‘ଆଜିର ମର୍ଡନ ଝିଅମାନେ ଭାବୁଛନ୍ତି ପୁଅମାନେ ଯଦି ଦୁଷ୍କର୍ମ କରି ପାରୁଛନ୍ତି ..ଆମେ ବି କରିବା, ଆମେ ସେମାନଙ୍କଙ୍କ ପରି…’ : ଲିଜା

ବନ୍ଧୁଗଣ, ସୂଚନା ଅନୁଯାୟୀ ଲିଜା କହିଛନ୍ତି ଯେ ଏହା ଅତ୍ୟନ୍ତ ଲଜ୍ୟା ଜନକ ବିଷୟ ଅଟେ ଯେ ଝିଅମାନେ ସେହି ବ୍ୟକ୍ତି ଯିଏ ଲେବର କାମ କରୁଥିଲେ ଏକ କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କୁ ସେହି ୪ ଜଣ ଝିଅ କାର କୁ ଡ଼ାକିଥିଲେ ଏବଂ ତାଙ୍କୁ ଗୋଟିଏ ଚିଟ ଦେଖାଇଥିଲେ ଆଡ୍ରେସ ପଚାରିବା ନିମନ୍ତେ । ସେହି ସମୟରେ ବ୍ୟକ୍ତି ଙ୍କ ଆଖିରେ ସ୍ପ୍ରେ କରିଦେଲେ ଏବଂ ତାଙ୍କୁ ଗାଡି ଭିତରେ ବସାଇ ଝିଅମାନେ ନିଜେ ଡ-ର-ଗ୍ସ ନେବା ସହିତ ବ୍ୟକ୍ତି ଙ୍କୁ ମଧ୍ୟ ଡ-ର-ଗ୍ସ ଦେଇଥିଲେ ।

ସେହି ସମୟରେ ବ୍ୟକ୍ତି ଜଣଙ୍କୁ ସେ-କସ-ସୁଆଲ ଆବୟୁସ କରିଛନ୍ତି । ଏହା ପରେ ସେହି ବ୍ୟକ୍ତି ଙ୍କୁ ଯାଇ ଏକ ନିଛାଟିଆ ଜାଗାରେ ଛାଡି ଆସିଥିଲେ । ମାତ୍ର ସେ ଲଜ୍ୟା କାରଣରୁ ବ୍ୟକ୍ତି ଜଣକ ପୋଲିସ ପାଖକୁ ଯାଇନଥିଲେ ଅଭିଯୋଗ ନିମନ୍ତେ । କିନ୍ତୁ ପଞ୍ଜାବ ପୋଲିସ ଏହାକୁ ନେଇ ନିଜ ତରଫରୁ ତଦନ୍ତ କରି ଯାହା ଜାଣିବାକୁ ପାଇଲେ ଯେ ୪ ଜଣ ଝିଅ ଶିକ୍ଷିତ ତଥା ଇଂରାଜୀ ରେ କଥା ମଧ୍ୟ ହେଉଥିଲେ ।

ତେବେ ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ଲଜ୍ୟାର ବିଷୟ ଅଟେ । ଏହା କେବଳ ଭାରତରେ ପ୍ରଥମ ଥର ପାଇଁ ହୋଇନାହିଁ ବରଂ ବିଦେଶ ରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା । ୨୦୧୭ ଆଫ୍ରିକାରେ ଏହିଭଳି ସମାନ କାଣ୍ଡ ଝିଅମାନେ ଭିଆଇଥିଲେ । ଶୋଷାଇଟିର ଗୋଟିଏ କଥା ହେଉଛି ଯେ ଆଇପିଏସି ଧାରା ସେକ୍ସନ ୩୭୫ କୁ ଆମେ ଦେଖିବା ତେବେ କେବଳ ଗୋଟିଏ ପୁରୁଷକୁ ହିଁ ର-ଏପର ଦୋଷୀ କରାଯାଇ ପାରିବ ।

ସମାଜରେ ଏଭଳି ହେଉଛି ଯେ ଯେଉଁଠାରେ ନାରୀ ମାନଙ୍କୁ ର-ଏପ କରାଯାଉଛି ସେଠାରେ ପୁରୁଷ ମାନଙ୍କୁ ମଧ୍ୟ ର-ଏପ କରାଯାଉଛି କିନ୍ତୁ ପୁରୁଷ ମାନେ ନିଜ ସ୍ଵରକୁ ଉତ୍ତୋଳନ କରିପାରୁ ନାହାଁନ୍ତି । ଏହି ସମୟରେ ଯେଉଁଟା ସତ ତଥା ଯେଉଁଟା ନ୍ୟାୟ ତାକୁ ହିଁ ସାଥ ଦେବା ନିଶ୍ଚିତ ଆବଶ୍ୟକ । ଆଇନ ଅନୁଯାୟୀ ଯାହା ପଦକ୍ଷପ ରହିଛି ତାହା ନିଶ୍ଚିତ ପ୍ରଶାସନ ଙ୍କୁ ନେବା ଆବଶ୍ୟକ ।

ପୁରୁଷ ମାନଙ୍କୁ ଯେଉଁଭଳି କଠୋରରୁ କଠୋର ଦଣ୍ଡ ଦିଆଯାଉଛି ସେହିଭଳି ଝିଅ ମାନଙ୍କୁ ମଧ୍ୟ ଦଣ୍ଡ ଦେବା ଏକାନ୍ତ ଆବଶ୍ୟକ । ଖବର ଅନୁଯାୟୀ ବହୁତ କମ ବୟସ ର ଝିଅମାନେ ନିଶା ସେବନ କରି ଏହିଭଳି କାଣ୍ଡ ରଚାଇଛନ୍ତି ଯାହା ନାରୀଜାତି ନିମନ୍ତେ କଳଙ୍କର ବିଷୟ ପାଲଟିଛି । ବନ୍ଧୁଗଣ ଲିଜା ଙ୍କର ଏହି ମନ୍ତବ୍ୟ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *