10+ ଦୀପାବଳି ପ୍ରଶ୍ନ : ଦୀପାବଳି ର ଅନ୍ୟ ନାମ କଣ ? ଦୀପାବଳି ର ପ୍ରତୀକ କଣ ଅଟେ ?

ବନ୍ଧୁଗଣ ଦଶହରା ର ପାବନ ପର୍ବ ଶେଷ ହୋଇ ସାରିଛି । ଆଉ ଏବେ ଆସୁଛି ଦୀପାବଳି ର ପାବନ ପର୍ଣ । ଦୀପାବଳି ଦିନକୁ ଆଲୋକର ଦିନ ମଧ୍ୟ କୁହା ଯାଇଥାଏ । ମାନ୍ୟତା ଅନୁଯାୟୀ ଦୀପାବଳି ଦିନ ଅନ୍ଧକାର ଉପରେ ଆଲୋକ ର ବିଜୟ ହୋଇଥିଲା । ଏହି ଦିନକୁ ସାରା ଭାରତ ବର୍ଷ ରେ ଖୁବ ଧୂମ ଧାମ ରେ ପାଳନ କରା ଯାଇଥାଏ । ଏହି ଦିନ ଆଲୋକ ର ରୋଷଣୀ ରେ ସାରା ଭାରତ ବର୍ଷ ଚମକିଥାଏ ।

ଚଳିତ ବର୍ଷ 2023 ନଭେମ୍ବର 12 ତାରିଖ ରେ ପଡୁଅଛି ଦୀପାବଳି ପର୍ବ । ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ଦୀପାବଳି ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଦୀପାବଳି ପର୍ବ ସହ ଜଡିତ କିଛି ଏମିତି କଥା ଜାଣନ୍ତୁ ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ ।

1- ଦୀପାବଳି କେଉଁ ଓଡିଆ ମାସରେ ପାଳନ କରାଯାଏ ?

ଉତ୍ତର- କାର୍ତ୍ତିକ ।

2- ଦୀପାବଳି କେଉଁ ତିଥି ରେ ପାଳନ କରାଯାଏ ?

ଉତ୍ତର- ଅମାବାସ୍ୟା ।

3- ଦୀପାବଳି ପର୍ବ ରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- କାଳୀ ମା ।

4- ଆଲୋକର ପର୍ବ ବୋଲି କାହାକୁ କୁହାଜେ ?

ଉତ୍ତର- ଦୀପାବଳି ।

5- ଦୀପାବଳି ପର୍ବ ରେ ଭଗବାନ କୃଷ୍ଣ କେଉଁ ଅସୁର କୁ ବଦ୍ଧ କରିଥିଲେ ?

ଉତ୍ତର- ନରକାଶୁର ।

6- ଦୀପାବଳି ଅମାବାସ୍ୟା ରେ ପିତୃପୁରୁଷ ଙ୍କୁ କେଉଁ ଜିନିଷ ରେ ଡକାଯାଏ ?

ଉତ୍ତର- କାଉଁରିଆ କାଠି ।

7- କାଉଁରିଆ ରେ ନିଆଁ ଲଗାଇ ପିତୃପୁରୁଷ ଙ୍କୁ ଡକା ଯାଇଥାଏ ତାହାକୁ କଣ କୁହାଯାଏ ?

ଉତ୍ତର- ବଡବଡୁଆ ଡକା ।

8- ଦୀପାବଳି ଅନ୍ୟ କେଉଁ ନାମରେ ଜଣାଶୁଣା ଅଟେ ?

ଉତ୍ତର- ପୋପେଇ ଅମାବାସ୍ୟା ।

9- କେଉଁ ଦେବତା ଙ୍କ ଆଗମନରେ ଦୀପାବଳି ପାଳନ କରାଯାଏ ?

ଉତ୍ତର- ପ୍ରଭୁ ରାମଚନ୍ଦ୍ର ।

10- ପଶ୍ଚିମବଙ୍ଗ ରେ ଦୀପାବଳି ପର୍ବ କୁ କେଉଁ ନାମରେ ପୂଜା କରାଯାଏ ?

ଉତ୍ତର- କାଳୀ ପୂଜା ।

11- ଦୀପାବଳି ପର୍ବ ଦଶହରା ର କେତେ ଦିନ ପରେ ପାଳନ କରାଯାଏ ?

ଉଟ ତାର- 20 ଦିନ ।

12- ଦୀପାବଳି ପର୍ବ ରେ ପ୍ରସ୍ତୁତ କରା ଯାଉଥିବା ଏକ ମିଠା ର ନାମ କଣ ?

ଉତ୍ତର- ଲଡୁ ।

13- ଦୀପାବଳି ର ପ୍ରତୀକ କଣ ଅଟେ ?

ଉତ୍ତର- ଅନ୍ଧକାର ଉପରେ ଆଲୋକ ର ବିଜୟ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *