ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ! ଲୋକ କହିଲେ…’ଜିନା ଜିନା ତେରେ ବିନା, ବିଜେପି କୈସେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପଦ୍ମ ଧରିଲେ ଜିନା ! ବିଜେଡି ପାର୍ଟିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା । ତେବେ ପାର୍ଟି ମାନଙ୍କରେ ଯୋଗ ଦେଇ ବହୁ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ନିଜର କ୍ଯାରିଅର ବନାଇବା କିଛି ନୂଆଁ କଥା ନୁହେଁ । ତେବେ ଅନେକ ଓଡିଆ କଳାକାର ତଥା ଅଭିନେତା ଓ ଅଭିନେତ୍ରୀ ମାନେ ରାଜନୀତିର ମଙ୍ଗ ଧରି ମଧ୍ୟ ନିଜର ଏକ ସୁଦୃଢ ରାଜନୀତି ଭବିଷ୍ୟତ ଗଢିପାରିଛନ୍ତି ।

ତେବେ ଏହାରି ମଧ୍ୟ ଅଭିନେତ୍ରୀ ଜିନା ମଧ୍ୟ ବିଜେପି ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ଜିନାଙ୍କ ସହିତ ଜିନାଙ୍କ ସ୍ଵାମୀ ରୁଦ୍ର ମଧ୍ୟ ଜିନାଙ୍କର ସପର୍ଟରେ ଅଛନ୍ତି । ତେଣୁ ସେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ତେବେ ସୂଚନା ମୁତାବିକ ବାଲେଶ୍ଵର ଠାରେ ସାଂସଦଙ୍କ ଉପସ୍ଥିତିରେ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ଅଭିନେତା ରୁଦ୍ର ଓ ଅଭିନେତ୍ରୀ ଜିନା ସାମିଲ ହୋଇଲେ । ଜିନା ଓ ରୁଦ୍ରଙ୍କ ସହ ପ୍ରାୟ ୮୦ ରୁ ଅଧିକ ବ୍ୟକ୍ତି ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ।

ତେବେ ଖାଲି ବିଜେପି କାହିଁକି ବହୁ ଦଳ ଏପରି ଅଛନ୍ତି । ଯେଉଁମାନେ କି ନିଜ ନିଜର ଦଳ ମଧ୍ୟରେ ରହି ନିଜର ବେଷ୍ଟ ଦେଇଥାନ୍ତି । ତେବେ ବହୁ ଅଭିନେତା, ଅଭିନେତ୍ରୀ ତଥା ଅନ୍ୟାନ୍ୟ ବିଶିଷ୍ଠ ବ୍ୟବସାୟୀ ଓ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ଲିପ୍ତ ରହିଥିବା ଲୋକଙ୍କର ମଧ୍ୟ ନିଜସ୍ୱ ଏକ ପାର୍ଟି ପସନ୍ଦରେ ରହିଥାନ୍ତି । ତେବେ ଯଦି ସେହି ମନ ପସନ୍ଦର ଦଳ ତରଫରୁ କୌଣସି ବ୍ୟକ୍ତିଙ୍କୁ ରାଜନୀତିରେ ନିଜର କ୍ଯାରିଅର ବନାଇବାକୁ ସୁଯୋଗ ମିଳିଥାଏ ।

ତେବେ ସେମାନେ କେବେ ମଧ୍ୟ ତାହାର ହାତ ଛଡା କରିବାକୁ ଚାହାନ୍ତି ନାହିଁ । ତେବେ ଅନେକ ମଧ୍ୟ ଏପରି ବ୍ୟକ୍ତିବିଶେଷ ରହିଥାନ୍ତି । ଯେଉଁମାନେ କି ଗୋଟିଏ ଦଳରେ ରହିବା ପରେ ମଧ୍ୟ ଅନ୍ୟ ଏକ ଦଳ ପ୍ରତି ଆସକ୍ତି ଆସିଗଲେ । ସେମାନେ ଦଳ ମଧ୍ୟ ପରିବର୍ତ୍ତନ କରିଦେଇଥାନ୍ତି । ତେବେ ଏହି ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତ ସମସ୍ତଙ୍କର ନିଜସ୍ୱ କିଛି ବିଶେଷ ଅଧିକାର ରହିଅଛି ।

ତେବେ ଏଠାରେ କାହା ଉପରେ କୌଣସି ମଧ୍ୟ ପ୍ରେସର ଦିଆଯାଇନଥାଏ । ତେଣୁ କରି ନିଜ ଇଛା ଯେପରି ନିଜର ଇଛା ମୁତାବକ ଅଭିନେତା ରୁଦ୍ର ଓ ଅଭିନେତ୍ରୀ ଜିନା ଆସି ବିଜେପିର ମିଶ୍ରଣ ପର୍ବରେ ନିଜକୁ ସାମିଲ କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେଯାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *