Sonepur Hospital ରୁ ନବଜାତ ଶିଶୁ ଚୋରୀ, ବାହୁନି କାନ୍ଦୁଛି ମା’, ଦେଖନ୍ତୁ ସେ କଣ କହୁଛନ୍ତି…ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାଟି ବହୁତ ଚର୍ଚାରେ ଅଛି ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆପଣଙ୍କ ହୋ-ସ ଉ-ଡି-ଯିବ ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଏହି ଦୁନିଆରେ ଥିବା ପ୍ରତ୍ୟକ ନାରୀଙ୍କ ପାଇଁ ମା ହେବା ସବୁଠାରୁ ବଡ ଶୋଭାଗ୍ୟ ହୋଇଥାଏ । ବିବାହ ପରେ ଗୋଟେ ଛୁଆକୁ ଜନ୍ମ ଦେବା ସମସ୍ତ ନାରୀଙ୍କ ପାଇଁ ଖୁସିର କଥା ।

ହେଲେ ଥରେ ଭାବନ୍ତୁ ଯଦି ଗୋଟେ ନାରୀ ନିଜ ଗର୍ଭରେ ତା ଛୁଆକୁ ୯ ମାସ ରଖିଥିବ ଓ ଛୁଆ ଜନ୍ମ କରିବା ମାତ୍ରେ ତାର ଛୁଆ ଚୋ-ରୀ ହୋଇଯିବ ତା ହେଲେ ସେହି ନାରୀ ମନରେ କଣ ବିତିବ । ବନ୍ଧୁଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଏହି ଘଟଣାଟି ଘଟିଛି ସୋନପୁରର ଏକ ସରକାରୀ ହସ୍ପିଟାଲରେ ।

ଗତ କାଲି ୯ଟା ୧୫ରେ ଜଣେ ମହିଳା ଛୁଆ ଜନ୍ମ କରିଥିଲା ଓ ଆଜି ସକାଳ ୮ଟା ୩୦ରେ କେହି ଜଣେ ଛୁଆକୁ ଚୋ-ରୀ କରି ନେଇଗଲା । ବନ୍ଧୁଗଣ ଛୁଆ ପାଖରେ କେହି ନଥିବାରୁ କେହି ଜଣେ ମଉକା ଦେଖି ଛୁଆ ନେଇ ଚାଲିଗଲା । ପରିବାର ଲୋକଙ୍କ ମତରେ ଜଣେ ମହିଳା ତାଙ୍କ ଛୁଆକୁ ଚୋ-ରୀ କରି ନେଇଯାଇଛି । ଏଣିକି ବର୍ତ୍ତମାନ ପରିବାର ଲୋକ ସୋନପୁର ପୋଲିସ ଷ୍ଟେ-ସ-ନରେ ମା-ମ-ଲା ରୁ-ଜୁ କରିଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ।  ପରିବାର ଲୋକଙ୍କ ଉପରେ ବର୍ତ୍ତମାନ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ଭା-ଇ-ରା-ଲ ହେଉଥିବା ଭିଡିଓରେ ଆପଣ ମାନେ ପରିବାର ଲୋକଙ୍କ ଅବସ୍ତା ଦେଖି ପାରୁ ଥିବେ । ଏହି ଘ-ଟ-ଣା ଉପରେ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *