ତହସିଲଦାର ବନାମ ଆଇନଜୀବୀ ! ରାସ୍ତା ମଝିରେ ଚାଲିଲା ତୁ-ତୁ-ମେ-ମେ, ଭାଇରାଲ ହେଲା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଦୁଇଜଣ ବ୍ୟକ୍ତି ଝଗଡା କରୁଥିବାର ନଜର ଆସୁଛନ୍ତି । ଏହି ଦୁଇଜଣ ବ୍ୟକ୍ତି ସାଧାରଣ ଲୋକ ନୁହେଁ ଜଣେ ତହସିଲଦାର ଅଟନ୍ତି ଓ ଆଉ ଜଣେ ଓକିଲ ଅଟନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଗଞ୍ଜାମ ଜିଲ୍ଲାରେ ଘଟିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଉଭୟ ତହସିଲଦାର ଓ ଓକିଲ ଏକ ଘର ଭାଙ୍ଗିବାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି । ବନ୍ଧୁଗଣ ସରକାରୀ ଜାଗାରେ କିଛି ଲୋକ ଘର କରିଥିଲେ ଆଉ ସେହି ଘରକୁ ଭାଙ୍ଗିବା ପାଇଁ ତହସିଲଦାର ହଠାତ ଏଣ୍ଟ୍ରି କରିଥିଲେ । ଘର ଭାଙ୍ଗିବା ପୂର୍ବରୁ ସେ କୌଣସି ନୋଟିସ ମଧ୍ୟ ଦେଇଥିଲେ ।

ତେବେ ଏହା ପରେ ସେହି ସ୍ଥାନକୁ ଘର ମାଲିକଙ୍କ ଓକିଲ ଆସି ଥିଲେ ଆଉ ତହସିଲଦାରଙ୍କ ସହ ଯୁକ୍ତି ତରକ କରିଥିଲେ । ପ୍ରଥମେ ଓକିଲ ଜଣକ ଚିତ୍କାର କହି ତହସିଲଦାରଙ୍କୁ କହୁଛନ୍ତି । ଆଉ ଏହା ପରେ ତହସିଲଦାର ମଧ୍ୟ ଓକିଲଙ୍କ ଉପରେ ଚିତ୍କାର କରୁଛନ୍ତି । ତହସିଲଦାର କହୁଛନ୍ତି ନୋଟିସ ଦେବାର 24 ଘଣ୍ଟା ମଧ୍ୟରେ ଆମେ ଭାଙ୍ଗିବାକୁ ଆସିଲୁ ।

ହେଲେ ଓକିଲଙ୍କ କହିବା ଅନୁସାରେ ରିଜନେବଲ ଟାଇମ ନ ଦେଇ କିଭଳି ଆପଣ ଭାଙ୍ଗିବାକୁ ଆସିଗଲେ । ତେବେ ବନ୍ଧୁଗଣ ଏଭଳି ଭାବରେ ଉଭୟା ଓକିଲ ଓ ତହସିଲଦାରଙ୍କ ମଧ୍ୟରେ ଘମାଘୋଟ ଯୁକ୍ତି ତରକ ଲାଗି ରହୁଛି । ତେବେ ଏହି ଘଟଣାଟି ଗଞ୍ଜାମ ଜିଲ୍ଲାରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *