ପୁଣି ଏକ ଦୁଃଖଦ ଖବର ! Pintu ଙ୍କ ପରେ ସାତ୍ୟକି ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଏହି ରୋଗରେ ଅଛନ୍ତି ପୀଡିତ

ଏହି କିଛି ଦିନ ହେବ ଓଡିଆ ଚଳଚିତ୍ର ଜଗତର ଜଣା ଶୁଣା ଜଣେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗୁରୁତ୍ଵର ଅଛି । କୁହା ଯାଉଛି ପିଣ୍ଟୁଙ୍କ ପେଟ ଫୁଲି ଥିବା ବେଳେ ପରିସ୍ରା କମ ହେଉଥିଲା । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଉ ଜଣେ ଅଭିନେତା ତଥା କଳାକାର ସାତ୍ୟକ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ଅଛି । ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏବେ ଏହି ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଖବର ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି କି ସାତ୍ୟକି ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର । ତେବେ ଅଭିନେତା ସାତ୍ୟକି ମିଶ୍ରଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ଥିବା ହେତୁ କିଛି ମାସ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଦୀର୍ଘ ୪ ବର୍ଷ ଧରି ସାତ୍ୟକିଙ୍କ ସ୍ଵାସ୍ଥ ଅବସ୍ଥା ଭଲ ନଥିଲା ।

ତେବେ ସେପଟେ ଓଡିଆ କଳାକାର ପିନ୍ଟୁ ଲିଭର ଶିରୋଷିଶରେ ପୀଡିତ ଥିବା ଅବସ୍ଥାରେ ଏପଟେ ସାତ୍ୟକିଙ୍କ କ୍ୟାନ୍ସର ହୋଇଛି ବୋଲି ଖବର ମିଳିଛି । ତେବେ ସୂଚନା ମୁତାବକ ସାତ୍ୟକି ମିଶ୍ରଙ୍କର କ୍ୟାନ୍ସର ହୋଇଛି ବୋଲି ଖବର ମିଳିଥିଲା । ତେବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅଭିନେତା ସାତ୍ୟକି ମିଶ୍ରଙ୍କର ନିକଟ ଅତୀତରେ ଅପ-ରେ-ସନ ସରିଛି ।

ତେବେ ସତ୍ୟକି ମିଶ୍ର ବହୁ ଓଡିଆ ଫିଲ୍ମ ତଥା ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ସେ ନିଜର ଅଭିନୟ ପାଇଁ ବହୁ ଲୋକଙ୍କ ଘରେ ଘରେ ମଧ୍ୟ ସାତ୍ୟକି ମିଶ୍ର ପରିଚିତ ଅଛନ୍ତି । ତେବେ ତାଙ୍କର ସ୍ଵାସ୍ଥ ଅବସ୍ଥା ଖରାପ ଥିବା ନେଇ ସେପରି କିଛି ସୂଚନା ଯଦିଓ ମିଳିନଥିଲା ।  ତେବେ ବର୍ତ୍ତମାନ ସମୟରେ ଯେତେବେଳେ ସାତ୍ୟକିଙ୍କର ସ୍ଵାସ୍ଥ ଖରାପ ବିଷୟରେ ଜାଣିବାକୁ ମିଳୁଛି । ତେବେ ଏହା କଳା ଜଗତ ପାଇଁ ଏକ ଦୁଃଖନୀୟ ଖବର ରହୁଛି ।

ତେବେ ଅଭିନେତା ସାତ୍ୟକି ମିଶ୍ରଙ୍କର ସ୍ଵାସ୍ଥ ଅବସ୍ଥାରେ ବହୁତ ଶୀଘ୍ର ଉନ୍ନତି ଆସୁ ବୋଲି ଆମର କାମନା ରହୁଛି । ଏହା ସହିତ ଅଭିନେତା ସାତ୍ୟକିଙ୍କର ଦେହ ସଂପୂର୍ଣ୍ଣ ଭଲ ହୋଇଯାଉ । ତେବେ ଅଭିନେତା ସାତ୍ୟକି ମିଶ୍ର ପୁଣି ଥରେ କ୍ୟାମେରାକୁ ଆସି ନିଜର ଅଭିନୟ ଦ୍ଵାରା ସମସ୍ତ ଦର୍ଶକଙ୍କ ମନୋରଞ୍ଜନ କରନ୍ତୁ । ତେବେ ସାତ୍ୟକି ମିଶ୍ରଙ୍କ ସ୍ଵାସ୍ଥର ଉନ୍ନତି ପାଇଁ ଆମର ମଧ୍ୟ ଠାକୁରଙ୍କ ପାଖରେ କାମନା ରହୁଛି ।

Leave a Reply

Your email address will not be published. Required fields are marked *