ଗୋଟିଏ ହିଁ ମାସରେ ୨ କିଲୋ ଚର୍ବି କମ କରି ପାରିବେ ଅଜୱାଇନ, ଏମିତି ଖାଇବେ ତ ଜଲ୍ଦି ଦେଖିପାରିବେ ପ୍ରଭାବ

ମୋଟାପା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇ ଯାଇଛି । ପାଖାପାଖି ସବୁ ବ୍ୟକ୍ତି କେବେ ନା କେବେ ମୋଟାପାର ଶିକାର ହୋଇଥାନ୍ତି । ଏହା ପରେ ଶରୀରରେ ଥିବା ଅତିରିକ୍ତ ଫ୍ୟାଟକୁ କମ କରିବା ପାଇଁ କିଛି ଲୋକମାନେ ଜିମ ଯାଇଥାନ୍ତି ତ କିଛି ଲୋକମାନେ ଡାଇଟିଂଗ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି କିଛି ଘରେଲୁ ଉପାୟ ଦ୍ଵାରା ଆପଣ ନିଜର ମୋଟାପାକୁ କମ କରି ପାରିବେ ।

କହିବାକୁ ଗଲେ ଆଜ୍ଵାଇନ ମୋଟାପାକୁ କମ କରିବାର ଏକ ଘରେଲୁ ଉପାୟ ଅଟେ । ଏହା ପାଖପାଖି ସମସ୍ତଙ୍କ ରୋଷେଇ ଘରେ ମିଳିଥାଏ ଓ ଏହା ଔଷଧୀୟ ଗୁଣ ଦ୍ଵାରା ବି ଭରପୁର ଅଟେ । କହିବାକୁ ଗଲେ ଏହା ପେଟ ସଫା ସହିତ ଶରୀରର କଷ୍ଟ ବି ଦୂର କରିଥାଏ । ଏହା ଛଡା ଆପଣଙ୍କ ଓଜନକୁ ବି କମ କରିଥାଏ ।

ଆୟୁର୍ବେଦିକ ଔଷଧୀ ଅଟେ ଆଜ୍ଵାଇନ

ପ୍ରାଚୀନ ସମୟରୁ ହିଁ ପେଟ ଓ ପାଚନ ସମ୍ବନ୍ଧିତ ସମସ୍ୟାର ଚିକିତ୍ସା ପାଇଁ ଆଜ୍ଵାଇନର ଉପଯୋଗ କରାଯାଉଥିଲା । ଆଜ୍ଵାଇନ ସ୍ଵାଦରେ କଡା ହୋଇଥାଏ । କିନ୍ତୁ ଏହା ବହୁତ ଔଷଧୀୟ ଗୁଣ ଦ୍ଵାରା ବି ଭରପୁର ହୋଇଥାଏ । ଏହା ନା କେବଳ ଶରୀରର କେତେକ ରୋଗ ଦୂର କରି ଥାଏ ଏହା ଛଡା ଶରୀରର ଓଜନକୁ ବି କମ କରିବାରେ ସାହାର୍ଯ୍ୟ କରିଥାଏ । ଆଜ୍ଵାଇନ ମଞ୍ଜିରେ ଥାଇମୋଲ ଥାଏ ଯାହା ପାଚନ ତନ୍ତ୍ରକୁ ମଝବୁତ କରିଥାଏ ଓ ପେଟରେ ଗ୍ୟାସ୍ଟ୍ରିକ ଜୁସକୁ ରିଲୀଜ କରିଥାଏ । ନିୟମିତ ରୂପରେ ଆଜ୍ଵାଇନର ସେବନ ଦ୍ଵାରା କମ ସମୟରେ ମୋଟାପା ଦୂର ହୋଇଯାଏ ।

ଆଜ୍ଵାଇନ ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ

ଆଜ୍ଵାଇନ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଓ ମେଟାବୋଲିକ ସିସ୍ଟମକୁ ଭଲ କରିଥାଏ । ଯାହା ଦ୍ଵାରା ଭୋଜନ ସହଜରେ ହଜମ ହୋଇଯାଏ । ଏହା ଛଡା ଆଜ୍ଵାଇନ ଶରୀରକୁ ପୋଷକ ତତ୍ଵ ଅବଶୋଷଣ କରିବାରେ ବି ସାହାର୍ଯ୍ୟ କରିଥାଏ । ଏତିକି ନୁହେଁ ଏହା ଶରୀରରେ ଫ୍ୟାଟ ବି ଜମା ହେବାକୁ ଦେଇ ନ ଥାଏ ଓ ଅତିରିକ୍ତ କ୍ୟାଲୋରିକୁ ନଷ୍ଟ କରିଥାଏ ଯେଉଁ କାରଣରୁ ମୋଟାପା କମ ହୋଇଥାଏ । ଆଜ୍ଵାଇନରେ ଭିଟାମିନ ଓ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ ଯାହା ୱାର୍କଆଉଟ ସମୟରେ ହାଡ ଗୁଡିକୁ ଶକ୍ତିଶାଳୀ କରିଥାଏ ।

ଆଜ୍ଵାଇନର ସେବନ କେମିତି କରିବେ

ଓଜନ କମ କରିବା ପାଇଁ ସବୁଦିନ ଖାଲି ପେଟରେ ଗୋଟିଏ ଗ୍ଳାସ ଅଳ୍ପ ଗରମ ପାଣି ସହିତ ଆଜ୍ଵାଇନର ସେବନ କରନ୍ତୁ । ଏହା ଛଡା ଭୋଜନରେ ବି ଆପଣ ଆଜ୍ଵାଇନର ଉପଯୋଗ କରି ପାରିବେ । ଏହା ଛଡା ଯଦି ଆପଣ ଅତି କମ ସମୟରେ ଓଜନକୁ କମ କରିବା ପାଇଁ ଚାହୁଁଛନ୍ତି ତେବେ ୨୫ ଗ୍ରାମ ଆଜ୍ଵାଇନକୁ ଏକ ଗ୍ଳାସ ପାଣିରେ ପୁରା ରାତିସାରା ରଖି ଦିଅନ୍ତୁ ଓ ସକାଳେ ଖାଲି ପେଟରେ ଆଜ୍ଵାଇନ ବାଲା ପାଣିକୁ ପିଇ ନିଅନ୍ତୁ । ସବୁଦିନ ଆଜ୍ଵାଇନର ପାଣି ପିଇବା ଦ୍ଵାରା ୧୫ ରୁ ୨୦ ଦିନ ମଧ୍ୟରେ ଆପଣଙ୍କୁ ଫରକ ନଜର ଆସିବ ।

ସାବଧାନ

ଆଜ୍ଵାଇନକୁ ଔଷଧ ରୂପରେ ପ୍ରୟୋଗ କରାଯାଇଥାଏ । ସେଥିପାଇଁ ସବୁବେଳେ ସମିତି ମାତ୍ରାରେ ହିଁ ଆଜ୍ଵାଇନର ସେବନ କରିବା ଉଚିତ । ଅଧିକ ମାତ୍ରାରେ ଅଜୱାଇନର ସେବନ କରିବା ଦ୍ଵାରା ପେଟରେ ଯନ୍ତ୍ରଣା ଓ ଗର୍ଭପାତ ବି ହୋଇପାରେ । ଏହି ସ୍ୱାସ୍ଥ୍ୟ ଟିପ୍ସ ଓଜନ କମ କରିବାରେ ଆପଣଙ୍କୁ ବହୁତ ସାହାଯ୍ୟ କରିବେ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *