Aeroplane ରେ ଏମିତି ବି ହୋଇଥାଏ ! ଦେଖି କି ଚମକି ପଡିବେ ଆପଣ !

ବନ୍ଧୁଗଣ ଆପଣ ମାନେ କଣ କେବେ ବିମାନରେ ଯାତ୍ରା କରିଛନ୍ତି । ଦେଶର ଅନେକ ଲୋକ ବିମାନରେ ଯାତ୍ରା କରନ୍ତି । ବିମାନ ଭିତରେ ସମସ୍ତ ପ୍ରକାରର ସୁବିଧା ରହିଥାଏ । ବନ୍ଧୁଗଣ ଉଡା ଜାହାଜରେ ଲୋକ ମାନଙ୍କର ସମସ୍ତ କଥା ବୁଝିବା ପାଇଁ ଓ ଲୋକ ମାନଙ୍କୁ ଗାଇଡ କରିବା ପାଇଁ ଏୟାର ହୋଷ୍ଟେଜ ରହିଥାନ୍ତି । ଏହି ଏୟାର ହୋଷ୍ଟେଜ ମାନେ ସାରା ଦୁନିଆ ବୁଲନ୍ତି ହେଲେ ବନ୍ଧୁଗଣ ଏହି ଚାକିରି ପାଇଁ ସେମାନେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

ସେମାନଙ୍କ ଟ୍ରେନିଙ୍ଗ ବହୁତ କଠିନ ଥାଏ ସେମାନେ ବିମାନ ଭିତରେ ଥିବା ଯାତ୍ରୀ ମାନଙ୍କ ସମସ୍ତ କଥା ବୁଝନ୍ତି । ଆଜି ଆମେ ଆପଣ ମାନଙ୍କୁ ଏୟାର ହୋଷ୍ଟେଜ ମାନଙ୍କ ସହ ଜଡିତ କିଛି ସିକ୍ରେଟ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏୟାର ହୋଷ୍ଟେଜ ସବୁବେଳେ ନିଜ ହାତ ପଛକୁ ରଖିଥାନ୍ତି । ଯେତେବେଳେ ପ୍ଳେନ ଭିତରକୁ ଲୋକମାନେ ପ୍ରବେଶ କରନ୍ତି ସେତେବେଳେ ଏୟାର ହୋଷ୍ଟେଜ ମାନେ ନିଜ ହାତ ପଛକୁ ରଖିଥାନ୍ତି ଲୋକମାନେ ଭାବନ୍ତି ସେମାନେ ଏହି ପରି ସ୍ଵାଗତ କରୁଛନ୍ତି । ହେଲେ ବନ୍ଧୁଗଣ ଅସଲରେ ଏୟାର ହୋଷ୍ଟେଜ ନିଜ ହାତ ପଛକୁ ରଖି ଲୋକ ମାନଙ୍କୁ ଗଣି ଥାନ୍ତି ।

୨. ବନ୍ଧୁଗଣ ଲମ୍ବା ଯାତ୍ରା ସମୟରେ ଯାତ୍ରୀ ମାନେ ପ୍ଳେନରେ ଶୋଇ ଯାନ୍ତି ତା ହେଲେ ଭାବନ୍ତୁ ଏୟାର ହୋଷ୍ଟେଜ ମାନେ କଣ କରୁଥିବେ । ବଡ ବଡ ବିମାନରେ ଏୟାର ହୋଷ୍ଟେଜ ମାନଙ୍କ ଶୋଇବା ପାଇଁ ଗ୍ୟାଲେରି ଉପରେ କିମ୍ବା ତଳେ ସ୍ଥାନ ଦିଆଯାଇଥାଏ । ସମୟ ସମୟରେ ଏୟାର ହୋଷ୍ଟେଜ ମାନେ ବି ଲମ୍ବା ଯାତ୍ରାରେ ନିଜ ଶରୀରକୁ ରେଷ୍ଟ ଦେଇଥାନ୍ତି ।

୩. ବନ୍ଧୁଗଣ ବିମାନ ଭିତରେ ବାଥୃମ ବ୍ୟବସ୍ଥା ଅଛି ଓ ଅନେକ ପ୍ରେମୀ ଯୁଗଳ ବାଥୃମ ଭିତରକୁ ଯାଇ ସଅମ୍ଭୋଗ କରିଥାନ୍ତି । ଏଥିପାଇଁ ଜଣେ ଏୟାର ହୋଷ୍ଟେଜ ସବୁବେଳେ ବାଥୃମ ଉପରେ ନିଜର ନଜର ରଖିଥାଏ ଯେମିତି ବାଥୃମ ଭିତରକୁ ଏକରୁ ଅଧିକ ବ୍ୟକ୍ତି ପଶି ନପାରିବେ । ଯଦି କୌଣସି ଯାତ୍ରୀ ଏମିତି ଭୁଲ କରିବେ ତା ହେଲେ ସେମାନଙ୍କୁ ଦଅଣ୍ଡ ଦିଆଯିବ ।

୪. ବନ୍ଧୁଗଣ ଏୟାର ହୋଷ୍ଟେଜ ମାନେ ନିଜର ଅଧିକାଂଶ ସମୟ ପ୍ଳେନରେ ବିତାଇ ଥାନ୍ତି ତେଣୁ ଅଧିକାଂଶ ଏୟାର ହୋଷ୍ଟେଜ ମାନେ ପ୍ଳେନରୁ ହିଁ ନିଜ ପ୍ରେମ କାହାଣୀର ଆରମ୍ଭ କରିଥାନ୍ତି । କେତେକ ଏୟାର ହୋଷ୍ଟେଜ ପାଇଲଟ ମାନଙ୍କ ସହ ପ୍ରେମ ବିବାହ କରିଥାନ୍ତି । ଏୟାର ହୋଷ୍ଟେଜ ମାନଙ୍କ ପାଇଁ ଏହା ଏକ ସାଧାରଣ କଥା ।

୫. ଯାତ୍ରୀ ମାନେ ବିମାନ ଭିତରେ ଫୋନ ବ୍ୟବହାର କରିପାରିବେ ନାହିଁ । ହେଲେ ବନ୍ଧୁଗଣ ଏୟାର ହୋଷ୍ଟେଜ ମାନେ ବିମାନ ଭିତରେ ନିଜ ଫୋନ ବ୍ୟବହାର କରିଥାନ୍ତି । ସେମାନେ ପ୍ଳେନରେ ଲାଗିଥିବା ୱାଏ ଫାଏର ବ୍ୟବହାର ମଧ୍ୟ କରିପାରିବେ ଓ ନିଜ ସମୟ ବିତାଇ ପାରିବେ ।

Leave a Reply

Your email address will not be published. Required fields are marked *