ରାଶିଫଳ 16 ମାର୍ଚ୍ଚ 2020, ମହାଦେବଙ୍କ କୃପାରୁ ଆଜି ଏହି ୪ରାଶିର ହେବ କଲ୍ଯାଣ, ଅଧୁରା କାମ ହେବ ପୁରା

ରାଶିଫଳ ଆମ ମାନଙ୍କ ଜୀବନରେ ବହୁତ ଗୁରୁତ୍ଵ ଦିଆଯାଇ ଥାଏ । ଜନ୍ମ ହେବାର ବାର, ଦିନ ଏବଂ ସମୟକୁ ଆଧାର କରି ବ୍ୟକ୍ତିର ରାଶି ନିର୍ଦ୍ଧାରିତ କରାଯାଏ । ରାଶି ସାହାଯ୍ୟରେ ମଣିଷର ସ୍ଵଭାବ ଏବଂ ଚରିତ୍ର ଜଣାଯାଇ ଥାଏ । ରାଶି ସାହାଯ୍ୟରେ ଭବିଷ୍ୟତ ବିଷୟରେ ମଧ୍ୟ ଜାଣି ହୋଇଥାଏ । ଆଜି ସୋମବାର 16 ମାର୍ଚ୍ଚ ଆପଣଙ୍କ ପାଇଁ କେମିତି କଟିବ, ଆସନ୍ତୁ ଜାଣିବା ରାଶିଫଳ ସାହାଯ୍ୟରେ ।

ମେଷ

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିବ । ବାପା ମାଆ ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲାଭଦାୟକ ରହିବ । ଆପଣ ଟିକେ ଚିନ୍ତିତ ହୋଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ବିବାଦ ହୋଇପାରେ । ବ୍ୟବସାୟରେ ସଫଳତା ମିଳିବ ଏବଂ ଫାଇଦା ହେବ । ଆପଣଙ୍କର ସବୁ କଷ୍ଟ ଦୂର ହେବ । ଶିକ୍ଷା ଏବଂ ପ୍ରତିଯୋଗୀତା କ୍ଷେତ୍ରରେ ବଡ ସଫଳତା ମିଳିବ । ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଦିନ ଶୁଭ ଅଛି ।

ବୃଷ

ଆଜି ଶୁଭ ସମାଚାର ଶୁଣିବା ପରେ ମନ ପ୍ରସନ୍ନ ରହିବ । ଧନର ଆଗମନ ହେବ । ଚାକିରିରେ ପ୍ରମୋଶନ ହେବ । ବ୍ୟବସାୟରେ ପ୍ରଗତି ହେବ । ଆଜି ଅବହେଳା କାରଣରୁ କିଛି ଭଲ ମୌକା ବି ହାତରୁ ଚାଲିଯାଇ ପାରେ । ଆପଣଙ୍କୁ ଭବିଷ୍ୟତ ପାଇଁ ପଇସା ଜମା କରିବା ଦରକାର, ନହେଲେ ଆଗକୁ ଆପଣ ଅସୁବିଧାରେ ପଡି ପାରନ୍ତି । ଆଜି ପ୍ରେମ ପ୍ରସଙ୍ଗରେ ନିଜକୁ ଫସିବା ଅନୁଭବ କରିବେ । ଛାତ୍ର ମାନଙ୍କ ପାଇଁ ଦିନତି ଭଲ ରହିବ, ତାଙ୍କ ପାଠ ପଢାରେ ଆସୁଥିବା ସବୁ ବାଧା ଦୂର ହୋଇଯିବ ।

ମିଥୁନ

ଭାଇ ବନ୍ଧୁଙ୍କ ସବନ୍ଧରେ ମିଠା ରଖନ୍ତୁ ଏବଂ ଆବଶ୍ୟକ ପଡିଲେ କିଛି କାମରେ ତାଙ୍କୁ ଆଗରେ ରଖନ୍ତୁ । ଆଜି ନକରାତ୍ମକ ବିଚାରକୁ ମନରେ ଆଣନ୍ତୁ ନାହିଁ । ନିଜ ହୃଦୟର କଥା ଶୁଣନ୍ତୁ । ଅଟକି ଥିବା କାମରେ ପ୍ରଗତି ହେବ, ଆପଣଙ୍କର ସକ୍ରିୟତା ମହତ୍ଵପୂର୍ଣ ରହିବ । ଆଜି କରାଯାଇ ଥିବା ବହୁତ କାମ ଆପଣଙ୍କ ପାଇଁ ଆଗକୁ ଯାଇ ଫାଇଦା ବୋଲି ପ୍ରମାଣିତ ହେବ ।

କର୍କଟ

ଆଜି ଆପଣଙ୍କର ପରିଶ୍ରମ ଏବଂ କାର୍ଯ୍ୟଶୈଳୀ ଚାକିରିରେ ସଫଳତା ପ୍ରଦାନ କରିବ । ଆପଣ ନିଜ ସ୍ଵଭାବରେ ଅଧିକ କାମ ପୁରା କରି ପାରନ୍ତି । କିନ୍ତୁ ଆପଣଙ୍କୁ ଗାଡି ଚଳାଇବା ସମୟରେ ସାବଧାନ ରହିବାକୁ ପଡିବ । ଆପଣଙ୍କର ବ୍ୟବସାୟ ଭଲ ଚାଲିବ ଏବଂ ଆଜି ଆପଣ ଗୋଟିଏ କାମ ନିହାତି କରନ୍ତୁ ଆଜିର ଆମଦାନୀରେ କିଛି ପଇସା ଭବିଷ୍ୟତ ପାଇଁ ନିହାତି ବଞ୍ଚାଇ ରଖନ୍ତୁ । ଯଦି ଆପଣ ଚାକିରି ଖୋଜୁଛନ୍ତି ତାହେଲେ ଜଲ୍ଦି ହିଁ ଆପଣଙ୍କୁ କିଛି ଭଲ ଚାକିରି ମିଳିପାରେ ।

ସିଂହ

ଆଜି ଧନର ଆଗମନ ହେବ କିନ୍ତୁ ବ୍ୟୟ ବି ସେହି ଅନୁପାତରେ ହେବ । ଭଲ ଦିନ ଅଟେ ଯେତବେଳେ ଆପଣ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣିବେ । କେହି ଆପଣଙ୍କୁ ଭଡକାଇବା ପାଇଁ ଚେଷ୍ଟା ମଧ୍ୟ କରିପାରନ୍ତି । କାର୍ଯ୍ୟ ସଫଳତା, ଆର୍ଥିକ ଲାଭ ଏବନହ ଭାଗ୍ୟ ବୃଦ୍ଧିର ବି ଯୋଗ ରହିଛି । କାର୍ଯ୍ୟ ପ୍ରତି ଯଶ ଏବଂ ଉତ୍ସାହରେ ବୃଦ୍ଧି ହେବ । ମାନସିକ ଅସ୍ଥିରତା ଠାରୁ ଦୂରେଇ ରୁହନ୍ତୁ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହେବ ।

କନ୍ୟା

ବ୍ୟବସାୟରେ ଲାଭ ହେବ ଏବଂ ଚାକିରିରେ ଉର୍ଣ୍ଣାତି ବି ସଂଭବ ଅଟେ । ଏହି ଦିନ ଆପଣଙ୍କ ବ୍ୟବସାୟକୁ ଭବିଷ୍ୟତରେ ଆହୁରି ଆଗକୁ ଯିବା ପାଇଁ ପରିଶ୍ରମ କରିବାର ଅଟେ । ଆର୍ଥିକ ଆୟୋଜନରେ ଅବରୋଧ ଦୂର ହେବ । ଚାକିରି ଏବଂ ବ୍ୟବସାୟରେ ସହଯୋଗୀ ଙ୍କର ପୂର୍ଣ ସହଯୋଗ ମିଳିବ । ପରିବାରରେ ଆନନ୍ଦର ବାତାବରଣ ରହିବ । ବୃଦ୍ଧା ବ୍ୟକ୍ତିଙ୍କୁ ଅଣଦେଖା କରିବା ଠିକ ନୁହେଁ ।

ତୁଳା

ଆଜି ଆପଣଙ୍କୁ ସାଙ୍ଗଙ୍କ ଠାରୁ ଲାଭ ମିଳିବ । ବୈବାହିକ ଜୀବନ ମଧୁର ରହିବ । ପ୍ରେମରେ ବିବାହ ହେତୁ ସଫଳତା ମିଳିବ । ଆଜିର ଦିନରେ କଠିନ ପରିଶ୍ରମ ଲାଭପ୍ରଦ ହେବ । ଘର ପରିବାରର ସମସ୍ୟା ପ୍ରଥମରୁ କମ ହେବ । ବ୍ୟବାସାୟରେ ନୂଆ ଯୋଜନା ହୋଇପାରେ । କୌଣସି ସମ୍ପର୍କରେ ଆଗକୁ ବଢିବା ପୂର୍ବରୁ ଆପଣଙ୍କୁ ବହୁତ ଭାବିବା ଦରକାର । ଲେନ ଡେନ ରେ ସାବଧାନ ରୁହନ୍ତୁ । କାହା ସହିତ ରାଗି କଥା ହୁଅନ୍ତୁ ନାହିଁ । ଆଜି ଜୀବନସାଥିଙ୍କ ସହିତ ସମୟ କାଟିବେ ଯାହା ଆନନ୍ଦଦାୟକ ରହିବ ।

ବିଛା

ଆଜି ଆପଣଙ୍କର ଭଲ ବ୍ଯ୍ବହାର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବ । ଲଭ ଲାଇଫରେ ବିବାହର ରାସ୍ତାରେ ଆସୁଥିବା ବାଧା ଶେଷ ହେବାର ଦେଖା ଯିବ । କିଛି ନ ବୁଝି ବିଚାରୀ ହଠାତ କରିଥିବା କଥା ପାଇଁ ଆପଣ କଷ୍ଟ ଆଲୋଚନାର ଶିକାର ହେବେ । ଆଗକୁ ବଢିବା ପାଇଁ ଆପଣଙ୍କୁ ନିଜ ଜୀବନରେ କିଛି ବଦଳାଇବାକୁ ପଡିପାରେ । ସ୍ଵାସ୍ଥ ଆଗ ଅପେକ୍ଷା ଉର୍ଣ୍ଣତ ରହିବ ଏବଂ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ ।

ଧନୁ

ଆଜି ମାନସିକ ଶାନ୍ତି ରଖିବା ପାଇଁ ଶାନ୍ତିରେ ଯୋଗ ବା ପ୍ରାଣାୟମ କରିବା ଆପଣଙ୍କ ପାଇଁ ଅଧିକ ଉପଯୋଗୀ ହେବ । କଥା ଉପରେ କାବୁ ରଖନ୍ତୁ । ଯାହାକୁ ଚାହୁଁଛନ୍ତି ତାଙ୍କ ସହିତ ସମୟ କାଟିବାକୁ ଅବସର ମିଳିବ । ଆଜି ଆପଣଙ୍କର ଅଧା ଥିବା ଇଛା ପୂରଣ ହେବ ଏବଂ ଆପଣ ଆପଣଙ୍କର ବ୍ୟବହାରରେ ଅନ୍ୟ ଲୋକଙ୍କୁ ନିଜ ଆଡକୁ ଜଲ୍ଦି ଆକର୍ଷିତ କରିବାରେ ସଫଳ ହେବେ । କୌଣସି ଛୋଟ ମୋଟ କଥାକୁ ନେଇ ବି ଆପଣଙ୍କ ସାଥିଙ୍କ ସହିତ ଝଗଡା ହୋଇପାରେ ।

ମକର

ଆଜି ଧାର୍ମିକ ଏବଂ ଆଧାତ୍ମିକ ଉତ୍କୁର୍ଷର ପ୍ରାପ୍ତି ହେବ । ଆଜି ପାରିବାରିକ କାମରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କର ରୋଜଗାର ସାମାନ୍ୟ ରହିବ । କିଛି ଚାହୁଁ ନଥିବା ଲୋକଙ୍କ ସହିତ ଭେଟ ହେଇପାରେ । ଆଜି ବିଦ୍ୟାର୍ଥୀ ମାନଙ୍କୁ ପ୍ରବେଶ ବା ଛାତ୍ରବୃତି ସବନ୍ଧ ଭଲ ଖବର ବେଦଶରୁ ମିଳିପାରେ । ନୂଆ ଯୋଜନାରେ ଲଗାଇବା ପାଇଁ ଧନ ଅର୍ଜିତ କରିପାରନ୍ତି ।

କୁମ୍ଭ

ଆଜି ଶାରୀରିକ ସୁସ୍ଥ ରହିବା କାରଣରୁ ଉତ୍ସାହ ଏବଂ ଫୁର୍ତିର ସହିତ କାମ କରିବେ । ଆପଣଙ୍କୁ ବ୍ୟବାସାୟରେ ଲାଭ ହେବ । ଆପଣଙ୍କ ବ୍ୟବସାୟ ବିଦେଶ ପର୍ଯ୍ଯନ୍ତ ବି ବଢି ପାରେ । ଆଜି ଆପଣଙ୍କୁ ଆପଣଙ୍କର ସତ ଭଲପାଇବା ମିଳିବାର ପୁରା ସଂଭାବନା ଅଛି । ମେହନତ ଏବଂ ପରିଶ୍ରମର ଫଳ ଆଜି ଆପଣଙ୍କଉ ମିଳିବ । ଆପଣଙ୍କ ବେପାର ଦ୍ରୁତ ଭାବେ ଉର୍ଣ୍ଣତି କରିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ଅଯୋଥା କ୍ଷତି ଉଠାଇବାକୁ ପଡିପାରେ ।

ମୀନ

ଆଜି ହାତକୁ ନେଇଥିବା କାମର ସଫଳତା ହେତୁ ଲଗାତାର ଗୋଟିଏ ଦିଗରେ ପରିଶ୍ରମ କରନ୍ତୁ । ଆଜି ଯେଉଁ କ୍ଷେତ୍ରରେ ଚେଷ୍ଟା କରିବେ ସେଥିରୁ ପୂର୍ଣ ସଫଳତା ମିଳିପାରେ । ହଠାତ ଧନ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କ ପରିବାରରେ ଖୁଶିର ବାତାବରଣ ରହିବ । ଆଜି ଆପଣଙ୍କ ବିଚାରର ବିରୋଧ ହୋଇପାରେ । ଆଜି ଆପଣଙ୍କୁ ମହତ୍ବପୂର୍ଣ ଘଟଣା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ସବୁଦିନ ନିଜ ରାଶି ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *