ଅଦ୍ଭୁତ ଘଟଣା ! ଗଛରେ ରହୁଛନ୍ତି ଠାକୁରାଣୀ, ଯିଏ ହାଣୁଛି ଗଛ ସିଏ ମରୁଛି… ସବୁ ମେସିନ ହେଉଛି ଖରାପ, ଶୁଣନ୍ତୁ କଣ କହୁଛନ୍ତି ସେଠିକାର ବାସିନ୍ଦା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗଛ ରହିଲା । ରାସ୍ତା ଘୁଞ୍ଚିଲା ଏପରି କିଛି ରେଢାଖୋଳ ପାଖ ବଡହିନ୍ଦୋଳଗ୍ରାମ ଠାରେ ଦେଖିବାକୁ ମିଳିଛି । ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ ୪ ଥାକିଆ ରାସ୍ତା ନିର୍ମାଣ ହେବାର ବ୍ୟବସ୍ଥା କରଯାଇଥିଲା । ତେବେ ସେଥିପାଇଁ ରାସ୍ତା କଡରେ ଥିବା ବରଗଛକୁ କାଟିବା ପାଇଁ ଧାର୍ଯ୍ୟ କରଯାଇଥିଲା । ହେଲେ ଗଛ ଦୁଃସାହସ କରି କାଟିବାକୁ ଆସିଥିବା ୩ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହା ସହିତ ମେସିନ ମଧ୍ୟ ଖରାପ ହୋଇଯାଇଥିଲା ।

ତେବେ ମାନ୍ୟତା ଅନୁସାରେ ଏହି ଗଛରେ କୁଆଡେ ମା’ ପନ୍ଥେଇ ଠାକୁରାଣୀ ରହିଛନ୍ତି । ତେଣୁ ଗଛକୁ କାଟିବା ପାଇଁ ଯିଏ ବି ଦୁଃସାହସ କରୁଛି । ତା’ ର କିଛି ନା କିଛି ବିପଦ ଘଟୁଛି । କାରଣ ଗଛରେ ସ୍ଵୟଂ ମା’ ପନ୍ଥେଇ ଠାକୁରାଣୀ ବିରାଜମାନ ଅଛନ୍ତି । ତେବେ ବର୍ତ୍ତମାନର ସମୟରେ ଆଜିକାଲିର ଲୋକେ ଏହି ଅନ୍ଧ ବିଶ୍ବାସକୁ ବହୁ ଲୋକ ମାନୁନାହାନ୍ତି ।

କିନ୍ତୁ ଏପରି କିଛି ଗଛ ମାନଙ୍କରେ ଆଜି ପର୍ଯ୍ୟନ୍ତ ମଧ୍ୟ ଦେବୀଶକ୍ତିର ପ୍ରଭାବ ରହୁଛି ବୋଲି ଏହି ଘଟଣାକୁ ଦେଖିଲେ ବିଶ୍ବାସ କରିହେବ । ତେବେ ରାସ୍ତା କୁ ଚଉଡା ଭାବେ ନିର୍ମାଣ କରିବା ପାଇଁ ସରକାରଙ୍କ ତରଫରୁ ସେହି ବରଗଛକୁ କାଟିବା ପାଇଁ ଘୋଷଣା କରଯାଇଥିଲା । ତେବେ ସେହି ଗଛରେ ମା’ ଠାକୁରାଣୀ ରହି ପୂଜା ଅର୍ଚନା ମଧ୍ୟ ସବୁବେଳେ ପାଇଥାନ୍ତି । ବୋଲି କମ୍ପାନୀ ତରଫରୁ ଠିକା ନେଇ ଗଛ କାଟିବାକୁ ଆସିଥିବା ଲୋକ ଆଗରୁ ଜାଣି ମଧ୍ୟ ଥିଲେ ।

ହେଲେ ଗଛ କାଟିବାର ଦୁଃସାହସ ଫଳରେ ତାଙ୍କ ଜୀବନ ଚାଲିଗଲା । ତେବେ କମ୍ପାନୀକୁ ସ୍ଵପ୍ନାଦେଶ ମଧ୍ୟ ହୋଇଛି । ଏହା କି ଯେ ସେହି ଗଛ ଠାରୁ ମା’ ପନ୍ଥେଇ ଠାକୁରଣୀଙ୍କର ମନ୍ଦିର କାର୍ଯ୍ୟ ଆରମ୍ଭ କରାଯାଉ । ତେବେ ଏହି ସ୍ଵପ୍ନାଦେଶ ପରେ ଗ୍ରାମବାସୀ ମାନେ ଗଛ ପାଖରେ ପୂଜା ଅର୍ଚନା କରି ମା’ ଙ୍କୁ ସୁମରଣା କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ବହୁତ ଶୀଘ୍ର ସେହି ବରଗଛ ଠାରେ ମଧ୍ୟ ମା’ ପେନ୍ଥେଇ ଠାକୁରାଣୀଙ୍କର ମନ୍ଦିର କାର୍ଯ୍ୟ ନିର୍ମାଣ କରାଯିବ । ଏହା ସହିତ ରାସ୍ତା ନିର୍ମାଣ କାର୍ଯ୍ୟରେ ପରିବର୍ତ୍ତନ କରାଯାଇ ରାସ୍ତା ତିଆରି କରାଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *