ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଥିବା ଅସଲି କାରଣ କଣ ? ସବୁ ସତ କହିଦେଲା ବୟପ୍ରେଣ୍ଡ ସଞ୍ଜୟ ….

ନମସ୍କାର ବନ୍ଧୁଗଣ ॥ ସୂଚନା ମୁତାବକ ଶୁଭଲକ୍ଷ୍ମୀ ର ମୃତ୍ୟୁ କୁ ନେଇ ସବୁ କିଛି ସତ ସତ କହିଦେଲେ ଶୁଭଲକ୍ଷ୍ମୀଙ୍କ ପ୍ରେମିକ ସଞ୍ଜୟ । ହଁ ଦର୍ଶକବନ୍ଧୁ ଶୁଭଲକ୍ଷ୍ମୀଙ୍କ ବୟପ୍ରେଣ୍ଡ ସଞ୍ଜୟ କହିଦେଲା , କଣ ହୋଇଥିଲା ସେ ରାତିରେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଖବର ଭୁବନେଶ୍ଵରରେ ହଲଚଲ ସୃଷ୍ଟି କରିଛି । ସେ ଘରେ କହିକି ଆସିଥିଲେ କି ବାପା ମୁଁ ପାଠପଢିବା ପାଇଁ ଭୁବନେଶ୍ଵରକୁ ଯାଉଛି ।

ସେଠାରେ ରହି ପାଠପଢିବି ତାହାକୁ ବିଶ୍ଵାସ କରିଥିବା ବାପାମା ‘ ଝିଅକୁ ବାହାରେ ରହିବାକୁ ଛାଡିଥିଲେ । ଶୁଭଲକ୍ଷ୍ମୀ ଭୁବନେଶ୍ଵର ରମାଦେବୀ ମହାବିଦ୍ୟାଳୟରେ +2 ଯୁକ୍ତ ପାଠ ପଢୁଥିଲେ । ତେବେ ସେ 205 ଦୀପାଲି ହୋଟେଲରେ କଣ କରୁଥିଲେ । କଲେଜ ରେ ପାଠପଢୁଥିବା ଯୁବତୀ କିଏ  ବା ମାରିବ ? ତେବେ ସୂଚନା ଅନୁଯାୟୀ ଶୁଭଲକ୍ଷ୍ମୀ ବାର ଗାର୍ଲ ଭାବରେ କାମ କରୁଥିଲେ କିନ୍ତୁ ବାପା ଏହା ବିଷୟରେ ଅବଗତ ନ ଥିଲେ ।

ଶୁଭଲକ୍ଷ୍ମୀ ଘରେ କହିଥିଲେ କି ସେ ହଷ୍ଟେଲରେ ରହୁଛନ୍ତି । ମାତ୍ର ଶୁଭଲକ୍ଷ୍ମୀ ହଷ୍ଟେଲ ଛାଡି ରୁମ ନେଇ ରହୁଥିଲେ ଏବଂ ତାଙ୍କ ସାଙ୍ଗରେ ବୟପ୍ରେଣ୍ଡ ସଞ୍ଜୟ ଥିଲେ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ବୟପ୍ରେଣ୍ଡ ସଞ୍ଜୟଙ୍କ ସହ ମିଶି କରିଥିବା କେତେକ ରିଲସ ଜରିଆ ପୋଲିସ ଅଧିକାରୀମାନେ ସଞ୍ଜୟ ବିଷୟରେ ଜାଣିବାକୁ ପାଇଥିଲେ ।

ପରେ ପୋଲିସ ସଞ୍ଜୟକୁ ଥାନାକୁ ନେଇକି ଯାଇ ସେଠାରେ ଗୋଟି ଗୋଟି କରି ସବୁ କିଛି ପଚାରିବାକୁ ଲାଗିଥିଲେ । ପୋଲିସ ଭୟରେ ବୟପ୍ରେଣ୍ଡ ସଞ୍ଜୟ ସବୁ କିଛି ପୋଲିସକୁ ବଖାଣି ଥିଲେ । ଯେ କିପରି ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା ପରେ ଉଭୟଙ୍କ ମଧ୍ୟ ତର୍କବିତର୍କ ଦେଖିବାକୁ ମିଳିଥିଲା । ହେଲେ ପରେ ଉଭୟ ମିଶିଯାଉଥିଲେ କିନ୍ତୁ ସଞ୍ଜୟ ହେଉଛନ୍ତି ଶୁଭଲକ୍ଷ୍ମୀଙ୍କର ପୁରୁଣା ବୟପ୍ରେଣ୍ଡ ।

ତେବେ ଏହା ସତ୍ୟ କି ନାହିଁ ଏହାର କୋଣସି ପ୍ରମାଣ ମିଳିନୀ । ମାତ୍ର ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ ସତ୍ୟ ଜାଣିବା ପାଇଁ ପୋଲିସ ସଞ୍ଜୟଙ୍କ ବୟାନକୁ ରେକର୍ଡ କରିଛି । ତେବେ ଶୁଭଲକ୍ଷ୍ମୀ କଣ ସତରେ ବାର ଡ୍ୟାନ୍ସ ର ? ସେ ହୋଟେଲ ରୁମ ରେ କଣ କରିବା ପାଇଁ ଯାଇଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଖୁବ୍ ଶୀଘ୍ର ଜଣାପଡିବ ବୋଲି ପୋଲିସ କହିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ  ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *