୮୦ ବର୍ଷ ବୟସରେ ମଧ୍ୟ ଯବାନ ରହିଥାନ୍ତି ଏଠିକାର ମାହିଳାମାନେ, ଜାଣନ୍ତୁ ଏମାନଙ୍କ ସୁନ୍ଦରତାର ରାଜ

ଆମର ଏଠାରେ ୩୦ ବର୍ଷ ଅତିକ୍ରମ କରିବା ପରେ ଆଁଟୀ ଏଜିଂ କ୍ରିମ ଲଗାଇ ବାରେ ବ୍ୟସ୍ତ ହୋଇ ପଡନ୍ତି । ଯାହା ଦ୍ଵାରା୪୦ ରୁ ୪୫ ବର୍ଷ ପର୍ଯ୍ୟନ୍ତ ତାଙ୍କ ମୁହଁ ସତେଜ ରହେ । ୫୦ ବର୍ଷ ପରେ ମୁହଁ ସହିତ ବୟସ ବଢିବା ସହଜରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବାକୁ ଯାଉଛୁ କି ଯେଉଁଠି ବୟସର ମାନେ ଏକ ନମ୍ବର । ଏଠାରେ ବୟସର ଅସର ନା ଚେହେରାରେ ଦେଖିବାକୁ ମିଳେ ନା ଶରୀରରେ । ଏହି ଜାଗା ଆଉ କେଉଁଠି ନୁହେଁ କେବଳ ପାକିସ୍ତାନରେ ଅଟେ ।

ଏହି ଜାଗାରେ ରହୁଥିବା ମହିଳାଙ୍କୁ ବିଶ୍ଵର ସବୁଠୁ ସୁନ୍ଦର ମହିଳା ବୋଲି କୁହାଯାଏ । ଏହି ଜାଗା ପାକିସ୍ତାନର କାରାକୋରମ୍ ର ଏକ ପାହାଡିଆ ଅଞ୍ଚଳରେ ଅବସ୍ଥିତ ହୁଞ୍ଜା ଘାଟି ଅଟେ । ଯେଉଁଠି ହୁଞ୍ଜା ସମୁଦାୟ ବସବାସ କରନ୍ତି ।

ହୁଞ୍ଜା ସମୁଦାୟର ମହିଳାମାନେ ୭୦ ରୁ ୮୦ ବର୍ଷ ବୟସରେ ମଧ୍ୟ ୩୦ ରୁ ୪୦ ବୟସ ଭଳି ଦେଖାଯାନ୍ତି । ତାଙ୍କ ଉପରେ ବୟସର କିଛି ଅସର୍ ହୋଇ ନଥାଏ । ଏଥିପାଇଁ ସେମାନଙ୍କୁ ଦୁନିଆର ସବୁଠୁ ସୁନ୍ଦର ମହିଳା ବୋଲି କୁହାଯାଇଥାଏ । କେବଳ ମହିଳା ମାନେ ନୁହଁନ୍ତି ଏଠାକାର ପୁରୁଷ ମାନେ ମଧ୍ୟ ୯୦ ବର୍ଷ ବୟସରେ ମଧ୍ୟ ପିତା ହେବାର କ୍ଷମତା ରଖି ରଖିଥାନ୍ତି । ଏହି ସମୁଦାୟର ଲୋକମାନେ ୧୦୦ ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଏମିତି କାହିଁକି ହୋଇଥାଏ ଆସନ୍ତୁ ଜାଣିବା ।

ହୁଞ୍ଜା ସମୁଦାୟ ଲୋକମାନଙ୍କ ଭଲ ସ୍ବାସ୍ଥ୍ୟ ଓ ଚେହେରା ପାଇଁ ତାଙ୍କର ସନ୍ତୁଳିତ ଖାଦ୍ୟପେୟ ଓ ବଢିଆ ଲାଇଫ ଷ୍ଟାଇଲ କୁ ଶ୍ରେୟ ଯାଇଥାଏ । ଏଠାକାର ଲୋକମାନେ ସକାଳୁ ୫ ଟା ବେଳୁ ଉଠନ୍ତି ଓ ଶୀଘ୍ର ଶୋଇ ପଡନ୍ତି ।

ଏହି ସମୁଦାୟର ଲୋକମାନେ କେଉଁଠି କି ଯିବା ଆସିବା କରିବାପାଇଁ ସାଇକେଲ ର କିମ୍ବା ଗାଡ଼ିର ବ୍ୟବହାର ବହୁତ କମ କରିଥାଆନ୍ତି ଓ ଏମାନେ ପ୍ରାୟତଃ ପାଦରେ ଚାଲି ଚାଲି ଯିବାକୁ ପସନ୍ଦ କରନ୍ତି ।

ଏହା ସହିତ ଏଠାର ଲୋକମାନେ ଦିନକୁ ୩ ଥର ନୁହେଁ କେବଳ ୨ ଥର ଖାଦ୍ୟ ଖାଇଥାନ୍ତି । ପ୍ରଥମେ ଦିନ ୧୨ ଟା ବେଳେ ଓ ରାତି ୮ ଟା ବେଳେ ଖାଦ୍ୟ ଖାଇଥାନ୍ତି ।

ଆପଣଙ୍କୁ କହିରଖୁଛୁ କି ଏମାନେ ଖାଦ୍ୟରେ କୌଣସି ପ୍ରକାର ର ଫାଷ୍ଟ ଫୁଡ୍ ଖାଦ୍ୟ ଖାଇ ନଥାନ୍ତି । ଏମାନେ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଖାଦ୍ୟକୁ ଖାଇଥାନ୍ତି । ଯାହା ଭିତରେ କଞ୍ଚା ପରିବା, ଫଳ, ଗହମ, ଖୁଆ, କ୍ଷୀର, ଲହୁଣୀ ଓ ଅଣ୍ଡା ଜାତୀୟ ଖାଦ୍ୟ ଖାଇଥାନ୍ତି ।

ଏମିତି କି ଏଠିକାର ଲୋକମାନେ କେବେ କେବେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରନ୍ତି ନାହିଁ । କେବଳ ଜୁସ୍ ପିଇ କରି ଏହି ତିନି ମାସ କଟାଇ ଥାଆନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *