ମଙ୍ଗଳବାରର ରାଶିଫଳ 14 ଜୁଲାଇ 2020, ଏହି 7ଟି ରାଶିର ଲୋକଙ୍କ ଉପରେ ପବନ ପୁତ୍ର ହନୁମାନ କରିବେ ଅସିମ କୃପା, ସବୁ ସ୍ଵପ୍ନ ହେବ ପୁରା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 14 ଜୁଲାଇ 2020 ସୋମବାରର ରାଶିଫଳ ।

ମେଷ

ଆଜି ଆପଣ ଅଧିକ ନିଷ୍ପତ୍ତି ରାଗରେ ନେଇ ପାରନ୍ତି । ଏହାଦ୍ୱାରା ଆପଣଙ୍କର କ୍ଷତି ମଧ୍ୟ ହୋଇ ପାରେ । ନିଜର ସଞ୍ଚୟକୁ ସନ୍ତୁଳିତ ରଖନ୍ତୁ ଖର୍ଚ ଠିକ ଭାବରେ କରନ୍ତୁ । ଆଇନ ମାମଲାରେ ସଫଳତା ମିଳିବାର ସମ୍ଭାବନା ଅଛି । ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ଭାବେ ସୁସ୍ଥ ରହିବ । ଆପଣଙ୍କ ପ୍ରେମର ଗାଡି ଦୃତ ଗତିରେ ଆଗକୁ ବଢିବ । ଦରକାର ଠାରୁ କାହା ଉପରେ ଅଧିକ ବିଶ୍ଵାସ କରିବା ଆପଣଙ୍କ ପାଇଁ କ୍ଷତିକାର ପ୍ରମାଣିତ ହୋଇ ପାରେ ।

ବୃଷ

ଆଜି ଆପଣଙ୍କୁ ସାବଧାନର ସହିତ ଚଳିବାକୁ ହେବ ନହେଲେ ଅଯୋଥା କୌଣସି ସମସ୍ୟାରେ ପଡ଼ିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆପଣ ଆଜି ବହୁତ ବ୍ୟସ୍ତ ରହିବେ । ଅଫିସରେ ଆପଣଙ୍କୁ କୌଣସି ବଡ ଦାୟିତ୍ଵ ଦିଆଯାଇ ପାରେ । ଆପଣ ଯେଉଁ କାମକୁ ବହୁତ ଦିନ ଧରି ସ୍ଥଗିତ ରଖିଛନ୍ତି ସେହି ଅଧୁରା କାମକୁ ଆଜି ପୁରା କରିବା ପାଇଁ ଦିନ ଠିକ ଅଛି । ମନୋରଞ୍ଜନ ପାଇଁ ଅଧିକ ଟଙ୍କା ଖର୍ଚ କରିବେ । ବ୍ୟବସାୟ ମାଧ୍ୟମ ଧରଣର ରହିବ । ପାରିବାରିକ ବାତାବରଣରେ ଉତ୍ସାହରେ କମି ଦେଖାଯିବ ।

ମିଥୁନ

ଆଜି ଅଧିକ ଖର୍ଚ ହେବା କାରଣରୁ ଆପଣଙ୍କ ମନର ଶାନ୍ତି ଭଙ୍ଗ ହେବ । ଆଜି ଆପଣ ଅଧିକ ଆରାମ କରନ୍ତୁ, ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ । ଯଦି ଆପଣ ଭବିଷ୍ୟତରେ ଅଧିକ ଟଙ୍କା ଫେରସ୍ତ ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଅଳ୍ପ କିଛି ଟଙ୍କା ନିବେଶ କରନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ନିଜର ଯୋଜନା ସହିତ ପୁରୁଣା ବନ୍ଧୁଙ୍କୁ କାମ ଦିଅନ୍ତୁ । କାମ କ୍ଷେତ୍ରରେ ଲୋକଙ୍କ ସହିତ ଧର୍ଯ୍ୟରେ ସାବଧାନୀ ରଖନ୍ତୁ ।

କର୍କଟ

ହନୁମାନଙ୍କ କୃପାରୁ ଆଜି ବ୍ୟବସାୟରେ ଲାଭ ହୋଇ ପାରେ କିମ୍ବା ଚାକିରିରେ ଉର୍ଣ୍ଣତି ମଧ୍ୟ ହୋଇ ପାରେ । ବହୁତ ଦିନ ଧରି ଚାଲି ଆସୁଥିବା ଝଗଡାର ସମାଧାନ କରନ୍ତୁ, କାରଣ ହୋଇ ପାରେ କି କାଲି ବହୁତ ଡେରି ହୋଇଯାଇ ଥିବ । କିଣାକିଣି କରିବାକୁ ଯିବା ସମୟରେ ଅତିରିକ୍ତ ଏବଂ ଅନାବଶ୍ୟକ ଜିନିଷ ନିଅନ୍ତୁ ନାହିଁ । ଆଜି ଆପଣଙ୍କର ବିବେଶ ଧ୍ୟାନ ବନ୍ଧୁଙ୍କ ଉପରେ ରହିବ । ସମ୍ପତି କିମ୍ବା ଗାଡିର କିଣାବିକା ମଧ୍ୟ ହୋଇ ପାରେ । ଚାକିରି କରିଥିବା ଲୋକଙ୍କୁ କିଛି ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେବାର ଆବଶ୍ୟକତା ହେବ ।

ସିଂହ

ଶାରୀରିକ ଅସୁସ୍ଥତା ଏବଂ ମାନସିକ ବ୍ୟସ୍ଥତା ଅନୁଭବ କରିବେ । କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଭିତରେ କାମ କରିବାର ଉତ୍ସାହ ବଢିବ । କୌଣସି ଅଟକି ଥିବା କାମ ପୁରା ହେବ । ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ । ସମସ୍ତଙ୍କ ସହିତ ହସ ଖୁସିରେ କଥା ହେବା ଆପଣଙ୍କ କାମକୁ ସହଜରେ ପୁରା କରିଦେବ । ଆପଣଙ୍କୁ ଅନେକ ବିଚାର ମିଳିବ ଯାହାକୁ ଆପଣ ଆପଣଙ୍କର ଭବିଷ୍ୟତ ପାଇଁ ଲାଗୁ କରି ପାରିବେ । ରାଜ କାର୍ଯ୍ୟରେ ସଫଳତା ମିଳିବ । ଆଜି ଦିନରେ ଆପଣ ପରିବାର ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଚେଷ୍ଟା କରିବେ ।

କନ୍ୟା

ଆଜି ଆପଣ ସୁସ୍ଥ ରହି ପାରନ୍ତି ଏବଂ ନିଜର ଜିଦ କାରଣରୁ ପରିବାରର କୌଣସି ସଦସ୍ୟଙ୍କ ସହିତ ଆପଣଙ୍କର ଝଗଡା ହୋଇ ପାରେ । ଶାରୀରିକ ଏବଂ ମାନସିକ ଲାଭ ପାଇଁ ଧ୍ୟାନ ଏବଂ ଯୋଗ କରନ୍ତୁ । ସମ୍ପର୍କରେ ନିଜର କ୍ଷମତାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ନିଜର କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଏବଂ ନିଜର ପାର୍ଟନରଙ୍କ ସହିତ କଠିନ ଭାଷାରେ କଥା ହୁଅନ୍ତୁ ନାହିଁ । କଳା କ୍ଷେତ୍ର ସହିତ ଯୋଡି ହୋଇଥିବା ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟଧିକ ଲାଭଦାୟକ ପ୍ରମାଣିତ ହେବ ।

ତୁଳା

ଚାକିରି କ୍ଷେତ୍ରରେ ସମସ୍ୟା ରହିବ । ପୁରୁଣା କଥାକୁ ନେଇ ଅଧିକ କିଛି ଭାବନ୍ତୁ ନାହିଁ । ଆଜି ଆପଣ ଆପଣଙ୍କର ନୂଆ କାମରେ କୌଣସି ପ୍ରିୟ ଲୋକଙ୍କର ସାହାଯ୍ୟ ନେଇ ପାରନ୍ତି, ଆପଣଙ୍କୁ ଲାଭ ନିହାତି ହେବ । ଯାତ୍ରାରେ କିଛି ବାଧା ଆସିପାରେ । ଅଟକି ଥିବା ଟଙ୍କା ମଧ୍ୟ ଆପଣଙ୍କୁ ଫେରସ୍ତ ମିଳିପାରେ ଏବଂ ନୂଆ ନିବେଶ କରିବା ପାଇଁ ସମୟ ଆପଣଙ୍କ ପକ୍ଷରେ ଅଛି ।

ବିଛା

ଆଜି ଆପଣ ଯେଉଁ କ୍ଷେତ୍ରରେ ଚେଷ୍ଟା କରିବେ ସେଥିରେ ଆପଣଙ୍କୁ ପୂର୍ଣ ସଫଳତା ମିଳିପାରେ । ନିଜର ଦିନର ଯୋଜନା ସାବଧାନର ସହିତ ସ୍ତିର କରନ୍ତୁ । ଏମିତି ଲୋକଙ୍କ ସହିତ କଥା ହେବେ ଯିଏ ଆପଣଙ୍କୁ ସାହାଯ୍ୟ କରି ପାରନ୍ତି । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିପାରେ । ଶାରୀରିକ ଏବଂ ମାନସିକ ଶାନ୍ତି ମିଳିବ, ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଯଦି ଆପଣ କାହାକୁ ପ୍ରପୋଜ କରିବା ପାଇଁ ଚାହୁଁଛନ୍ତି ତାହେଲେ ବିନା ଚିନ୍ତାରେ ତାହା କରନ୍ତୁ କାରଣ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ରହିବ ।

ଧନୁ

ଆଜିର ଦିନରେ ଆପଣ ଚିନ୍ତାର ବୋଝରୁ ମୁକ୍ତି ପାଇବେ । ନିଜର ପ୍ରିୟଜନଙ୍କ ସହିତ କିଛି ଶାନ୍ତ ସମୟ କ୍ରମରେ ଆପଣଙ୍କ ଘର ଅତି କାମରେ ଏକ ସ୍ଵର୍ଗ ଅଟେ ଯାହା ଏହି ଦୁନିଆର ଅନେକ ଚାପରୁ ଅସ୍ଥାୟୀ ଭାବରେ ରକ୍ଷା କରି ପାରିବ । ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଯଦି ଆପଣ ଅବିବାହିତ ଅଛନ୍ତି ତାହେଲେ ଆପଣଙ୍କ ଘରକୁ ବିବାହର ନୂଆ ନୂଆ ପ୍ରସ୍ତାବ ଆସିବ । ଆଇନ ମାମଲାରେ ସଫଳ ହେବେ ।

ମକର

ଆଜି ଆପଣଙ୍କର କେହି ନିଜ ଲୋକ ହିଁ ଆପଣଙ୍କ ସହିତ ବିଶ୍ଵାସ ଘାତକତା କରି ପାରନ୍ତି । ଆପଣ କିଛି ଅଧିକ ଅସ୍ଥିର ହୋଇ ପାରନ୍ତି । ସାବଧାନର ସହିତ କାମ କରନ୍ତୁ । ଆପଣଙ୍କ ଆର୍ଥିକ ଆୟୋଜନ ମଧ୍ୟ ପୁରା ହେବ ଏବଂ ଆପଣଙ୍କ ଇଛାଶକ୍ତିକୁ ପ୍ରୋତ୍ସାହନ ମିଳିବ । ବନ୍ଧୁ ଏବଂ ପରିବାର ଲୋକଙ୍କ ସହିତ କିଛି ଖୁସିର ସମୟ ଅତିବାହିତ କରିବେ । ଆପଣଙ୍କ ବ୍ୟବସାୟ ଭଲ ଭାବରେ କାମ କରିବ । କାମ ବଢାଇବା ପାଇଁ ଯୋଜନା ମଧ୍ୟ କରି ପାରନ୍ତି ।

କୁମ୍ଭ

ଆଜି ଘରେ ପରିବାର ସଦସ୍ୟ ଆପଣଙ୍କ ପ୍ରତି ବିରୋଧ ରହିବେ । କାର୍ଯ୍ୟକୁ ଆରମ୍ଭ କରିବା ପରେ ତାହା ଅପୂର୍ଣ ରହିବ । ପାରିବାରିକ ବାତାବରଣରେ ଅନୁକୂଳତା ରହିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଭାବୁକ ବ୍ୟକ୍ତି ନିଷ୍ପତ୍ତି ନେବା ସମୟରେ ଯୁକ୍ତିଯୁକ୍ତତା ଛାଡନ୍ତୁ ନାହିଁ । ଆପଣ ରୋଜଗାରର ନୂଆ ଦ୍ଵାରା ଖୋଲିବେ । ନିଜ ଭିତରେ ପ୍ରେମ ଭାବନା ବଢିବ । ପିଲାମାନେ ଆପଣଙ୍କ ଆଶା ପୂରଣ କରିବେ ଏବଂ ଆପଣ ସେମାନଙ୍କ ମାଧ୍ୟମରେ ନିଜର ସ୍ଵପ୍ନ ସାକାର ହେବାର ଦେଖିବେ ।

ମୀନ

ଆଜି ଆପଣ ବ୍ୟବସାୟରେ ମନ୍ଥରତା ଦ୍ଵାରା ଚିନ୍ତାରେ ରହିବେ । ପୁରୁଣା ଟଙ୍କା କାରବାର ଆଜି ବିଚାରାଧୀନ ରହିବ । ସଂଗ୍ରହ, ସ୍ଥାନାନ୍ତରଣ ଏବଂ ଆୟ ଇତ୍ୟାଦି ପାଇଁ ଭଲ ଦିନ ଅଟେ । ବଡ ମାନଙ୍କ ସହିତ ବିବାଦରେ ପଡନ୍ତୁ ନାହିଁ । ଘରୋଇ ମାମଲାରେ ଚିନ୍ତା ରହିବାର ସମ୍ଭାବନା ଅଛି କାରଣ ପରିବାର କୌଣସି ଲୋକ ଆପଣଙ୍କ ଉପରେ ରାଗିବେ । ଆଜି ଆପଣଙ୍କ ଦିନ ଭଲ ରହିବ । ଜମି କିଣିବାର ବିଚାର କରି ପାରନ୍ତି । ଜୀବନସାଥିଙ୍କ ସହିତ ଆପଣ ଖୁସିର ସମୟ ଅତିବାହିତ କରିବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *