Choose Game- ଆପଣଙ୍କ ପାଖରେ କେତେ ପ୍ରତିଶତ Angriness ସ୍ଵଭାବ ରହିଛି, ବାଛନ୍ତୁ ଗୋଟିଏ Angry face.

ବନ୍ଧୁଗଣ ଆମ ମାନଙ୍କର ବହୁତ ପ୍ରକାର ଇମୋଶନ ରହିଥାଏ । ଖୁସି ସମୟରେ ଆମେ ହସୁଥିବା ବେଳେ ଆମକୁ କୌଣସି କଥାରେ ବିରକ୍ତିଭାବ ଆସିଗଲେ । ଆମେ ବହୁ ମାତ୍ରାରେ ରାଗିଯାଇଥାଉ । ତେବେ ଆପଣ ମାନଙ୍କୁ କିଛି ହିରୋଇନ ମାନକଙ୍କର ଆଙ୍ଗରୀ ଫେସ ଏଠାରେ ଆମେ ଦେବୁ । ସେଥିମଧ୍ୟରୁ ଆପଣ ଚୁଜ କରିଥିବା ଆଙ୍ଗରୀ ଫେସ ହିସାବରେ ଆପଣ କେତେ ମାତ୍ରାରେ ରାଗୀ ଜାଣିପାରିବେ । ଆପଣ ବହୁତ କମ୍ କି ଅଧିକ ରାଗନ୍ତି । ଏସବୁ ବିଷୟରେ ଏଥିମଧ୍ୟରେ ଜାଣିବାକୁ ପାଇବେ ।

ନମ୍ବର 1-ଆପଣଙ୍କ ଠାରେ ରାଗର ଗୁଣ ବହୁତ କମ୍ ମାତ୍ରାରେ ରହିଥାଏ । ଆପଣଙ୍କ ଠାରେ 20 ଭାଗ ଆଙ୍ଗରୀ ଇମୋଶନ ରହିଥାଏ । ଆପଣ ଅତି ଆବଶ୍ୟକତା ସ୍ତଳରେ ରାଗିବାକୁ ପସନ୍ଦ କରନ୍ତି । ହେଲେ ବହୁତ ଶୀଘ୍ର ଆପଣଙ୍କ ରାଗ ଥଣ୍ଡା ହୋଇଯାଇଥାଏ ।

ନମ୍ବର 2-ଆପଣଙ୍କ ସହିତ ଯିଏ ଶତ୍ରୁତା କରିଥାଏ । ବା ଆପଣଙ୍କୁ କଥାରେ କଥାରେ ଚିଡାଇ ଦେଇଥାଏ । ଆପଣ ତାଙ୍କ ଉପରେ ବହୁତ ଅଧିକ ରାଗିଯାଇଥାନ୍ତି । ଆପଣଙ୍କ ଠାରେ 40 ଭାଗ ଆଙ୍ଗରୀ ଇମୋଶନ ରହିଛି । ଦରକାର ପଡିଲେ ତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ବି ଛାଡିନଥାନ୍ତି ।

ନମ୍ବର 3-ଆପଣ ବହୁତ ଶୀଘ୍ର ରାଗିଯାଇଥାନ୍ତି । ଯାହା ଉପରେ ରାଗ ଆପଣଙ୍କର ରହିଥାଏ । ତାଙ୍କୁ ସହଜରେ କ୍ଷମା କରନ୍ତି ନାହିଁ । ବହୁତ ସମୟ ପର୍ଯ୍ୟନ୍ତ ରାଗିସରିଲା ପରେ ତାଙ୍କୁ କ୍ଷମା କରନ୍ତି । ଆପଣଙ୍କ ଠାରେ 60 ଭାଗ ଆଙ୍ଗରୀ ଇମୋଶନ ରହିଛି ।

ନମ୍ବର 4-ଆପଣଙ୍କର ରାଗ ଆପଣଙ୍କ କଣ୍ଟ୍ରୋଲରେ ରହିନଥାଏ । ଯେତେବେଳେ ଥରେ କାହା ଉପରେ କୌଣସି କାରଣରୁ ରାଗିଯାଇଥାନ୍ତି । ଆପଣ ତାଙ୍କୁ ଭଲ କରି ରାଗିକି ଶୁଣାଇ ଦେଇଥାନ୍ତି । ଆପଣଙ୍କ ଠାରେ 80 ଭାଗ ରାଗ ଇମୋଶନ ରହିଛି ।

ନମ୍ବର 5-ଆପଣଙ୍କର ରାଗ ସମସ୍ତଙ୍କ ଠାରୁ ଅଧିକ ଭାଗ ରହିଥାଏ । ଯେପରିକି ଆପଣ ରାଗିଗଲେ ପୁରା 100 ଭାଗ ରାଗରେ ରହିଥାନ୍ତି । ସେହି ସମୟରେ ଆପଣ ଠିକ ଓ ଭୁଲର ବିଚାର ମଧ୍ୟ ଭଲ ଭାବରେ କରିପାରିନଥାନ୍ତି । ଦରକାର ପଡିଲେ ଭଙ୍ଗାରୁଜା କରିବାକୁ ମଧ୍ୟ ଆପଣ ପଛାଇ ନଥାନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଆପଣ କେତେ ଆଙ୍ଗରୀ ନେଚର ରହିଛି । ଆମକୁ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ନିହାତି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *