ଆକାଶ ମାର୍ଗରୁ ଦେଖନ୍ତୁ ଆନ୍ଧ୍ରରେ ଜଳ ତାଣ୍ଡବର Exclusive ଭିଜୁଆଲ, କିପରି ଥିଲା ପ୍ରକୃତିର କରାଳ ରୂପ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଆନ୍ଧ୍ର ପ୍ରଦେଶରେ ପ୍ରକୃତିର କ-ରା-ଳ ରୂପ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷାରେ ଆନ୍ଧ୍ର ପ୍ରଦେଶର ଦିବ୍ୟ ମନ୍ଦିର ତିରୁପତିରେ ପ୍ରକୃତିର ଭ-ୟ-ଙ୍କର ରୂପ ଦେଖିବାକୁ ମିଳିଛି । ବଙ୍ଗପ ସାଗରରେ ଅବପାତ ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବା ପରେ ଚିତୋର ଜିଲ୍ଲାରେ ବର୍ଷାର କ-ରା-ଳ ରୂପ ଦେଖିବାକୁ ମିଳିଥିଲା । ପାହାଡ ଉପରୁ ତୀବ୍ର ବେଗରେ ପାଣି ଆସି ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରିଥିଲା ।

ପ୍ରବଳ ବର୍ଷା ଯୋଗୁ ତିରୁପତି ଯାଇଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ବିଭିନ୍ନ ସ୍ଥାନରେ ଫ-ସି ରହିଥିଲେ । ପାହାଡ ଉପରୁ ଖସୁ ଥିବା ପାଣିର ବେଗ ଏତେ ତୀବ୍ର ଥିଲା ଯେ ରାସ୍ତା କଡରେ ଥିବା ଗାଡି ଗୁଡିକ ପାଣିରେ ଭା-ସି ଯାଇଥିଲା । ରାସ୍ତାରେ ୩ ଫୁଟ ଉପରେ ପାଣି ଭରି ଯାଇଥିଲା । ରାସ୍ତାର ତିନି ଫୁଟ ଉପରୁ ପାଣି ପ୍ରଭାବିତ ହେବାରୁ ଗମନା ଗମନ ବନ୍ଦ ହୋଇ ଯାଇଥିଲା ।

ଚିତୋର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମସ୍ତ ସ୍ଥାନରେ ଚେତାବନୀ ଦିଆ ଯାଇଥିବା ବେଳେ ସମସ୍ତ ନଦୀରେ ବନ୍ୟା ଭଳି ପରିସ୍ଥିତି ହୋଇଛି । ବଙ୍ଗପ ସାଗରର ଅବପାତ ଉତ୍ତର ତାମିଲ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପରେ ଥିବା କ୍ରମଶ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।  ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ଆନ୍ଧ୍ର ପ୍ରଦେଶ ଜଳ ତା-ଣ୍ଡ-ବ-ର କିଛି ଭ-ୟ-ଙ୍କ-ର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ମନ୍ତ୍ରୀ Y.S. Jagan Moahn Reddy ହେଲି କପ୍ଟରରେ ଯାତ୍ରା କରୁଥିବାର ନଜର ଆସୁଛନ୍ତି ।

ମୁଖ୍ୟମନ୍ତ୍ରୀ ହେଲି କପ୍ଟରରେ ଯାତ୍ରା କରି ଆନ୍ଧ୍ର ପ୍ରଦେଶର ବନ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି। ବନ୍ଧୁଗଣ ଭିଡିଓରେ ସ୍ପର୍ଷ୍ଟ ଜଣା ପଡୁଛି ଯେ, ଏହି ଅବପାତର ବିଶେଷ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ପଡିଛି ଯାହା ଫଳରେ ରାସ୍ତା ଘାଟ ପାଣିରେ ବୁ-ଡି-ବା ସହ କେତେକ ଘର ମଧ୍ୟ ପାଣିରେ ଅଧା ବୁ-ଡି ଯାଇଛି । ତା ହେଲେ ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *