ଦୁର୍ଘଟଣାର 3 ଦିନ ପରେ ସାମ୍ନାକୁ ଆସିଲେ Rani Panda, କାନ୍ଦି କାନ୍ଦି କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁର୍ଘଟଣା ଘଟିବାର ୩ ଦିନ ପରେ ସଫେଇ ଦେଲେ ରାଣୀ ପଣ୍ଡା । ରାଣୀ ପଣ୍ଡା ଙ୍କ କାର ଏବଂ ବାଇକ ଆରୋହୀ ଙ୍କ ମଧ୍ୟରେ ହୋଇଥିବା ଦୁର୍ଘଟଣା ରେ ରାଣୀ ଙ୍କର କିଛି ଭୁଲ ନଥିବା ସେ କହିଛନ୍ତି । ଏହା ସହିତ ଅନେକ କଥା ମିଥ୍ୟା ପ୍ରଚାର ହେଉଥିବା ସହିତ ଦୋଷ ନକରି ଦୋଷୀ ଥିବା କହିଛନ୍ତି ରାଣୀ ପଣ୍ଡା । ଏହା ସହିତ ସେ କହିଛନ୍ତି ସେ ଗରିବର ସାଥି ତଥା ଗୋଟିଏ ଗରିବ ଙ୍କୁ ସେ କେବେ ଜୀବନରୁ ମାରି ପାରିବେ ନାହିଁ ।

ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଦେଇଥିବା କଥା ମଧ୍ୟ କହିଛନ୍ତି ରାଣୀ । ମୃ-ତ ବ୍ୟକ୍ତି ଙ୍କ ପିଲାଙ୍କ ଭବିଷ୍ୟତ ଗଢିବା ସହିତ ଅନ୍ୟ ବିଭିନ୍ନ ପ୍ରକାର ସାହାର୍ଯ୍ୟ କରିବା କଥା ମଧ୍ୟ କହିଛନ୍ତି ରାଣୀପଣ୍ଡା । ଏ ନେଇ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲେଖି ପୋଷ୍ଟ କରାଯାଇଛି । ସକାଳୁ ସକାଳୁ ମଧ୍ୟ ରାଣୀ ପଣ୍ଡା ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ଇଂଷ୍ଟାଗ୍ରାମରେ ଲାଇଭ ଆସି ତାଙ୍କ ଦୁଃଖ ଜଣାଇଛନ୍ତି ।

ଘଟଣା ସମ୍ପର୍କରେ ସବୁକିଛି କଥା କହିଥିବା ବେଳେ ଦୁଇ ଦିନ ଧରି ମେଡିକାଲ ରେ ପଡିଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା । ଏହା ସହିତ ତାଙ୍କର କିଛି ଦୋଷ ନଥିବା ସମୟରେ ଓଡିଶା ବାସୀ ତାଙ୍କୁ ବିଭିନ୍ନ ପ୍ରକାରର ମିଥ୍ୟା ପ୍ରଚାର କରୁଥିବା ମଧ୍ୟ କହିଛନ୍ତି । ରାଣୀ ଙ୍କ ହାତ ଗୋଡ ଛାତିରେ ଆଘାତ ଲାଗିଥିବା କଥା ମଧ୍ୟ କହିଛନ୍ତି ରାଣୀ ପଣ୍ଡା ।

ରାନୀ କାନ୍ଦି କାନ୍ଦି ଭାଙ୍ଗିପଡିଥିବାର ନଜର ଆସିଥିଲେ । ସେ କହିଥିଲେ ଯେ ସେ ସବୁବେଳେ ସମସ୍ତଙ୍କର ମଙ୍ଗଳ କାମନା କରନ୍ତି କିନ୍ତୁ ତାଙ୍କ ସହିତ ଏଭଳି କାହିଁକି ହୋଇଥାଏ ତଥା ଭଗବାନ ଏଭଳି କାହିଁକି ତାଙ୍କର ପରୀକ୍ଷା ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡିଶାବାସୀ ନାନା ପ୍ରକାରର ମିଥ୍ୟା କଥା ରାଣୀ ଙ୍କ ନାମରେ କହିଛନ୍ତି ।

କିନ୍ତୁ ଯାହା ଦେଖାଯାଏ ତାହା ଆଦୌ ହୋଇନଥାଏ, ଭୁଲ ସମସ୍ତଙ୍କର ହୋଇଥାଏ ଏବଂ ଏହି ଭୁଲ ପାଇଁ ବର୍ତ୍ତମାନ ରାଣୀ ପଶ୍ଚାତାପ କରୁଛନ୍ତି । କାନ୍ଦି କାନ୍ଦି ସେ ନିଜ ମନର କଥା ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *