Jyotish Shastra- ଆଜି ଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀ ଏହି ରାଶିଙ୍କ ଉପରେ କରିବେ ଧନ ବର୍ଷା, ଛପର ଫାଡି ବର୍ଷିବ ଟଙ୍କା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ । ବନ୍ଧୁଗଣ ଆଜିର ଏହି ଦୁନିଆରେ ସମସ୍ତେ ଧନୀ ଏବଂ ଖୁସୀ ରହିବାକୁ ଚାହାନ୍ତି ଏବଂ ଧନୀ ବନିବା ପାଇ ବହୁତ ଚେଷ୍ଟା କରୁଛନ୍ତି । ଧନି ବନିବା ପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି କେବେ କେବେ ବ୍ୟକ୍ତିଙ୍କୁ ସଫଳତା ବି ମିଳିଛି ଆଉ କେତେ ବ୍ୟକ୍ତିଙ୍କୁ ସଫଳତା ମିଳି ପାରିନଥାଏ । ବନ୍ଧୁ ମାନେ ଆମେ ସମସ୍ତେ ଜାଣିଛୁ ଯେ, ସମୟ ର ପୂର୍ବରୁ ଓ ଭାଗ୍ୟ ରେ ନଥିଲା ପର୍ଯ୍ୟନ୍ତ କିଛି ମିଳି ନଥାଏ ।

କୌଣସି ବି ବ୍ୟକ୍ତି ଜୀବନ ରେ ଗ୍ରହ ମାନଙ୍କ ର ବହୁତ ବଡ଼ ମହତ୍ତ୍ଵ ରହିଛି । ଏହି ଗ୍ରହ ମାନଙ୍କ ଚଳନ ହେତୁ ବ୍ୟକ୍ତି ଙ୍କ ଜୀବନ ରେ ବହୁତ ବଡ଼ ପ୍ରଭାବ ପଡିଥାଏ । କୌଣସି ବି ଗ୍ରହ ର ଦଶା ବଦଳିବାରୁ ସବୁ ରାଶି ମାନଙ୍କ ର ଦଶା ବି ବଦଳି ଥାଏ । କେବେ କେବେ ଏମିତି ବି ହୁଏ ବହୁତ ଗ୍ରହ ଆମ ଜୀବନ ରେ ବହୁତ ଖୁସି ନେଇକି ଆସିଥାଏ କେବେ କେବେ ବହୁତ ଦୁଃଖ ଓ ଯନ୍ତ୍ରଣା ଦେଇ ଥାଏ ।

ବନ୍ଧୁ ମାନେ ଆପଣ ମାନେ ଜାଣି ଛନ୍ତି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଦିନ କୁହାଯାଏ। ଶୁକ୍ରବାର ଦିନ ଯିଏ ବି ଭକ୍ତ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିନିଏ ସେହି ଭକ୍ତ ର ଆଶା ପୁରଣ ହୁଏ ଓ ଧନ ପ୍ରାପ୍ତ ହୁଏ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସକାଳ ସ୍ନାନ ସାରିବା ପରେ ମା ଲକ୍ଷ୍ମୀଙ୍କ ପ୍ରିୟ ମନ୍ତ୍ର ଓଁ ଶ୍ରୀ ଶ୍ରୀ ଓଁ ନମଃ ଓଁ ଶ୍ରୀ ଓଁ ନମଃ ର ୨୧ ଥର ଜପ କରିବା ଦରକାର । ଏହା ସହିତ ଶୁକ୍ରବାର ସନ୍ଧ୍ୟା ସମୟ ରେ ଆପଣ ଆପଣଙ୍କ ଘର ର ଐଶାନ୍ୟ କୋଣ ର ଉତ୍ତର ପୂର୍ବ କୋଣ ରେ ବା ଠାକୁରଙ୍କ ପାଖରେ ଗୁଆ ଘିଅ ରେ ଦ୍ୱୀପ ଜଳାଇଲେ ମା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହେବେ।

ଆପଣଙ୍କୁ କହି ଦେଉଛୁ କି ଆସନ୍ତା ଶୁକ୍ରବାର ମାର୍ଗଶିର ମାସ ର ସବୁ ଠାରୁ ବଡ଼ ଶୁକ୍ରବାର । ଏହି ଦିନ ଆପଣ ମାନେ ମା ଲକ୍ଷ୍ମୀଙ୍କୁ ମନରୁ ପ୍ରାର୍ଥନା କରିଥାନ୍ତି ତାହେଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।
ଏହି ଶୁକ୍ରବାର ଦିନ ଠୁ କେତେକ ରାଶି ଉପରେ ମା ଲକ୍ଷ୍ମୀ ଙ୍କର କରୁଣା ରହିବ ଓ ଧନ ର ବର୍ଷା ହେବା ର ପ୍ରଭାବ ରହିଛି । ଆସନ୍ତୁ ଜାଣିନେବା କେଉଁ ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ର ଆଶୀର୍ବାଦ ରହିଛି।

୧- ସବୁଠାରୁ ପ୍ରଥମ ରାଶି ହେଲା ମେଷ ରାଶି।ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ରହିଛି ଏବଂ ଧନ ର ଯୋଗ ରହିଛି । ବିବାହିତ ଜୀବନ ବି ଖୁସି ରେ କଟିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଆପଣଙ୍କ ବ୍ୟବସାୟ ମଧ୍ୟ ଭଲ ଲାଭଯୁକ୍ତ ହେବ।

୨- ଦ୍ଵିତୀୟ ରାଶି କର୍କଟ ରାଶି । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ରହିଛି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ନୂଆ ଜାଗା, ଗୃହ, ଜମି,କିଣିବାର ଯୋଗ ରହିଛି । ଆପଣଙ୍କ ସ୍ୱାସ୍ଥ୍ୟ ଠିକ ଏବଂ ସୂସ୍ଥ ରହିବ ଯଦି ଆପଣ କିଛି ପୁରୁଣା ରୋଗ ରେ ପୀଡିତ ଅଛନ୍ତି ତେବେ ଆପଣ ସେ ରୋଗ ରୁ ମୁକ୍ତି ପାଇବେ ଏବଂ ଆପଣଙ୍କ ଶରୀର ସୁସ୍ଥ ରହିବ।

୩- ଏବେ ଜାଣିବା ମିଥୁନ ରାଶି ବିଷୟରେ । ଏହି ରାଶି ର ବ୍ୟକ୍ତି ମାନଙ୍କ ର ଭାଗ୍ୟ ଖୋଲିବା ର ସୁଯୋଗ ରହିଛି । ନିଜ ଜୀବନ ରେ ବହୁତ କିଛି ବଦଳି ବାର ସୁଯୋଗ ରହିଛି । ରହି ଯାଇଥିବା କାର୍ଯ୍ୟ ଏବେ ପୁରଣ ହବ । ଏହି ମାସ ରେ ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ରହିବ । ଆପଣଙ୍କ ବ୍ୟବସାୟ ରେ ଲାଭ ଦାୟକ ହେବ ଆର୍ଥିକ ସ୍ଥିତି ଲାଭଯୁକ୍ତ ହେବ।

୪- ଆସନ୍ତୁ ଜାଣିବା ଚତୁର୍ଥ ରାଶି କନ୍ୟା ରାଶି ବିଷୟ ରେ ଏହି ରାଶି ର ବ୍ୟକ୍ତି ମାନେ ଆଗକୁ ଆସୁଥିବା ଦିନ ବହୁତ ଶୁଭ ଦାୟକ ହେବ। ଆୟ ରେ ସୁଧାର ରହିବ ଓ ପାଠ ପଢା ପ୍ରତି ଆଗ୍ରହୀ ହେବେ।ଯେମିତି କି ଆପଣ କିଛି ନୂଆ ଓ ଭଲ କାମ କରିବେ। ଆପଣଙ୍କ ର ସବୁ ଚିନ୍ତା ମଧ୍ୟ ଦୁରେଇ ଯିବ।ମା ଲକ୍ଷ୍ମୀ ଙ୍କ କୃପା ରହିବ।

୫- ଏବେ ଜାଣିବା ତୁଳା ରାଶି ବିଷୟ ରେ ଏହି ରାଶି ର ଲୋକ ମାନଙ୍କ ର ଆସୁଥିବା ଦିନ ଶୁଭ ଓ ଲାଭ ଦାୟକ ହେବ ଏହି କାରଣ ଯୋଗୁ ଆପଣ ଆପଣଙ୍କ ଚାକିରୀ ବା ବିଜନେସ କ୍ଷେତ୍ରରେ ରେ ଲାଭବାନ ହେବେ। ବିଜନେସ ରେ ମଧ୍ୟ ଲାଭ ମିଳିବ।

୬. ମୀନ ରାଶି- ଏହି ରାଶିର ଲୋକମାନେ ହଠାତ ଧନଲାଭ କରିବେ । ଛାତ୍ର ମାନଙ୍କ ମନ ପଢାରେ ଲାଗିବ ଯାହାଫଳରେ ସେମାନେ ନିଜ ପରକ୍ଷାରେ ଭଲ ଫଳ ପାଇବେ । ଚାକିରି କ୍ଷେତ୍ରରେ କରିଥିବା କଷ୍ଟରେ ଆପଣ ସଫଳ ହେବେ । ବ୍ୟାପାର କ୍ଷେତ୍ରରେ ଆପଣ କୌଣସି ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଯାହାଫଳରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ପ୍ରମୋଶନ ମିଇବାର ସମ୍ଭାବନା ରହିଛି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *