କଣ Aditya ଗଲା ପରେ ବୃଦ୍ଧଶ୍ରମରେ ହେଉଛି ଅତ୍ୟାଚାର, ସାଂଘାତିକ ଅଭିଯୋଗ ଆଣିଲେ ଜଣେ ଅନ୍ତେବାସୀ, Aditya ଙ୍କ ମା’ ଖୋଲିଲେ ଅସଲ ଗୁମର, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଦିତ୍ୟ ଙ୍କ ମା’ କହିଛନ୍ତି ଯେ ଆଶ୍ରମରେ କୌଣସି ଅସୁବିଧା ନାହିଁ ସବୁ ଠିକଠାକ ଚାଲିଛି । ମାତ୍ର ଜଣେ ରୋଷେୟା ଥିଲା ଏବଂ ସେହି ରୋଷେୟା କୁ ମୁଁ କହୁଛି ଟି ନିଶ୍ଚିତ ଏ ବାବଦରେ କହିବୁ । ସେହି ମହିଳା ରୋଷେୟା କୁ ଏତେ ହଇରାଣ କରିଲା ଯେ ସେ ବିଚାରୀ କାନ୍ଦି କାନ୍ଦି ସେଠାରୁ ପଳାଇଲା । ମାତ୍ର ଏହି ବାବଦରେ ଆମ୍ଭ ପଡିଶା ଲୋକ ମଧ୍ୟ ଜାଣିଛନ୍ତି ଆମ୍ଭ ଘର ଦୁଇ ପାଖରେ ଦୁଇଟି ଘର ରହିଅଛି, ତାହା ସାଙ୍ଗରେ ବହୁତ ଅତ୍ୟାଚାର ହୋଇଛି ।

ଏହା ପରେ ସମାଜସେବୀ ଆଦିତ୍ୟ ଙ୍କ ମା’ କହିଲେ ଯେ ମୁଁ ଆଉ ଗୋଟିଏ ରୋଷେୟା ମଧ୍ୟ ଆଣିଲି ଏବଂ ସେ ତାହା ସହିତ ମଧ୍ୟ ଝଗଡା କରିଲା । ଏହାପର ଠାରୁ ଆଦିତ୍ୟ ଙ୍କ ମା’ ସବୁ ବୁଝୁଥିଲେ । ଆଶ୍ରମ ରେ ଥିବା ମଉସା ମାଉସୀ ମାନେ କିଛି କିଛି ସାହାର୍ଯ୍ୟ କରନ୍ତି । ଆମ୍ଭେ ସବୁ କାର୍ଯ୍ୟ ମିଶିକି କରୁ କାରଣ ଏକୁଟିଆ ହେଲେ ମୁଁ ପାରିବି ନାହିଁ ଏତେ ଲୋକଙ୍କ ସେବା ।

ମିଶି ସମସ୍ତେ ରୋଷେଇ ରେ ସାହାର୍ଯ୍ୟ କରନ୍ତି ଏବଂ ମିଶିକି ସବୁ ପନିପରିବା କାଟି ଦିଅନ୍ତି । ମାତ୍ର ଆଜି ସୋଇକି ଉଠି ଦେଖିଲି ଯେ କେଉଁ ଏକ ନ୍ୟୁଜରେ ଦେଖାଉଅଛି ଯେ ଆମ୍ଭକୁ ହଇରାଣ କରୁଛନ୍ତି, ଆଉ ଆଦିତ୍ୟ ଥିଲାବେଳେ ମୁଁ ଭଲରେ ଥିଲି ଆଦିତ୍ୟ ଗଳାପରେ ମୁଁ ଆଉ ରହି ପାରିବି ନାହିଁ ।

ଏହିଭଳି ଯେମିତି କହୁଥିଲେ ଆଶ୍ରମର ଜଣେ ମାଉସୀ । ଏହାପରେ ମୁଁ ଆସି ତାକୁ ପଚାରିଲି ଯେ ମି-ଡି-ଆ ବାଲା ତ ଆଜି ପର୍ଯ୍ୟନ୍ତ ଆମ୍ଭ ଆଶ୍ରମ କୁ ଆସିନାହିଁ, ମାତ୍ର ତୁମେ କେଉଁଠି ଯାଇ ଏଇ ବାଇଟ ଟା ଦେଲ ? ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ମିଡିଆ ବାଲା ଆମ୍ଭ ଆଶ୍ରମ କୁ ଆସିନି ତୁମ୍ଭେ କ’ଣ ପାଇଁ ଆମ୍ଭ ନା ରେ ଏହିଭଳି ମିଥ୍ୟା କଥା କହୁଛ ?

୪ ମାସ ହେଲାଣି ତୁମ୍ଭେ କପଡା ଭରୁଚ,ପଳାଇବି ପଳାଇବି ବୋଲି ହେଉଛ, ଏବଂ ଦିପୁ ବିକାଶ ତୁମ୍ଭକୁ ନେଇ କାଲି ଛାଡିବ ପରଦିନ ଛାଡିବ ସବୁବେଳେ ଏହିଭଳି କୁହ ଜାଅନି ମାତ୍ର ଆଜି କ’ଣ ଏହିଭଳି ବାଇଟ ଦେଇ ଆସିଛ ? ଏହାପରେ ସେ କହିଲେ ଯେ ମୁଁ କଣ ଏକୁଟିଆ ଯାଇଥିଲି କି ? ଦିପୁ ସାଙ୍ଗରେ ଯାଇଥିଲି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.