କାହାର ସ୍ଵାମୀ ସବୁଠୁ ଅଧିକ ହ୍ୟାଣ୍ଡସମ ? ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର Top9 ହୀରୋଇନଙ୍କ ସ୍ବାମୀଙ୍କୁ…

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ସିନେମାର ସମସ୍ତ ସୁନ୍ଦରୀ ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ମାତ୍ର ଆପଣ ମାନେ କ’ଣ ଜାଣିଛନ୍ତି ଯେ ଆପଣଙ୍କର ଫେବରେଟ ହିରୋଇନ ମାନଙ୍କର ପ୍ରକୃତ ଲାଇଫ ପାର୍ଟନର ମାନଙ୍କ ସମ୍ବନ୍ଧରେ ? ଆପଣ ମାନେ କେବେ ଦେଖିଛନ୍ତି କି ? ଆପଣ ମାନଙ୍କର ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ପ୍ରକୃତ ଜୀବନ ସାଥି ମାନଙ୍କୁ ? ଯଦି ଆପଣ ଜାଣିନାହାଁନ୍ତି ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧;- ବର୍ଷା ପ୍ରିୟଦର୍ଶନୀ, ବର୍ଷା ଙ୍କୁ ଆପଣ ଅନେକ ଜାଗାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ । ତେବେ ବର୍ଷା ପ୍ରିୟଦର୍ଶନି ୨୦୧୪ ମସିହାରେ ଅନୁଭବ ଙ୍କୁ ପ୍ରେମ ବିବାହ କରିଥିଲେ ।

୨;- ମାମା ମିଶ୍ର, ମାମା ଙ୍କୁ ଆପଣ ମାନେ ବହୁତ ଭଲ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ତେବେ ମାମା ମିଶ୍ର ୨୦୦୪ ମସିହାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସମୟରେ ଉଭୟଙ୍କର ଏକ ପୁଅ ଏବଂ ଝିଅ ମଧ୍ୟ ରହିଅଛି ।

୩;- ରଚନା ବାନାର୍ଜୀ, ଆପଣ ମାନେ ଅନେକ ଚଳଚିତ୍ର ରେ ରଚନା ଙ୍କର ଚମତ୍କାର ଅଭିନୟ କରିଥିବାର ଦେଖିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରୀ କୁ ବହୁତ ଭଲ ଭଲ ଚଳଚିତ୍ର ଭେଟି ଦେଇଛନ୍ତି । ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ପ୍ରବଲ ବାଶୁ । ୨୦୦୭ ମସିହାରେ ରଚନା ବାନାର୍ଜୀ ବିବାହ କରିଥିଲେ ।

୪;- ଅର୍ଚିତା ସାହୁ, ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଅର୍ଚିତା ବିବାହ କରିଛନ୍ତି । ଏବଂ ୨୦୨୧ ରେ ଉଭୟ ପ୍ରେମ ବିବାହ କରିଛନ୍ତି । ଅର୍ଚ୍ଚିତା ଏବଂ ସବ୍ୟସାଚୀ ଉଭୟ ଙ୍କ ଯୋଡି କୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଟିଭି ଜଗତରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ ଉଭୟ ବିବାହ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଅଭିନେତା ଏବଂ ଅଭିନେତ୍ରୀ ବ୍ୟତୀତ ଉଭୟ ସମାଜସେବୀ ନାମରେ ପରିଚିତ ।

୫;- ପ୍ରିୟା ଚୌଧୁରୀ, ପ୍ରିୟା ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି । ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୁଶାନ୍ତ କୁମାର । ତେବେ ପ୍ରିୟାଙ୍କୁ ଆପଣ ମାନେ ଚଳଚିତ୍ରରେ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ । ଦର୍ଶକେ ତାଙ୍କ ଅଭିନୟ କୁ ବେସ ଭଲ ପାଇଥାନ୍ତି । ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ମଧ୍ୟ ରହିଛନ୍ତି ।

୬;- ମୋନାଲିସା କାନୁନ ଗୋ, ମୋନାଲିସ ଅଭିନେତା ଦେବାଶିଷ ଙ୍କୁ ବିବାହ କରିଛନ୍ତି । ଏହି ଲୋକ ପ୍ରିୟ ଯୋଡିକୁ ଲୋକମାନେ ବେସ ଭଲ ଭାବରେ ଜାଣିଛନ୍ତି । ଆଲବମ ଦୁନିଆର ଏହି ଅଭିନେତ୍ରୀ ଙ୍କୁ ମନ ଛୁଆଁ ଗୀତରେ ଅଭିନୟ କରିଥିବାର ଦେଖି ଲୋକେ ବହୁତ ପସନ୍ଦ କରିଥିଲେ ଏବଂ ଦେବାଶିଷ ତଥା ମୋନାଲିସା ଙ୍କ  ଯୋଡି ଟିଭି ପରଦାରେ ବହୁତ ଲୋକ ପ୍ରିୟତା ହାସଲ କରିଥିବାର ଦେଖିବାକୁ ମିଳିଥିଲା ।

୭;- ଆନିଶା ଶର୍ମା, ଅଭିନେତ୍ରୀ ଆନିଶା ଏବଂ ଅଭିନେତା ଶୁଭାଶିଷ ଉଭୟ ଟିଭି ଦୁନିଆରେ ଉଭୟଙ୍କୁ ଭଲ ପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅନିଶା ଙ୍କ ଚୂଲବୁଲି ଭୂମିକା ଲୋକଙ୍କୁ ବେସ ପସନ୍ଦ ଆସିଥାଏ । ଖୁବ କମ ସମୟ ମଧ୍ୟରେ ସେ ନିଜର ଜାଦୁ ଓଡିଆ ଇଣ୍ଡଷ୍ଟ୍ରୀରେ ଦେଖାଇବାରେ ସକ୍ଷମ ହୋଇଥିଲେ । ୨୦୧୯ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଉଭୟଙ୍କର ଏକ କୁନି ଝିଅ ମଧ୍ୟ ଅଛି ।

୮;- ଅନୁ ଚୌଧୁରୀ, ଅନୁ ୨୦୦୯ ମସିହା ରେ ବିଶାଳ ବର୍ମା ଙ୍କୁ ବିବାହ କରିଛନ୍ତି । ତାଙ୍କ ଜବରଦସ୍ତ ଅଭିନୟ ରେ ଲକ୍ଷାଧିକ ଦିଵାନ ରହିଛନ୍ତି ଅନୁ ଙ୍କର । ସେ ନିଜ ଅଭିନୟ ର ଜାଦୁରେ ସମସ୍ତଙ୍କୁ ନିଜର କରି ରଖିନେଇଥିଲେ । ବର୍ତ୍ତମାନ ମଧ୍ୟ ଅନୁ ଚୌଧୁରୀ ଙ୍କୁ ଟିଭି ପରଦାରେ ଦେଖିବାକୁ ଲୋକେ ବେସ ଭଲ ପାଉଛନ୍ତି ।

୯;- ଆମେଲି ପଣ୍ଡା, ଆଲବମ ହିରୋଇନ ଆଲବମ ଜଗତର କ୍ଵିନ ଭାବରେ ଜଣାଶୁଣା ଥିଲେ । ସେ ବିବାହ କରିଛନ୍ତି ନୀଲ ହୋତା ଙ୍କୁ ବର୍ତ୍ତମାନ ଉଭୟ ବେସ ଖୁସ ମଧ୍ୟ ଅଛନ୍ତି । ମଝିରେ ଆମେଲି ପୁଣି ଥରେ ଟିଭି ପରଦାକୁ ଆସିବେ ବୋଲି କହୁଥିବା ବେଳେ ପରେ ପରିବାରର ବ୍ୟସ୍ଥତା କୁ ଦେଖି ମନା କରିଦେଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *