ବିନା କୌଣସି ପାରାଚ୍ୟୁଟରେ ଅଚାନକ ସମୁଦ୍ର ଉପରେ ହନୁମାନଙ୍କ ପରି ଉଡିଲେ ଯବାନ ! କିନ୍ତୁ କେମିତି ? ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଖୁ ପାରୁଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆର ଭରପୁର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚା ଜୋର ସୋର ଧରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଆଜିକାଲି ବିଜ୍ଞାନ ଏତେ ଅଗ୍ରଗତି ହୋଇଛି ଯେ, ଅସମ୍ଭବ କାର୍ଯ୍ୟ ଗୁଡିକ ସମ୍ଭବ ହୋଇ ପାରୁଛି ।

ଟେକ୍ନୋଲୋଜି ଦ୍ଵାରା ଲୋକ ଆକାଶରେ ଉଡି ପାରୁଥିବା ବେଳେ ମହାକାଶରେ ବି ପହଞ୍ଚି ପାରି ଛନ୍ତି । ଆପଣ ମାନେ ସମସ୍ତେ ବିମାନ, ହେଲିକପ୍ଟର ଓ ପାରାସୁଟ ସାହାର୍ଯ୍ୟରେ ଲୋକେ ଆକାଶରେ ଉଡୁଥିବାର ଦେଖିଥିବେ । ହେଲେ ଭାଇରାଲ ହେଉଥିବା ଏହି ଭିଡିଓରେ ସେନାର ଜଣେ ଯବାନ ସମୁଦ୍ର ମଝିରେ ହନୁମାନଙ୍କ ଭଳି ଉଡୁଥିବାର ନଜର ଆସୁଛନ୍ତି ।

ଭିଡିଓରେ ଏକ ବଡ ଜାହାଜ ଯାଉଛି ଓ ତା ପଛକୁ ଏକ ଛୋଟ ଜାହାଜ ମଧ୍ୟ ଯାଉଛି । ଏହି ପଛ ବୋଟରେ ସେନାର କିଛି ଯବାନ ଯାଉଥିବାର ନଜର ଆସୁଛନ୍ତି । ହେଲେ ସେହି ସମୟରେ ହଠାତ ଜଣେ ଯବାନ ଡଙ୍ଗାରୁ ଆକାଶକୁ ଉଡିବା ଆରମ୍ଭ କରିଲେ । ଏହା ଦେଖି ଅନ୍ୟ ମାନେ ଚକିତ ହୋଇଗଲେ । ବନ୍ଧୁଗଣ ଏହି ଭିଡିଓଟିକୁ ଆଇଏଏସ ଅଧିକାରୀ ଡକ୍ଟର ଏମଭି ରାଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

୩୯ ସେକେଣ୍ଡର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯବାନ ଜଣକ ସମୁଦ୍ର ମଝିରେ ହନୁମାନଙ୍କ ଭଳି ଉଡୁଥିବାର ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ବହୁତ ଚର୍ଚାରେ ମଧ୍ୟ ରହିଛି । ତା ହେଲେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *