Sunny Deol ଙ୍କୁ ରିଅଲ ଲାଇଫ ରେ ବହୁତ ଡରିଥାନ୍ତି Bollywood ର ଏହି 2 ଜଣ ଫେମସ ଅଭିନେତ୍ରୀ, ନମ୍ବର 2 ଙ୍କ ନାମ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଏହି ବଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସନି ଦେଓଲ ।

ଆପଣ ମାନେ ସମସ୍ତେ ସନି ଦେଓଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସନି ନିଜ ବଲିଉଡ କାରିୟରର ଆରମ୍ଭ ରୋମାଣ୍ଟିକ ଫିଲ୍ମରୁ କରିଥିଲେ ହେଲେ ଧୀରେ ଧୀରେ ସେ ଆକ୍ସନ ଫିଲ୍ମରେ ପ୍ରସିଦ୍ଧି ହାସଲ କରିଲେ । ୯୦ ଦଶକରେ ସନିଙ୍କ ଆକ୍ସନ ଫିଲ୍ମକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ସେହି ସମୟରେ କେତେକ ଲୋକପ୍ରିୟ ଅଭିନେତ୍ରୀ ମାନେ ସନି ଦେଓଲଙ୍କ ସହ କାମ କରିବା ପାଇଁ ଚାହୁଁ ଥିଲେ ହେଲେ କିଛି ଏପରି ମଧ୍ୟ ଅଭିନେତ୍ରୀ ଥିଲେ ଯେଉଁ ମାନେ ସନିଙ୍କୁ ଭୟ କରୁଥିଲେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ଏପରି ଦୁଇ ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅସଲ ଜୀବନରେ ସନିଙ୍କୁ ବହୁତ ଭୟ କରନ୍ତି । ଏହା ବିଷୟରେ ସନି ନିଜେ ଏକ ଇଣ୍ଟର୍ବ୍ୟୁରେ ଖୁଲାସା କରିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୀଦେବୀ । ଶ୍ରୀଦେବୀ ଗୋଟେ ସମୟରେ ସମସ୍ତଙ୍କୁ ନିଜ ସୁନ୍ଦରତା ଜାଦୁ ଦେଖାଇ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଆପଣ ମାନେ ସମସ୍ତେ ଶ୍ରୀଦେବୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଶ୍ରୀଦେବୀ ଆଜି ଆମ ମାନଙ୍କ ମଧ୍ୟରେ ନାହାନ୍ତି ହେଲେ ସେ ଅସଲ ଜୀବନରେ ସନି ଦେଓଲଙ୍କୁ ଭୟ କରୁଥିଲେ ।

ବଲିଉଡ ଫିଲ୍ମ ‘ଘାୟଲ’ ପ୍ରଥମେ ଶ୍ରୀଦେବୀଙ୍କୁ ଅଫର ହୋଇଥିଲା ଏମିତିକି ସନି ନିଜେ ଏହି ଫିଲ୍ମରେ କାମ କରିବା ପାଇଁ ଶ୍ରୀଦେବୀଙ୍କ ସହ ସମ୍ପର୍କ କରିଥିଲେ ହେଲେ ଶ୍ରୀଦେବୀ ଏହି ଫିଲ୍ମ କରିବାକୁ ମନା କରି ଥିଲେ । ଏହା ପୂର୍ବରୁ ସନି ଓ ଶ୍ରୀଦେବୀ ଅନେକ ଫିଲ୍ମରେ କାମ କରିଥିଲେ ହେଲେ ସେହି ଫିଲ୍ମରେ ଶ୍ରୀଦେବୀ ସନିଙ୍କୁ ଭୟ କରି ଫିଲ୍ମରେ କମ କରି ନଥିଲେ ।

ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ । ସନି ଗୋଟେ ସମୟରେ ଐଶ୍ଵର୍ଯ୍ୟଙ୍କୁ ତାଙ୍କ ଫିଲ୍ମରେ କାମ କରିବା ପାଇଁ ସମ୍ପର୍କ କରିଥିଲେ ହେଲେ ସନିଙ୍କ ଷ୍ଟାରଡମ ଦେଖି ଐଶ୍ଵର୍ଯ୍ୟ ତାଙ୍କ ସହ କାମ କରିବା ପାଇଁ ମନା କରି ଦେଇଥିଲେ । ଅସଲ ଜୀବନରେ ଐଶ୍ଵର୍ଯ୍ୟ ସନିଙ୍କୁ ବହୁତ ଭୟ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ସନି ଦେଓଲ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *