ଆକାଶରୁ ଖସିଲା ଏକ ବିଶାଳକାୟ ସାପ, ଭୟରେ ଦୌଡିବାକୁ ଲାଗିଲେ ଲୋକ, ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ସାପ ଏକ ଏପରି ଜୀବ ଯାହା ଠାରୁ ସବୁବେଳେ ମଣିଷ ଦୂରେଇ ରହିବା ପାଇଁ ଚାହିଁ ଥାନ୍ତି । ଯେଉଁ ଭଳି ଭାବରେ ମଣିଷ ଜଙ୍ଗଲ କାଟି ଘର ତିଆରି କରି ରହୁଛି ସେହି ଭଳି ସାପ ମାନେ ବି ଜଙ୍ଗଲ ଛାଡି ବେଳେବେଳେ ଜନଗହଳି ସ୍ଥାନକୁ ଚାଲି ଯାନ୍ତି । ଯେତେ ବେଳେ ଆମ ସାମ୍ନା କୌଣସି ସାପ ସହ ହୋଇଥାଏ ସେତେବେଳେ ଆମ ହାର୍ଟ ବି-ଟ ବଢି ଯାଇଥାଏ । ସାପ ମଣିଷ ପାଇଁ ଘା-ତ-କ ଅଟେ ଯଦି ଗୋଟେ ସାପ ମଣିଷକୁ ଚୋ-ଟ ମା-ରି-ବ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ ।

ଯଦି ଆପଣଙ୍କ ସାମ୍ନାରେ ସାପ ଥିବ ତା ହେଲେ ଆପଣ ନିଜ ଜୀବନ ବଞ୍ଚାଇ ସେହି ସ୍ଥାନ ଛାଡି ଯାଇପାରିବେ ହେଲେ କଣ ହେବ ଯଦି ଏକ ବିଶାଳକାୟ ସାପ ଆକାଶରୁ ତଳେ ପଡିବ । ବନ୍ଧୁଗଣ ଏପରି ଏକ ଘ-ଟ-ଣା-ର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ବିଶାଳକାୟ ଅ-ଜ-ଗ-ର ଆକାଶରୁ ତଳେ ପଡୁଛି । ଯଦି ଭିଡିଓକୁ ଧ୍ୟାନରେ ଦେଖା ଯାଏ ତା ହେଲେ ଜଣା ପଡୁଛି ଏହି ସାପଟି ଏକ ଉଚ୍ଚତା ବିଶିଷ୍ଟ ପତଳା ତାରରେ ଲ-ଟ-କି ଥିଲା । ବିଶାଳକାୟ ଅଜଗରକୁ ଦେଖି ଲୋକମାନେ ଭ-ୟରେ ଦଉଡିବାକୁ ଲାଗୁଛନ୍ତି ।

https://twitter.com/ViralHog/status/1449027282190749704?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1449027282190749704%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.newstrend.news%2F537829%2Fmassive-snake-falling-from-the-sky-shocked-people%2F

ଏହି ଘଟଣାଟି ଏକ ବ୍ୟସ୍ତ ବଜାରରେ ଘଟିଛି । ରାସ୍ତା ମଝିରେ ଥିବା ଏକ ପତଳା ତାରରେ ବିଶାଳକାୟ ଅଜଗର ଲଟକି ଥିଲା । ଏହି ସାପଟିକୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ଭିଡ ଜମାଇ ଥିଲେ । ବହୁତ ଲୋକ ଏହି ଦୁର୍ଲଭ ଘଟଣାର ଭିଡିଓ ମଧ୍ୟ କରିଥିଲେ । ହେଲେ ଦେଖୁ ଦେଖୁ ସାପଟି ତଳେ ପଡିଗଲା ଯାହା ଫଳରେ ଲୋକ ମାନେ ଭ-ୟରେ ଦଉଡିବାକୁ ଲାଗିଲେ । ସମସ୍ତ ଲୋକ ଭୟରେ ଚି-ତ୍କା-ର କରିବାକୁ ଲାଗିଲେ ।

ବନ୍ଧୁଗଣ ସେହି ସମୟରେ କେହି ଜଣେ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲା ଯାହା ଫଳରେ ସାପ ତଳେ ପଡିବାର କିଛି ସମୟ ମଧ୍ୟରେ ଉଧାରକାରୀ ଦଳ ସେହି ସ୍ଥାନରେ ପହଞ୍ଚି ଥିଲେ ଓ ସାପଟିକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *