ଏମିତି ଏକ ଅନ୍ତେଷ୍ଟି ଆଗରୁ କେବେ ବି ଦେଖି ନଥିବେ, ବିନା ଶବରେ ମଶାଣିରେ ଜଳିଲା ଜୁଇ, ପୁରା ଘଟନା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ, ରାମ ନାମ ସତ୍ୟ ହେ’, ହଋ ନାମ ସତ୍ୟ ହେ’, ଏମିତି ନାମ ନେଇ ମ-ଶା-ଣୀ ଯାଉଛି ଶ-ବ । ସାଙ୍ଗରେ ମ-ଶା-ଣୀ କୁ ଯାଇଛନ୍ତି ସାହି ପଡିସା ତଥା ସମ୍ପର୍କୀୟ । ଶ୍ମ-ଶା-ନ ମାଟି କୁ ଛୁଇଁବା ପରେ ନଦାହେଲା ଜୁ-ଇ । କାଠ ଉପରେ ଶ-ବ କୁ ରଖି ଦିଆଗଲା ମୁ-ଖା-ଗ୍ନି । ହୁ-ତୁ ହୁ-ତୁ ହୋଇ ଜ-ଳି-ବା-କୁ ଲାଗିଲା ଜୁ-ଇ । ଏହିସବୁ ବିଷୟ ଦର୍ଶାଉଛି ଯେ ମୃ-ତ୍ୟୁ ପରେ କାହାର ଶ-ବ ଦା-ହ ର ଦୃଶ୍ୟ ।

ମାତ୍ର ଏହି କଥା ସଂପୂର୍ଣ୍ଣ ଭୁଲ ଅଟେ । ଏଠି ବିନା ଶ-ବରେ କୋକେଇ ଯାଇଛି ମ-ଶା-ଣୀ । ଜଗସିଂହପୁର ଜିଲ୍ଲା ଶିଖର ପଞ୍ଚାୟତ ପଟେଣୀ ଗାଁ ର ଏହି ଶ-ବ ସ-ତ୍କା-ର କୁ ନେଇ ଚାରି ଆଡେ ଚର୍ଚ୍ଚା । ଏହି କୋ-କେ-ଇ ରେ ମୃ-ତ ଦେ-ହ ବଦଳରେ ରହିଅଛି ପ୍ରତୀକାତ୍ମକ ଶ-ବ । ୩ ଶହ ପଳାଶ ପତ୍ରରେ ପ୍ରସ୍ତୁତ ଏହି ପ୍ରତୀକାତ୍ମକ ଶ-ବ ର ଆଗେ ଆଗେ ମୁ-ଖା-ଗ୍ନି ଧରି ଯାଉଛି ପୁଅ ବାସୁଦେବ ।

ନାତି ଖଇକଉଡି ବିଞ୍ଚି ବିଞ୍ଚି ଯାଉଥିବା ବେଳେ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ଯାଉଛନ୍ତି ବନ୍ଧୁ ପରିଜନ । ତେବ କାହିଁକି ଏହିଭଳି ଆୟୋଜନ ? ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘ-ଟ-ଣା । ନାଉଗାଁ ପାଟେଣି ଗ୍ରାମ ର ବେଣୁଧର ଜେନା କୋଲକାତା ର ଏକ ବେସରକାରୀ ସଂସ୍ଥା ରେ କାମ କରୁଥିଲେ । ଦୁଇ ପୁଅ ଏବଂ ଗୋଟିଏ ଝିଅ କୁ ନେଇ ପତ୍ନୀ ଶୋଭାବତୀ ଗ୍ରାମ ରେ ରହି ଆସୁଥିଲେ ।

ମାତ୍ର ଗତ କିଛି ବର୍ଷ ହେବ ବେଣୁଧର ଙ୍କ ପତା ମିଳୁନାହିଁ । ଘରଲୋକ ବିଭିନ୍ନ ଆଡେ ଖୋ-ଜା ଖୋ-ଜି କରିବା ସହିତ କୋଲକାତା ଯାଇ ବେଣୁଧର କାର୍ଯ୍ୟ କରୁଥିବା ସଂସ୍ଥା ରେ ଖୋ-ଜ ଖବର ନେଇଥିଲେ । ମାତ୍ର ଦୀର୍ଘ ଦିନ ହେବ ବେଣୁଧର କାମ କୁ ଆସୁନଥିବା କମ୍ପାନୀ ପକ୍ଷରୁ କୁହାଯିବ ପରେ ଗ୍ରାମ କୁ ଫେରିଥିଲେ ସମ୍ପର୍କୀୟ । ଏହା ଭିତରେ ବିତିଗଲାଣି ୩୬ ବର୍ଷ । ବେଣୁଧର ଙ୍କ ନି-ଖୋ-ଜ ପରଠାରୁ ପରିବାରରେ ଦେଖା ଦେଇଅଛି ବିଭିନ୍ନ ସମସ୍ୟା ।

ଏହାକୁ ନେଇ ପୁରୀ ପଣ୍ଡିତ ଙ୍କ ସହିତ ଆଲୋଚନା କରିଥିଲେ ସମ୍ପର୍କୀୟ । ପଣ୍ଡିତ ଏବଂ ଜ୍ୟୋତିଷ ଙ୍କ ପରାମର୍ଶ କ୍ରମେ ବେଣୁଧର ଙ୍କ ପୁଅ ବାସୁଦେବ ଏହି କାର୍ତ୍ତିକ ମାସରେ ବାପା ଙ୍କ ଶୁ-ଦ୍ଧି-କ୍ରି-ୟା କରିଛନ୍ତି । ରୀତିନୀତି ଅନୁସାରେ ୧୪ ଦିନ ପର୍ଯ୍ୟନ୍ତ ବେଣୁଧର ଙ୍କ କ୍ରି-ୟା-କ-ର୍ମ ହୋଇଅଛି । କାହାଣୀ ଭଳି ଲାଗୁଥିବା ଏହି ଘ-ଟ-ଣା ବର୍ତମାନ ସମସ୍ତ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି । ବନ୍ଧୁଗଣ ଏହି ନିଆରା ଘ-ଟ-ଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *