‘ରାମକଥା’ ଆୟୋଜନ କରିଥିଲେ ସ୍ଵାମୀ, ପ୍ରବଚନ ଦେବାକୁ ଆସିଥିବା ବାବା ସାଙ୍ଗେ ଫେରାର ହେଇଗଲା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ପ୍ରବଚନ ଦେବାକୁ ଆସି ସ୍ତ୍ରୀ ନେଇଗଲେ ବାବା । ମୁଣ୍ଡରେ ହାତ ଦେଇ କାନ୍ଦୁଛି ସ୍ଵାମୀ । ମଧ୍ୟପ୍ରଦେଶର ଛତ୍ରପୁରରେ  ଦେଖାଯାଇଛି ଏଭଳି ଅଭାବନୀୟ ଘଟଣା । ସ୍ଵାମୀ ଅୟୋଜୋନ କରିଥିଲେ ରାମକଥା । ଈଶ୍ଵରକ ଭକ୍ତି ଆରାଧନା କରିବା ଉଦେଶ୍ୟରେ ସ୍ଵାମୀ ରଖିଥିଲେ ପ୍ରବଚନ ।ଅନେକ ସଂଖ୍ୟାରେ ଲୋକେ ଆସିଥିଲେ ରାମକଥା କୁ ମନ ଶ୍ରଦ୍ଧା ସହକାରେ ଶୁଣିଥିଲେ । ପ୍ରବଚନ ଦେବାକୁ ଆସିଥିବା ଆଶ୍ଚର୍ଯ୍ୟଙ୍କ ଶିଷ୍ୟଙ୍କ ମନରେ ରେ ଆସିଲା କାମୁକଥା ।

ରାମକଥା  ଆୟୋଜିନ କରିଥିବା ବ୍ୟକ୍ତିକ ସ୍ତ୍ରୀଙ୍କ ଉପରେ ପଡିଲା ତାଙ୍କ ଖରାପ ନଜର । ଏପଟେ ରାମକଥାକୁ ଭକ୍ତିରେ ଶୁଣିଥିବା ଲୋକମାନଙ୍କ ଭିତରେ ବାବା ଅନେଇଲେ ସ୍ତ୍ରୀ ର ମୁଖ ଉଭୟ ଆଖି ରେ ଠାର  କରି କଥା ହେଉଥିଲେ । ପ୍ରବଚନ କରିବାକୁ ଆସିଥିବା  ଆଶ୍ଚର୍ଯ୍ୟ ଶିଷ୍ୟଜଣକ ଯୁବତୀକୁ ଅନୁଭବ କରିବା ଆଶା ରଖିଥିଲେ । ପ୍ରବଚନ ପରେ କୁଆଡେ ହୋଇଯାଇଥିଲେ ଛୁ ମାନ୍ଥର ।

ବିବାହିତ ସ୍ତ୍ରୀ ବାବାଙ୍କ ପ୍ରେମ ଏତେ  ଲୀନ ହୋଇଯାଇଥିଲେ କି ତାଙ୍କ ସ୍ଵାମୀ ଭୁଲି ଯାଇଥିଲେ । ସ୍ଵାମୀ  ରାହୁଲ ତିଵାରୀ ସ୍ତ୍ରୀ ହରାଇ ମୁଣ୍ଡରେ ହାତ ଦେଇ କାନ୍ଦୁଥାନ୍ତି । ପରେ ସେ ତାଙ୍କ ସ୍ତ୍ରୀକୁ ଖୋଜିବା ପାଇଁ ପୋଲିସ ଅଭିଯୋଗ କରିଥିଲେ । 2021 ମସିହାରେ ଘଟଣା ଟି ଘଟିଥିବା ବେଳେ ଏପ୍ରିଲ 5 ତାରିଖରେ ସ୍ତ୍ରୀର ସୂଚନା ପୋଲିସ ପାଇଥିଲେ । ସ୍ତ୍ରୀକୁ ଧରି ଯେବେ ସ୍ଵାମୀକୁ ପୋଲିସ ଥାନା ଡ଼ାକିଥିଲେ ସ୍ତ୍ରୀ ସ୍ଵାମୀ ପାଖକୁ ଯିବାକୁ ମନାକରିଦେଇଥିଲେ ।

ସ୍ତ୍ରୀ ବାବାଙ୍କ ସହ ରହିବା ଇଛା ପ୍ରକାଶିତ କରିଛନ୍ତି । ଚିତ୍ରାକୁଟ ର ନାରଥନ ଦାସଙ୍କ ସହ ରହିବେ ଓ ସ୍ଵାମୀଙ୍କ  ପାଖକୁ କଦାପି ଯିବେନି ବୋଲି କଢାକାଢି କହିଦେଲେ । ସ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ଦେଖି ପୋଲିସ  ମଧ୍ୟ  କିଛି କହିପାରିନଥିଲେ । ରାମକଥା ଅୟୋଜୋନ ସ୍ଵାମୀଙ୍କୁ ପଡିଗଲା ମହଙ୍ଗା । ପବିତ୍ର ରାମକଥା କହିବାକୁ ଆସିଥିବା ବାବା ନିଜର କାମୁକତାକୁ ନିଜ ନିୟନ୍ତଣ ରେ ରଖିପାରିଲେ ନାହିଁ । ପର ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ସ୍ତ୍ରୀ ଧରି ଛୁ ହୋଇଗଲେ ।

ସ୍ଵାମୀଙ୍କ ଅଭିଯୋଗରେ ପୋଲିସ କୋଣସି ସ୍ପଷ୍ଟ ଧାରଣ ନା ଦେଇଥିବା ବେଳେ ଏ ଯାଏ ତଦନ୍ତ ଜାରି ରହିଛି । ଆଧୁନିକ ସମାଜରେ ଏଭଳି ଘଟଣା ଦେଖାଯାଉଥିବା ବେଳେ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *