ଅଜବ ମାନସିକତା ! ଗୋବର ଲିପିଲା ଭଳି ନିଜ ଝାଡାକୁ ଟ୍ରେନ ସିଟ୍ ରେ ଲିପୁଛି, ପଚାରିବାରୁ କହୁଛି କଣ ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମି-ଡି-ଆ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇ ବସିବେ ଏବଂ ଚିନ୍ତା କରିବାକୁ ଲାଗିବେ ଯେ ଏଭଳି ମନୁଷ୍ୟ ମଧ୍ୟ ଆଜିଭଳି ଦିନରେ ଅଛନ୍ତି ଯାହାଙ୍କ କାର୍ଯ୍ୟକଳାପ ପଶୁ ଠାରୁ ମଧ୍ୟ ହିନ । ଆସନ୍ତୁ ତେବେ ଜାଣିନେବା ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ତେବେ ଗଞ୍ଜାମ ଅଞ୍ଚଳର ପୁରୁଷତ୍ତମ ନାୟକ କହିଛନ୍ତି ଯେ ସେ ହଠାତ ରାଗିଜାଇ ଏହିଭଳି ଟ୍ରେନରେ ଝା-ଡା କରି ତାକୁ ବୋଳାବୋଳି କରିଦିଅନ୍ତି ।

ସେ କହିଛନ୍ତି ଯେ ତାଙ୍କ ମୁଣ୍ଡ କାମ କରେ ନାହିଁ ବୋଲି ସେ ଏହିଭଳି ରାଗିଜାଇ ଟ୍ରେନରେ ବିଷ୍ଠା ଛାଟନ୍ତି । ସେ ଗୋଟିଏ ଚଳଚିତ୍ର ଦେଖି ଏହିଭଳି କରିଛନ୍ତି ବୋଲି କହିଛନ୍ତି । କର୍ଣ୍ଣାଟକର ଏକ ଚଳଚିତ୍ର ପୁନିତ ରାଜ କୁମାର ଙ୍କ ଜେମ୍ସ ଚଳଚିତ୍ର ଦେଖି ଏଭଳି କରିଛନ୍ତି ବୋଳି କହିଛନ୍ତି । ସେ କୁଆଡେ କନ୍ନଡ ଫିଲ୍ମ ଦେଖି ଏଭଳି କରନ୍ତି କାରଣ ତାଙ୍କୁ ଯାତ୍ରୀ ଏବଂ ଟ୍ରେନ କର୍ମଚାରୀ ମାନଙ୍କ ଉପରେ ରାଗ ଆସିଥିଲା ।

ସେଥିପାଇଁ ସେ ସବୁ ବଗିରେ ସବୁବେଳେ ବିଷ୍ଠା ବୋଲିବା ସହିତ ୧୦ ଟଙ୍କା ନୋଟରେ ଭାଷା ଲେଖିଦେଉଥିଲେ । ଏହିଭଳି କରିବାକୁ ତାଙ୍କୁ ଭଲ ଲାଗେ ଏବଂ ସେ ଏଥିରୁ ବହୁତ ଖୁସି ପାଆନ୍ତି ବୋଲି କହିଥିଲେ । ସେ କହିଛନ୍ତି ଯେ ସେ ଆତଙ୍ଗ ସୃଷ୍ଟି କରିବା ପାଇଁ ଏହିଭଳି ଲେଖିଥିଲେ । ତେବେ ଏହି ବ୍ୟକ୍ତି ଜଣଙ୍କ ନୋଟରେ ଆରପିଏଫ ଙ୍କୁ ନେଇ ଅଭଦ୍ର ଭାଷା ମଧ୍ୟ ଲେଖନ୍ତି ।

ଟ୍ରେନ ର ଏହିଭଳି ଅବସ୍ଥା ଦେଖି ରେଳବାଇ ପୋଲିସ ଙ୍କ ପାଇଁ ଏହା ଗୋଟିଏ ଚ୍ୟାଲେଞ୍ଜ ପାଲଟିଥିଲା । ଏହି ଭଦ୍ର ବ୍ୟକ୍ତି ଙ୍କୁ ଭୁବନେଶ୍ଵର, ପୁରୀ ଏବଂ ବିଶାଖାପାଟଣାମ ର ରେଳବାଇ ପୋଲିସ ଖୋଜି ବୁଲୁଥିଲେ । କାରଣ ଏହି ଯୁବକ ଜଣଙ୍କ ଏହି ୩ ପ୍ଲାଟଫର୍ମରେ ଯେଉଁ ଟ୍ରେନ ଲାଗୁଥିଲା ସେଥିରେ ଏହିଭଳି କାର୍ଯ୍ୟ କରୁଥିଲେ ।

ପ୍ରତୀଟି ଷ୍ଟେସନରେ ତାଙ୍କ ନାମରେ ୮ ରୁ ଅଧିକ ଅଭିଯୋଗ ରହିଥିବାର ସୂଚନା ମିଳିଛି । ତାଙ୍କର କେବଳ ଗୋଟିଏ କାମ ଥିଲା ଖାଇବା ଏବଂ ଟ୍ରେନ ସିଟରେ ବିଷ୍ଠା ବୋଳିବା । ସିସିଟିଭି ରେ ରେଳବାଇ ପୋଲିସ ଏହାକୁ ଦେଖି ବହୁତ କଷ୍ଟରେ ଧରିଥିଲା । ଅଭିଯୋଗ ପରେ ତାଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି । ତେବେ ବନ୍ଧୁଗଣ ଏହିଭଳି ଚିନ୍ତାଧାରା ଥିବା ଭଦ୍ରବ୍ୟକ୍ତି ଙ୍କ ସମ୍ବନ୍ଧରେ ଆପଣ କ’ଣ କହିବାକୁ ଚାହିଁବେ ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *