Nagin ର ଫେମସ Actress Surbhi Jyoti ଏହି TV ଷ୍ଟାରଙ୍କୁ ଜଲ୍ଦି କରିବାକୁ ଯାଉଛନ୍ତି ବିବାହ

ପପୁଲାର ସୋ ନାଗିନ ସିରିଜ ରେ ଆମକୁ ଗୋଟିଏ ରୁ ବଳି ଗୋଟିଏ ଅଭିନେତ୍ରୀ ଦେଖିବାକୁ ମିଳିଛନ୍ତି । ସେଥି ମଧ୍ୟରୁ ଇଛାଧାରୀ ନାଗିନ ର ଭୂମିକା କରି ସୁରଭି ଜ୍ଯୋତି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ଯେଉଁ ପ୍ରକାରରେ ନାଗିନ ସିରିଜ ର 3rd ପାର୍ଟ ରେ ବେଲା ଚରିତ୍ରରେ ଅଭିନୟ କରିଥିଲେ ତାହା ତ ବହୁତ ପ୍ରଶଂସନୀୟ ଥିଲା । ଯେଉଁଠି ତାଙ୍କ ଅଭିନୟ ସହିତ ମାହିର ସହିତ ତାଙ୍କ ଲଭ କେମେଷ୍ଟ୍ରି ବି ବହୁତ ପସନ୍ଦ କରାଗଲା ।

କିନ୍ତୁ ଫ୍ରେଣ୍ଡ୍ସ କଣ ଆପଣ ଜାଣିଛନ୍ତି କି ସୁରଭି ଜ୍ଯୋତି ବର୍ତ୍ତମାନ ନିଜ ଅସଲ ଜୀବନରେ ନିଜ ଜୀବନସାଥୀ ବାଛିବାକୁ ଯାଉଛନ୍ତି । ଆଜ୍ଞା ହଁ ସୁରଭି ଜ୍ଯୋତି ବହୁତ ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାହା ବି ଟିଭି ର ଜଣେ ଫେମସ ଅଭିନେତାଙ୍କ ସହିତ । ତେବେ କିଏ ଅଟନ୍ତି ସେହି ଆକ୍ଟର ଯିଏ ସୁରଭି ଜ୍ଯୋତି ଙ୍କର ଜୀବନ ସାଥି ହେବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।

ପପୁଲାର ସୋ ନାଗିନ ସିରିଜ ର ଥାର୍ଡ ପାର୍ଟ ରେ ଇଚ୍ଛାଧାରୀ ନାଗିନ ବେଲା ର ଚରିତ୍ରରେ ଅଭିନୟ କରି ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ଫେମସ ହୋଇଥିବା ଅଭିନେତ୍ରୀ ସୁରଭି ଜ୍ଯୋତି ଙ୍କୁ ଆଜି ବି ଲୋକ ବେଲା ନାମରେ ଜାଣିଛନ୍ତି । ଯେଉଁଠି ସୁରଭି ଙ୍କ ସହିତ ମାହିର ଙ୍କ ଲଭ କେମେଷ୍ଟ୍ରି କୁ ଖୁବ ପସନ୍ଦ କରା ଯାଇଥିଲା ।

କିନ୍ତୁ ବର୍ତ୍ତମାନ ସୁରଭି ଜ୍ଯୋତି ନିଜ ଅସଲ ଜୀବନରେ ବି ନିଜର ପାର୍ଟନର ବାଛି ସାରିଛନ୍ତି । ତାହା ବି ଜଣେ ଟିଭି ଆକ୍ଟର ଙ୍କୁ । ଏବେ ସେ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରକୃତରେ ସେହି ଟିଭି ଆକ୍ଟର ଆଉ କେହି ନୁହେଁ ବରଂ ଟିଭି ର ଫେମସ ଆକ୍ଟର Varun Toorkey ଅଟନ୍ତି । ବରୁଣ ତୁର୍କୀ ସେହି ଆକ୍ଟର ଅଟନ୍ତି ଯାହାଙ୍କୁ ଆପଣ ସିରିଏଲ କୁବୁଲ ହେ ରେ ସୋଏବ ଅଫତାବ ଖାନ ଙ୍କ ଚରିତ୍ରରେ ଦେଖିଥିଲେ ।

ଯେଉଁଠି ଏହି ସିରିଏଲ ରେ ସୁରଭି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସେଇଠି ବରୁଣ ତୁର୍କୀ ସହାୟକ ଭୂମିକାରେ ନଜର ଆସିଥିଲେ । ଏମାନଙ୍କ ଲଭ କେମେଷ୍ଟ୍ରି ଏହି ସିରିଏଲ ସମୟରେ ଆରମ୍ଭ ହୋଇଥିଲା । ଯେଉଁଠି ପ୍ରଥମେ ଏହି ଦୁଇ ଜଣ ପ୍ରଥମେ ନିଜ ସଂପର୍କକୁ ବନ୍ଧୁତାର ନାମ ଦେଲେ ଓ ପାଖା ପାଖି 4 ବର୍ଷ ଏକା ସହିତ କାମ କରିବା ପରେ ଦୁହେଁ ନିଜ ସଂପର୍କକୁ ରିଲେସନସିପ ର ନାମ ଦେଇଦେଲେ ।

ଯାହା ପରେ ଏହି ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି । ଯାହାଙ୍କର କିଛି ଭାଇରାଲ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଖବର ଅନୁସାରେ ଏବେ ଦୁଇ ଜଣ ନିଜ ରିଲେସନସିପ କୁ ବିବାହରେ ବଦଳେଇବାକୁ ଯାଉଛନ୍ତି । ଗତ କିଛି ଦିନରୁ ଏହି ଖବର ବହୁତ ଚର୍ଚ୍ଚାରେ ଅଛି କି ଲମ୍ବା ସମୟ ପର୍ଯ୍ୟନ୍ତ ରିଲେସନ ରେ ରହିବା ପରେ ଏହି ଯୋଡି ନିଜ ବାହାଘରର ପ୍ଲାନିଂ କରୁଛନ୍ତି ।

ଏବେ ଖବର ଅନୁସାରେ ଏହି ଦୁଇ ଜଣ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସୁରଭି ଜ୍ଯୋତି ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରିବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *