ତେଲରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ ଫଟା ନେଡିକୁ ସବୁଦିନ ପାଇଁ ଠିକ ହେଇଯିବ- Baba Ramdev Beauty Tips

ବନ୍ଧୁଗଣ ଆଜିକାଲି ଦୁନିଆରେ ନେଡି ଫାଟିବା ଏକ ସାଧାରଣ ସମସ୍ଯା ହୋଇସାରିଛି । ବନ୍ଧୁଗଣ ଏପରି କିଛି ଲୋକ ଅଛନ୍ତି ଯେଉନମାନଙ୍କ ନେଡି କେବଳ ଶୀତ ଦିନରେ ଫାଟି ଥାଏ ହେଲେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉନମାନଙ୍କର ନେଡି ଅନ୍ୟ ଋତୁରେ ମଧ୍ୟ ଫାଟିଥାଏ । ଏହି ଫଟା ନେଡିର ସମସ୍ଯାକୁ ଦୂର କରିବା ପାଇଁ ଆପଣ ମାନେ ମାର୍କେଟରୁ ମିଳୁଥିବା ଦାମୀ ଦାମୀ କସମେଟିକ୍ସର ବ୍ୟବହାର କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ ଚାହିଁଲେ ନିଜ ଫଟା ନେଡିକୁ ବହୁତ କମ ଦାମରେ ଠିକ କରିପାରିବେ । ଏଥିପାଇଁ ଆପଣ ମାନଙ୍କୁ ଏକ ଲାଭଦାୟକ ରେମେଡିର ଆବଶ୍ୟକତା ରହିଛି ।

ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ରେମେଡି ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଫଟା ନେଡିକୁ ସବୁଦିନ ପାଇଁ ଦୂର କରିପାରିବେ । ବନ୍ଧୁଗଣ ଏହି ଉପାୟଟି ବହୁତ ସହଜ ଅଟେ, ଯାହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।


ତା ହେଲେ ବନ୍ଧୁଗଣ ଏହି ରେମେଡିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଆପଣ ଯେକୌଣସି ନଡିଆ ତେଲ ଏହି ରେମେଡି ପାଇଁ ବ୍ୟବହାର କରିପାରିବେ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଅଧା ଚାମଚ ଭେସିଲିନ ଆଡ କରନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏହି ରେମେଡି ପାଇଁ ଅଧା ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ପାଦକୁ ଭଲ ଭାବରେ ପ୍ରଥମେ ସଫା କରିଦିଅନ୍ତୁ ।

ସଫା କରିବା ପରେ ଆପଣ ଏହି ରେମେଡିକୁ ନିଜ ଫଟା ନେଡିରେ ଲଗାଇ ଭଲ ଭାବରେ ଏହାର ମସାଜ କରନ୍ତୁ । କମ ସେ କମ ଆପଣ ଏହାକୁ ୩ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଶାଖାଲେ ଉଠିବା ପରେ ନିଜ ପାଦକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ବନ୍ଧୁଗଣ ଏହି ରେମେଡିରେ ମିଶି ଥିବା ନଡିଆ ତେଲ, ଲେମ୍ବୁ ଓ ଭେସିଲିନ ଆପଣଙ୍କ ପାଦକୁ ବହୁତ ସଫ୍ଟ ଓ ସ୍ମୁଥ କରିଦେବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ରେମେଡିର ବ୍ୟବହାର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *