାନେ ନିଜ ପରିବାର ବିରୁଦ୍ଧରେ କୌଣସି ଖରାପ କଥା ଶୁଣି ପାରନ୍ତି ନାହିଁ । ଏହି ଝିଅମାନେ ଅଳ୍ପ ଲାଜକୁଳା ହୋଇଥାନ୍ତି ।

ଏମାନଙ୍କୁ ଭଲ ଡ୍ରେସ ପିନ୍ଧିବା ପାଇଁ ବହୁତ ଭଲ ଲାଗେ । ଧଳା ଓ ପିଙ୍କ କଲର ହେଉଛି ଏମାନଙ୍କ ପସନ୍ଦର କଲର । ଏହି ନାମ ଥିବା ଝିଅ ମାନେ ନିଜ ଜୀବନ ସାଥି ବା ପ୍ରେମିକଙ୍କୁ ବହୁତ ଭଲ ପାନ୍ତି । ଏମାନେ ବହୁତ ଚାଲାଖ ହେବା ସହ ବହୁତ ଦୟାଳୁ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କର ସ୍ଵଭାବ ବହୁତ ନିର୍ମଳ ହୋଇଥାଏ । ଏମାନେ ନିଜ ପରିବାର ଲୋକଙ୍କୁ ସବୁବେଳେ ଖୁସିରେ ରଖନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *