ଅଚାନକ ଏକ School ରେ ପହଞ୍ଚି ଗଲେ ଅସଲି Natia (Smruti Ranjan), ଆଉ ତା’ ପରେ ଯାହା ହେଲା ନା ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆରେ ଅନେକ ଭିଡିଓ ଦେଖିଥିବେ । ସାଧାରଣତଃ ଲୋକ ମାନେ କମେଡି ଭିଡିଓ ଦେଖିବା ପାଇଁ ବେସ ପସନ୍ଦ କରନ୍ତି ଆଉ କମେଡି କଥା କହିଲେ ଆମେ ମାନେ ନଟିଆକୁ କେମିତି ଭୁଲି ପାରିବା । ଛୋଟରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତ ଲୋକ ନଟିଆ କମେଡି ଦେଖିବା ପାଇଁ ବେସ ପସନ୍ଦ କରନ୍ତି । ନଟିଆ କମେଡି ଦେଖି ଲୋକ ମାନଙ୍କର ମନ ଖୁସି ହୋଇଯାଏ ।

ତେବେ ନଟିଆଙ୍କ ପ୍ରକୃତ ନାମ ହେଉଛି ସ୍ମୃତି ରଞ୍ଜନ । ତେବେ ସ୍ମୃତି ନିଜ ପର୍ଶନାଲ ଲାଇଫ ଓ ନିଜ କମେଡି ଭିଡିଓ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ସ୍ମୃତି କେତେକ ଇଭେଣ୍ଟକୁ ମଧ୍ୟ ନିଜ କମେଡି ପଦର୍ଶନ କରିବା ପାଇଁ ଯାଇଥାନ୍ତି । ତେବେ ଗତ କିଛି ଦିନ ହେବ ସ୍ମୃତିଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଭିଡିଓଟି ଦେଖିଲେ ଆପଣ ମାନଙ୍କ ମନ ଖୁସି ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଗତ କିଛି ଦିନ ତଳେ ନିମାପଡାର କିଛି କୁନି କୁନି ପିଲା ମାନେ ଭୁବନେଶ୍ଵର ବୁଲିବା ପାଇଁ ଆସିଥିଲେ । ତେବେ ଏହି ଖବର ପାଇଁ ଆମ ସମସ୍ତଙ୍କର ଫେବରେଟ ନଟିଆ ଭାଇ ପିଲାଙ୍କ ଗହଳରେ ପହଞ୍ଚି ଥିଲେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ନଟିଆ ଊରଫ ସ୍ମୃତି ରଞ୍ଜନ ପିଲାଙ୍କ ସହ ବହୁତ ମଜାମସ୍ତି କରିଛନ୍ତି ।

ପିଲା ମାନଙ୍କ ମନୋରଞ୍ଜନ କରିବା ସହ ସେ ପିଲା ମାନଙ୍କୁ ନଟିଆର କିଛି ମଜାଦାର ଡାଇଲଗ କହି ବହୁତ ହସେଇ ଛନ୍ତି । ପିଲା ମାନେ ସ୍ମୃତିଙ୍କ କମେଡିରେ ବହୁତ ଅଧିକ ଖୁସି ହୋଇଥିଲେ ଓ ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନଟିଆ କମେଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *