ଶୁଣନ୍ତୁ ବିଧାୟକ Soumya Ranjan Patnaik କାହିଁକି କହିଲେ ‘ମୋ PSO ଗୋପାଳ ଦାସ ହୋଇଯିବନି ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋ PSO ଆଉ ଗୋପାଳ ଦାସ ହୋଇଯିବନି ତ ! ତେବେ ଏପରି କିଛି ମନ୍ତବ୍ୟ ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ବିଧାୟକ ସୌମ୍ଯରଞ୍ଜନଙ୍କ ମିଡିଆ ଆଗରେ ପ୍ରତିକ୍ରିୟା ଦେବା ସମୟରେ ଏପରି କିଛି ମନ୍ତବ୍ୟ ଦେଇଥିଲେ । ତେବେ ବିଧାୟକଙ୍କ କହିବା ଅନୁଯାଇ ସରକାରଙ୍କର ଗୋଟିଏ ନୟନ ଓ ରାଜନୈତିକ ଦଳ ଗୋଟିଏ ନୟନ ତେବେ ଏହା ବାଦ ଯଦି ଆଉ ଏକ ନୟନ ରହିଥାଏ ।

ତେବେ ସେହି ତୃତୀୟ ନୟନଟି ହେଉଛି ମିଡିଆ । ତେବେ ସରକାର ଓ ଦଳ ମଧ୍ୟରେ କଣ ଚାଲିଛି । ସବୁକିଛିର ଟିକିନିକି ଖବର ଜାଣିବା ହେଉଛି ମିଡିଆର କାମ । ତେବେ ମିଡିଆ ସବୁ କିଛି ତଥ୍ୟ ଜାଣିବା ପରେ ଲୋକଙ୍କୁ ମଧ୍ୟ ସେହି ସମସ୍ତ ତଥ୍ୟ ବିଷୟରେ ଅବଗତ କରାଇଦେଇଥାଏ । ଯଦି ସରକାର ଓ ଦଳର ଚଷମା ପିନ୍ଧି ଦୁନିଆକୁ ଦେଖିବା ପ୍ରକୃତ ସତ୍ୟ କଥା ଆମ ଆଖିକୁ ଆସି ପାରିବ ନାହିଁ ।

ତେବେ ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କୁ ଗଣ ମାଧ୍ୟମର ଏପରି କିଛି ପ୍ରଶ୍ନ ରହିଥିଲା ? ଯେଉଁଠାରେ ମିଡିଆ ପଚାରିଥିଲେ, ଯେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀଙ୍କର ଏପରି ଭାବରେ gulleemada କରାଯାଇ ହତୟଆ କରାଯିବା କଥାକୁ ନେଇ ଆପଣଙ୍କର ଏଥିପ୍ରତି କଣ ପ୍ରତିକ୍ରିୟା ରହୁଛି । ତେବେ ବିଧାୟକ ସୌମ୍ୟରଞ୍ଜନ ଏଠାରେ କହିଥିଲେ । ଯେ ମନ୍ତ୍ରୀ ନବ ଦାସଙ୍କର ଏଭଳି ଅଭାବନୀୟ ପରିସ୍ଥିତି ଘଟିଯିବା କଥାକୁ ମୁଁ ଏବେ ପର୍ଯ୍ୟନ୍ତ ମଧ୍ୟ ଗ୍ରହଣ କରିପାରୁନାହିଁ ।

ତେବେ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଅନୁସାରେ ତେବେ ଜଣେ ଏତେ ବଡ ପ୍ରଭାବସାଳୀ ତଥା କ୍ଯାବିନେଟ ମନ୍ତ୍ରୀ ହୋଇକି ଯଦି ସୁରକ୍ଷିତ ନାହାନ୍ତି । ତାଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଜଣେ ASI ପୋଲିସ କର୍ମଚାରୀ ତାଙ୍କୁ gulleemada କରି ହତୟଆ କରିଦେଉଛନ୍ତି । ତେବେ ଏଠାରେ ସାଧାରଣ ଜନତାଙ୍କର ଅବସ୍ଥା କଣ ରହିବ । ତେବେ ବିଧାୟକ ସୌମ୍ୟରଞ୍ଜନଙ୍କ କହିବା ଅନୁଯାଇ ମୋ ପାଖରେ ଜଣେ ସୁରକ୍ଷାକର୍ମୀ ବ PSO ଅଛନ୍ତି ।

ତେବେ ମୋ PSO ପାଖରେ ମଧ୍ୟ ଏକ bandhuk ରହିଛି । ତେବେ ମୋ PSO ଆଉ ଗୋପାଳ ଦାସ ଭଳି ହୋଇଯିବନି ତ ! ଏହି କଥାକୁ ମୋ ମନରେ କେଉଁଠି ନା କେଉଁଠି ଭୟ ତ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *