Ollywood ଲୋକପ୍ରିୟ ଅଭିନେତା Mihir Das ଙ୍କ ପୁରା ପରିବାର ! ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ମିହିର ଦାସଙ୍କ ଏକାଦଶାହ କ୍ରିୟା ଶେଷ ହୋଇସାରିଛି । ଗତ ପହଡଦିନ ମିହିରଙ୍କ ଏକା ଦଶାହ କ୍ରିୟା ଶେଷ ହୋଇଥିଲା । ତେବେ ମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ । ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ । ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ । ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ମିହିର ଯିବା ପରେ ତାଙ୍କ ପରତିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମିହିରଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିହିରଙ୍କ ଦୁଇଟି ପୁଅ ଅଛନ୍ତି ତାଙ୍କ ବଡ ପୁଅ ଅମ୍ଳାନ ଦାସ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରନ୍ତି । ଆପଣ ମାନେ ସମସ୍ତେ ଅମ୍ଳାନ ଦାସଙ୍କ ଜବରଦସ୍ତ ଅଭିନୟ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ମିହିରଙ୍କ ଘରେ ତାଙ୍କ ଦୁଇ ପୁଅ ଓ ବୋହୁ ଅଛନ୍ତି ।

ଅମ୍ଳାନ ଦାସ ବିବାହ କରିବା ପରେ ନିଜ ବୋହୁ ପ୍ରତି ଅନେକ ସ୍ନେହ ଆଦର ରଖିଥିଲେ ମିହିର । ମିହିର ଯିବା ପରେ ତାଙ୍କର ସୁଖର ସଂସାର ଭାଙ୍ଗି ଯାଇଛି । ଅମ୍ଳାନ ଦାସ ଗତ ପହଡଦିନ ମିହିରଙ୍କ ଏକାଦଶାହ କ୍ରିୟା ଶେଷ କରିଛନ୍ତି । ବର୍ତ୍ତମାନ ମିହିରଙ୍କ ପରିବାର ବହୁତ ଦୁଃଖରେ ଗତି କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ମିହିର ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *