‘ମୁଁ ବଞ୍ଚିବାକୁ ଚାହୁଁଛି, ମୋ ଜୀବନ ଆପଣଙ୍କ ହାତରେ, ମତେ ବଞ୍ଚେଇ ଦିଅନ୍ତୁ…’: ଅଭିନେତା Pintu Nanda

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ ଜୀବନ ଆପଣଙ୍କ ହାତରେ ମତେ ବଞ୍ଚେଇ ଦିଅନ୍ତୁ । ମୁଁ ପୁଣି ଥରେ ଅଭିନୟ ଦୁନିଆକୁ ଫେରି ଆପଣଙ୍କ ମନରଞ୍ଜନ କରିବି । ତେବେ ଭୁବନେଶ୍ବର ସ୍ଥିତ କିଟ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଅଭିନେତା ପିନ୍ଟୁ ନନ୍ଦଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଥିଲା । ତେବେ ସବୁବେଳେ ହସ ହସ ଚେହେରା ଥିବା ଅଭିନେତା ପିନ୍ଟୁଙ୍କ ଚେହେରାରେ ଆଗ ଭଳି ସେପରି ହସ ନାହିଁ ।

ତେବେ ପିନ୍ଟୁ ନନ୍ଦଙ୍କ ଲିଭର ଜନିତ ସ୍ଵାସ୍ଥ ଖରାପ ପାଇଁ ତାଙ୍କ ସ୍ଵାସ୍ଥ ଅବସ୍ଥା ବହୁତ ମାତ୍ରରେ ହିଁ ଗୁରୁତର ହେଇଯାଉଛି । ତେବେ ଗଣ ମାଧ୍ୟମ ଆଗରେ ପିନ୍ଟୁ ନନ୍ଦ ମୁହଁ ଖୋଲି ନିଜ ମନର କଥାକୁ ବ୍ୟକ୍ତ କରି କହିଛନ୍ତି । ତେବେ ମୋ ସ୍ଵାସ୍ଥ ଅବସ୍ଥା ସ୍ତିର ତ କହିପାରିବି ନାହିଁ । ହେଲେ ବହୁତ ଗୁରୁତର ଅବସ୍ଥାରେ ମୁଁ ଅଛି । ଯେଉଁଠିକି ଡାକ୍ତର କହୁଛନ୍ତି ଯେ ତୁରନ୍ତ ଲିଭର ପ୍ଳାଣ୍ଟେସନର ଆବଶ୍ୟକତା ରହିଛି ।

ତେବେ ବର୍ତ୍ତମାନ ସମୟରେ ମୋର ଭଲ ଭାବରେ ଚିକିତ୍ସା ତ କରାଯାଉଛି । ତେବେ ଅର୍ଥ ଯୋଗାଡ ପରେ ଦିଲ୍ଲୀ ଯାଇ ସେଠାରେ ଚିକିତ୍ସା ହେବାର ବ୍ୟବସ୍ତା ମଧ୍ୟ ହୋଇଛି । ତେବେ ଏଠାରେ ପ୍ରମୁଖ କାରଣ ପ୍ଲାନେଟେସନ ପାଇଁ ଅର୍ଥ ବାଧକ ସାଜୁଛି । ତେବେ ପରିବାର ଓ ରିଲେଟିଭଙ୍କ ମାଧ୍ୟମରେ କିଛି କିଛି ଅର୍ଥ ଯୋଗାଡ ହେବାରେ ଲାଗିଛି । ତେବେ ଅପରେସନ ପାଇଁ ପାଖାପାଖି ୫୦ ରୁ ୬୦ ଲକ୍ଷ ଟଙ୍କା ଭଳି ଆବଶ୍ୟକରେ ଆସିବ ।

ତେବେ ଏତେ ମାତ୍ରାରେ ଅର୍ଥ ଯୋଗାଡ କରିବା ବହୁତ କଷ୍ଟସାଧ୍ୟ ହୋଇଯାଇଛି । ତେବେ ଯଦି ଓଡିଶାବାସୀ ନିଜ ନିଜ ସକ୍ଷ ଅନୁସାରେ କିଛି କିଛି ଆର୍ଥିକ ସାହାଜ୍ଯ କରନ୍ତେ । ତେବେ ମୁଁ ଏକ ନୂଆ ଜୀବନ ପାଇପାରରିଥାନ୍ତି । ଯଦି ଦୀର୍ଘ ୨୭ ବର୍ଷ ପାଖପାଖି ମୁଁ ଏହି କଳା ଜଗତରେ ରହି କିଛି ମାତ୍ରାରେ ଓଡିଶାବାସୀଙ୍କର ମନୋରଞ୍ଜନ କରିବାରେ ସମର୍ଥ ହୋଇପାରିଛି ।

ତେବେ ଦୟା କରି ନିହାତିଭାବରେ ନିଜ ସକ୍ଷ ଅନୁସାରେ ମୋ ପାଇଁ ସାହାଜ୍ଯର ହାତ ବଢାନ୍ତୁ । ତେବେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥା ବହୁ ଶୀଘ୍ର ଭଲ ହୋଇଯାଉ ବୋଲି ଆମ ତରଫରୁ ମଧ୍ୟ ଭଗବାନଙ୍କ ପାଖରେ କାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହିତ ବହୁ ମାତ୍ରାରେ ଏହି ପୋଷ୍ଟକୁ ଶେୟାର ନିହାତି ଭାବରେ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *