Babushan କହିଲେ ‘ରାଜ୍ୟପାଳଙ୍କୁ ମୋ ଫିଲ୍ମ ‘Daman’ ବହୁତ ଭଲ ଲାଗିଛି, ସେ ମତେ ଡାକି କି କହିଲେ କି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ବହୁ ଚର୍ଚିତ ଓଡିଆ ଫିଲ୍ମ ବର୍ତ୍ତମାନ ସମୟରେ ମାର୍କେଟରେ ଏବେ ଚହଳ ସୃଷ୍ଟି କରିଛି । ଯୁଆଡେ ଯାଅ ସବୁଆଡେ ଓଡିଆ ଚଳଚିତ୍ର ଦମନ ଫିଲ୍ମ ଉପରେ ହିଁ ଆଲୋଚନା କରାଯାଉଛି । ତେବେ ଦମନ ଫିଲ୍ମରେ ଓଡିଆ କଳାକାର ତଥା ସୁପରଷ୍ଟାର ବାବୁସାନ ନିଜର ଅଭିନୟର ଯାଦୁଗରୀରେ ସମସ୍ତଙ୍କ ମନକୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି । ତେବେ ଏହା ଏକ ଖବର ଶୁଣିବାକୁ ମିଳୁଛି ।

ଏହା କି ଯେ ଓଡିଆ ଚଳଚିତ୍ର ଦମନ ଫିଲ୍ମଟି ଆମ ଓଡିଶା  ରାଜ୍ୟର ମାନ୍ୟବର ରାଜ୍ୟପାଳଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି । ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କର ମନକୁ ଏହି ବହୁ ଚର୍ଚିତ ସତ୍ୟ ଘଟଣାକୁ ଆଧାରିତ ଓଡିଆ ଫିଲ୍ମ ଦମନ ଛୁଇଁପାରିଛି । ତେବେ ସୁପରଷ୍ଟାର ବାବୁସାନ ମଧ୍ୟ ମିଡିଆ ଆଗରେ ଦମନ ଫିଲ୍ମ ପାଇଁ ନିଜର ବିଶେଷ ପ୍ରତିକ୍ରିୟା ରଖିଛନ୍ତି । ଅଭିନେତା ବାବୁସାନଙ୍କର କହିବା ଅନୁଯାଇ ସେ ମାନ୍ୟବର ରାଜ୍ଯପାଳଙ୍କ ସହ କଥାବାର୍ତ୍ତା ହେଉଥିଲେ ।

ଯେ ଓଡିଶା ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ମଧ୍ୟ ଦମନ ଚଳଚିତ୍ରଟି ଭଲ ଲାଗିଛି । ତେବେ ବାବୁସାନଙ୍କ କହିବା ଅନୁଯାଇ ମାନ୍ୟବର ରାଜ୍ୟପାଳ କେଉଁଠି ଦମନ ସିନେମାଟି ଦେଖିଛନ୍ତି । ତାହା ତ ବାବୁସାନଙ୍କୁ ସଠିକ ଭାବରେ ଜଣା ନହିଁ । ହେଲେ ବାବୁସାନଙ୍କ ସହ ପ୍ରତିକ୍ରିୟା ସମ୍ପର୍କରେ ରାଜ୍ୟପାଳ ତାଙ୍କୁ ଜଣାଇ କହିଛନ୍ତି । ଓଡିଶାର ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ନେଇ ଦମନ ଚଳଚିତ୍ର ବହୁତ ହିଁ ଭଲ ହୋଇଛି ।

ତେବେ ମିଡିଆ ଯେତେବେଳେ ଅଭିନେତା ବାବୁସାନଙ୍କୁ ଦମନ ଚଳଚିତ୍ରର ୫୦ ଦିନ ସଂପୂର୍ଣ୍ଣ ହୋଇ ଯାଇଥିଲେ । ସୁଦ୍ଧା ଏବେ ପର୍ଯ୍ୟନ୍ତ ହଲ ମାନଙ୍କରେ ଏତେ ଭିଡ ଜମିବାର ରାଜ୍ ପଚାରିଥିଲେ । ତେବେ ସୁପରଷ୍ଟାର ବାବୁସାନଙ୍କର କହିବା ମୁତାବକ ସେ ସିନେମା ଜଗତର ପ୍ରକୃତ ହିରୋ ଦର୍ଶକ ମାନଙ୍କୁ ହିଁ କହିଥିଲେ । କାରଣ ଯେତେ ଭଲ ସିନେମା ହୋଇଥିଲେ ମଧ୍ୟ ତାହାକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ଉପସ୍ଥିତି ରହିବା ନିହାତି ଦରକାର ।

କାରଣ ଦର୍ଶକଙ୍କ ଠାରୁ ବଡ ହିରୋ ଆଉ କେହି ନାହାନ୍ତି । ତେବେ ଯେତେ ସଂଖ୍ୟକ ଦର୍ଶକ ଓଡିଆ ସିନେମାକୁ ଦମନ ଫିଲ୍ମ ପରି ଭଲ ପାଇବା ଦେବେ । ତେବେ ଓଡିଶା ସିନେ ଜଗତ ଆଗକୁ ବହୁତ ଉନ୍ନତି କରିପାରିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *