ଆଶ୍ଚର୍ଯ୍ୟ ! ଶିକାରୀ ଚିତା ସହ ଭୟଙ୍କର ପଶୁକୁ ଦେଖି ଏମିତି ଅଭିନୟ କଲା ହରିଣ ! ଶିକାରୀକୁ ବୋକା ବନେଇ ମାରିଲା ଚମ୍ପଟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶିକାରୀ ଚିତା ସହ ଭଯଙ୍କର ପଶୁକୁ ଦେଖି ଏପରି କିଛି ଅଭିନୟ ଆରମ୍ଭ କରିଦେଲା ଚତୁର ହରିଣ ! ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଲୋକଙ୍କୁ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳିଯାଇଥାଏ । ତେବେ ଏପରି ବହୁ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଆସିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିଡିଓ ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଯାଇଥାଏ ।

ଯେପରି ଜଙ୍ଗଲରେ ଅନେକ ପଶୁପକ୍ଷୀ ବାସ କରିଥାନ୍ତି । ହେଲେ ସେଥିମଧ୍ୟରୁ ଯେଉଁ ମାନେ ହିଂସ୍ର ଜାତୀୟ ପଶୁ ଅଛନ୍ତି । ସେମାନେ ଅନ୍ୟ କୌଣସି ମଧ୍ୟ ଜନ୍ତୁ ଉପରେ ଟାର୍ଗେଟ କରି ତାହାକୁ ନିଜର ଶିକାର ବନାଇ ଦେଇଥାନ୍ତି । ଯେପରି ଏକ ଜଙ୍ଗଲରେ ଚିତା ବାଘଟି ତା’ ଶିକାର ଅନ୍ଵେଷଣରେ ଖୋଜି ବୁଲୁଥିଲା । ଏହା ସହ ତା’ ସହ ଅନ୍ୟ ଏକ ପଶୁ ମଧ୍ୟ ଶିକାର ଅଭିଳାଷରେ ବୁଲୁଥିଲା ।

ତେବେ ସେହି ସମୟରେ ହରିଣଟି ଯାଉଥିବା ସମୟରେ ତା’ ର ହାବୁଡରେ ଏହି ୨ ହିଂସ୍ର ଜନ୍ତୁ ଆଗରୁ ଆସୁଥିବାର ଦେଖିବାକୁ ପାଇଯାଇଥିଲା । ତାପରେ ହରିଣ ସେହିଠାରେ ଜମାରୁ ମଧ୍ୟ ଭୟଭୀତ ନହୋଇ ସଙ୍ଗେ ସଙ୍ଗେ ନିଜର ଉପସ୍ଥିତି ବୁଦ୍ଧିକୁ ଖଟାଇଲା । ତେବେ ତାପରେ ହରିଣ ଯାହା କରି ନିଜର ପ୍ରାଣ ବଞ୍ଚାଇଲା । ତାହା ହରିଣଟିର ଚତୁରତାର ପ୍ରମାଣ ଦେଉଛି । ତେବେ ସେହି ସମୟରେ ହର୍ନ ସଙ୍ଗେ ସଙ୍ଗେ ମୃ-ତ ହୋଇପଡିଯିବାର ଅଭିନୟ କରିବା ଆରମ୍ଭ କରିଦେଲା ।

ତେବେ ଯେତେବେଳେ ଶିକାରୀ ୨ ହିଂସ୍ରଜନ୍ତୁ ଜାଣିଦେଲେ । ଯେ ହରିଣଟି ମରିଯାଇଛି । ତାକୁ ଆଉ ମାରିବା ପାଇଁ ଅଧିକ ଦୌଡିବାକୁ ପଡିବ ନାହିଁ । ସେହି ସମୟରେ ଯେତେବେଳେ ଟିକେ ୨ ପଶୁ ଟିକେ ହଲ୍କା ହୋଇଗଲେ । ସେହି ସମୟର ସୁଯୋଗ ଦେଖି ହରିଣଟି ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଖସି ପଳାଇ ଆସିଲା ।

ଆଉ ସେହି ୨ ପଶୁ ହାରିବା ଶିକାର କରିବାରେ ଭକୁଆ ହୋଇ ବିଫଳ ହୋଇଗଲେ । ତେବେ ସର୍ବ ଶେଷରେ ହରିଣ ନିଜର ଚତୁରତା ଓ ବୁଦ୍ଧିବଳ ଯୋଗୁ ନିଜର ପ୍ରାଣ ଶିକାରୀ ମାନଙ୍କ ଠାରୁ ବଞ୍ଚାଇ ପାରିଥିଲା । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ, ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *