Interesting Odia Gk- ହାତରେ ନ ଧରି ମଧ୍ୟ ଅଟକାଇ ପାରିବା, କୁହନ୍ତୁ ତାହା କଣ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ବିଶେଷ କରି ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ମହତ୍ଵପୂର୍ଣ୍ଣ ଅଟେ । ଏହା ସହିତ ଯେଉଁମାନେ ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହା ସେମାନଙ୍କ ନିମନ୍ତେ ମଧ୍ୟ ବହୁତ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ନୂଆ ଗାଡିର ନମ୍ବର ପ୍ଳେଟରେ A/F କାହିଁକି ଲେଖାଯାଏ ?

ଉତ୍ତର;- କାଗଜପତ୍ର ତିଆରି ନ କରିଥିବାରୁ ଏହିଭଳି ଲେଖାଯାଏ ।

୨;- ଦୁନିଆର ସବୁଠୁ ଶୀଘ୍ର ବୃଦ୍ଧି ପାଉଥିବା ଗଛ କେଉଁଟି ?

ଉତ୍ତର;- ବାଉଁଶ ।

୩;- କେଉଁ ଜିନିଷକୁ ପାଣିରେ ପକାଇଲେ ଗରମ ହୋଇଯାଏ ?

ଉତ୍ତର;- ଚୂନ ।

୪;- ବାୟୁ ଚାପ ମାପିବା ଜନ୍ତ୍ର ର ନାମ କଣ ?

ଉତ୍ତର;- ବାରୋ ମିଟର ।

୫;- ପୃଥିବୀ ର ସବୁଠାରୁ ବଡ ଦେଶର ନାମ କଣ ?

ଉତ୍ତର;- ରୁଷିଆ ।

୬;- କେଉଁ ନଦୀ ମୁହାଁଣ ନିକଟରେ ବଂଗୋପସାଗର ର ବେଳାଭୂମିରେ କୋଣାର୍କ ନିର୍ମିତ ହୋଇଥିଲା ?

ଉତ୍ତର;- ଚନ୍ଦ୍ରଭାଗା ।

୭;- କିଏ ଦିଲ୍ଲୀ ରୁ ଦୌଲତାବାଦ କୁ ରାଜଧାନୀ ହଟାଇ ନେଇଥିଲେ ?

ଉତ୍ତର;- ମହମ୍ମଦ ବିନ ତୋଗଲକ ।

୮;- ଓଡିଶାର କେଉଁ ରାଜା କଳିଙ୍ଗ ନଗରରୁ କଟକ କୁ ରାଜଧାନୀ ଉଠାଇ ଆଣିଥିଲେ ?

ଉତ୍ତର;- ଚୋଡଗଙ୍ଗଦେବ ।

୯;- ଭାସ୍କୋଡାଗାମା କେଉଁ ଦେଶର ନାବିକ ଥିଲେ ?

ଉତ୍ତର;- ପର୍ତ୍ତୁଗାଲ ।

୧୦;- ଉଡାଜାହାଜ କେଉଁ ଧାତୁରେ ତିଆରି ହୋଇଥାଏ ?

ଉତ୍ତର;- ଆଲୁମିନିୟମ ରେ ।

୧୧;- ଶ୍ରୀ ରାମଚନ୍ଦ୍ରଙ୍କର କେତେ ଜଣଭାଇ ଥିଲେ ?

ଉତ୍ତର;- ୪ ଜଣ ।

୧୨;- ଶ୍ରୀ ରାମଚନ୍ଦ୍ର ଙ୍କର ମାତା ଙ୍କର ନାମ କ’ଣ ?

ଉତ୍ତର;- କୌଶଲ୍ୟା ।

୧୩;- କେଉଁ ପତ୍ର ଦେହରେ ବାଜିଲେ କୁଣ୍ଡାଇ ହୋଇଥାଏ ?

ଉତ୍ତର;- ବିଛୁଆତି ।

୧୪;- ଛୁଆ ଜନ୍ମ କରୁଥିବା ପକ୍ଷୀର ନାମ କଣ ?

ଉତ୍ତର;- ବାଦୁଡି ।

୧୫;- କେଉଁ ଦେଶରେ ରାତ୍ରି ୧୨ ଘଟିକା ସମୟରେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉତ୍ତର;- ନରୱେ ।

୧୬;- କେଉଁ ଦେଶରେ ପାଗଳଙ୍କ ସଂଖ୍ୟା ବେଶୀ ?

ଉତ୍ତର;- ବ୍ରହ୍ମଦେଶ ।

୧୭;- ମର୍ତ୍ୟର ନନ୍ଦନ କାନନ କାହାକୁ କୁହନ୍ତି ?

ଉତ୍ତର;- ଡମସ୍କସ ସରିଆ ।

୧୮;- କେଉଁ ଦେଶରେ ରାତ୍ରିରେ ଇଂଦ୍ରଧନୁ ଦେଖାଯାଏ ?

ଉତ୍ତର;- ଆଇସଲ୍ୟାଣ୍ଡ ହାୱାଇ ଦ୍ଵିପ ।

୧୯;- ହାତରେ ନଧରି ମଧ୍ୟ ଅଟକାଇ ପାରିବା ତାହା କଣ ?

ଉତ୍ତର;- ନିଶ୍ଵାସ । ତେବେ ବନ୍ଧୁଗଣ ଏହି ପ୍ରଶ୍ନ ଉତ୍ତରର ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *