ମାତ୍ର ୭ ଦିନରେ 25 କିଲୋ ଓଜନ ଓ ପେଟର ଚର୍ବି କମାଇଦେବ ଏହି ଚମତ୍କାରୀ ଉପାୟ- Fitness Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ମୋଟାପଣ ଏକ ଏପରି ସମସ୍ଯା ଯାହା ହେବା ଦ୍ଵାରା ମଣିଷ ଶରୀର ଅସୁନ୍ଦର ଦେଖାଯିବା ସହିତ ମୋଟାପଣ ପାଇଁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ବନ୍ଧୁଗଣ ମୋଟାପଣ ହେବାର କେତେକ କାରଣ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମୋଟାପଣ ହେବାର କାରଣ ଓ ଏହାକୁ କମେଇବାର ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମୋଟାପଣ ହେବାର ମୁଖ୍ୟ କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ । ସାଧାରଣତଃ ଅଧିକାଂଶ ଲୋକ ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ସେବନ କରିବା ପାଇଁ ପସନ୍ଦ କରିଥାନ୍ତି । ସାଧାରଣତଃ ଯେଉଁ ଲୋକ ବିନା ପରିଶ୍ରମରେ ଏହି ସବୁ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରିଥାନ୍ତି ସେମାନେ ମୋଟାପଣର ଶିକାର ହୋଇଥାନ୍ତି ।

ଏହା ବ୍ଯତୀତ ବନ୍ଧୁଗଣ ଯେଉଁମାନଙ୍କ ପିତା ମାତା ମୋଟା ଥାନ୍ତି ସେମାନେ ମଧ୍ୟ ମୋଟାପଣର ଶିକାର ହୋଇଥାନ୍ତି । ମୋଟାପଣକୁ କମ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ରହିଛି । ହେଲେ ଆଜିଆମେ ଆପଣ ମାନଙ୍କୁ କିଛି ସହଜ ଓ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଯାହାକୁ କରିବା ଦ୍ଵାରା ଆପଣ କେବଳ ୧ ସପ୍ତାହରେ ଏହାର ଭଲ ରେସଲ୍ଟ ନିଶ୍ଚୟ ପାଇବେ । ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଆମ ଉପଚାର ବିଷୟରେ । ଆମର ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ଅଶ୍ଵଗନ୍ଧା ଗଛର ପତ୍ର । ବନ୍ଧୁଗଣ ଆୟୁର୍ବେଦରେ ଅଶ୍ଵଗନ୍ଧା ଗଛକୁ ଏକ ଔଷଧୀୟ ଗଛର ମାନ୍ୟତା ଦିଆ ଯାଇଛି ।

ଯଦି ଆପଣ ଏହାର ପତ୍ରର ପ୍ରୟୋଗ କରିବେ ତା ହେଲେ ଆପଣ ନିଜ ମୋଟାପଣକୁ ବହୁତ ସହଜରେ କମାଇ ପାରିବେ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ୫ ରୁ ୬ଟି ଅଶ୍ଵଗନ୍ଧା ପତ୍ର ନିଅନ୍ତୁ ଓ ଏହାକୁ ଆପଣ ଗ୍ରାଇଣ୍ଡର ସାହାର୍ଯ୍ୟରେ ଭଲ ଭାବରେ ପେଷି ଏହାର ପେଷ୍ଟ କରିଦିଅନ୍ତୁ ।


ବନ୍ଧୁଗଣ ଏହି ପେଷ୍ଟକୁ ଆପଣ ଏକ ଗ୍ଳାସ ଉଷୁମ ପାଣିରେ ମିଶାଇ ଦିଅନ୍ତୁ ଓ ଏଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଶେଷରେ ଆପଣ ଏଥିରେ ଏକ ଚାମଚ ମହୂ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଏହି ମିଶ୍ରଣକୁ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ  । ଦେଖିବେ ଆପଣଙ୍କ ମୋଟାପଣ କେବେଳ ଗୋଟିଏ ସପ୍ତାହରେ କମ ହୋଇଯିବ ।

ଏହି ମିଶ୍ରଣର ସେବନ କରିବା ସହିତ ଆପଣ ନିଜ ଖାଦ୍ୟ ପେୟ ପ୍ରତି ମଧ୍ୟ ଖାସ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ସାଧାରଣତଃ ପନିପରିବା, ଫଳମୂଳ ଓ କ୍ଷୀର ଆଦିର ସେବନ କରନ୍ତୁ । ଏହା ସହିତ ଯୋଗ ଏବଂ ବାୟମ ମଧ୍ୟ କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ବହୁତ ଭଲ ରେସଲ୍ଟ ମିଳିବ । ଏହା ସହିତ ଆପଣ ତେଲ ମସଲା ଜାତୀୟ ଖାଦ୍ୟକୁ ମଧ୍ୟ ତ୍ୟାଗ କରନ୍ତୁ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଟିପ୍ସ ଟି କିପରି ଲାଗିଲା କମେନ୍ଟ ନିଶ୍ଚୟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *