ବିବାହ ପରେ ଶାଶୁଘରେ Swetalina ଙ୍କ ପ୍ରଥମ ଦିନ ! ଦେଖନ୍ତୁ ଶାଶୁଘରେ ସେ କିପରି ଅଛନ୍ତି ?

ବନ୍ଧୁଗଣ, ସାଧାରଣତଃ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଲୋକପରିଚିତ ଅଟନ୍ତି । ଏହି ଅଭିନେତ୍ରୀ ମାନେ ନିଜର ଅଭିନୟ ପାଇଁ ଲୋକ ମାନଙ୍କ ପାଖରେ ନିଜର ଭଲ ପରିଚୟ ତିଆରି କରି ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ବେସ ସକ୍ରିୟ ରହିଥାନ୍ତି ।

ସୂଚନା ଅନୁଯାୟୀ ସୁନ୍ଦରୀ ଅଭିନେତ୍ରୀ ଶ୍ବେତଲୀନା ଙ୍କ ବିବାହ ସରିଯାଇଛି । ଲୋକପ୍ରିୟ ଅଭିନେତ୍ରୀ ଶ୍ଵେତଲୀନା ଙ୍କର ଖୁବ ଧୂମଧାମରେ ଚାଲିଥିଲା ମେହେନ୍ଦି ଏବଂ ହଳଦୀ ରସମ । ତେବେ ଆଜି ସେ ବିବାହ ବନ୍ଧନରେ ବାନ୍ଧିହୋଇସାରିଛନ୍ତି ଆପଣ ମାନଙ୍କର ଅତିପ୍ରିୟ ତୁଳସୀ । ଆପଣ ମାନେ ତ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସିରିୟଲ “ତୋ ଅଗଣାର ତୁଳସୀ ମୁଁ” ସିରିୟଲରେ ସେ ଘରେ ଘରେ ପରିଚିତ ଅଟନ୍ତି ।

ଏହି ସିରିୟଲ ପରେ ବିବାହ ପାଇଁ ସେ ଅଭିନୟ ଦୁନିଆରୁ ସଂପୂର୍ଣ୍ଣ ଭାବରେ ଦୂରେଇ ରହିଥିଲେ । ଶ୍ଵେତଲୀନା ଙ୍କ ବିବାହ ରେ ଅନେକ ଲୋକପ୍ରିୟ ଅଭିନେତା ତଥା ଅଭିନେତ୍ରୀ ମାନେ ନଜର ଆସିଥିଲେ । ଶ୍ଵେତଲୀନା ନିଜ ମନର ମଣିଷ ଶିବା ଙ୍କୁ ବିବାହ କରିଛନ୍ତି । ଶିବା ଙ୍କ ସହିତ ପ୍ରେମ ସମ୍ପର୍କରେ ଶ୍ଵେତଲୀନା ଥିଲେ ।

ତେବେ ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ବେତଲୀନା ନିଜ ବିବାହ ରେ ଧୂମ ଡ୍ୟାନ୍ସ କରିଥିବାର ନଜର ଆସିଥିଲେ । ତାଙ୍କ ସହିତ ଓଡିଆ ହିରୋଇନ ମାନେ ମଧ୍ୟ ଡ୍ୟାନ୍ସ କରିଥିଲେ । ବନ୍ଧୁ ପରିବାର ବର୍ଗ ମଧ୍ୟ ବହୁତ ଖୁସି ଥିବାର ନଜର ଆସିଥିଲେ । ତେବେ ବିବାହ ପରେ ସେ ନିଜ ସ୍ଵାମୀ ଙ୍କ ସହିତ ଶାଶୁଘରେ କେମିତି ଅଛନ୍ତି ଆସନ୍ତୁ ଜାଣିନେବା । ତେବେ ଗତକାଲି ଶ୍ଵେତଲୀନା ଙ୍କ ବିବାହ ସରିଯାଇଛି ।

ଶ୍ବେତଲୀନା ଶାଶୁଘରେ ବେସ ଖୁସିରେ ଥିବାର ଜଣାପଡିଛନ୍ତି । ଏହାକୁ ନେଇ ସେ ନିଜେ ସୋ-ସି-ଆ-ଲ ମି-ଡି-ଆରେ ଏକ ଫଟୋ ତଥା ଭି-ଡି-ଓ ସେୟାର କରିଛନ୍ତି । ଆପଣ ମାନଙ୍କୁ ଶ୍ଵେତଲୀନା ଏବଂ ଶିବା ଙ୍କ ଯୋଡି କିଭଳି ଲାଗୁଛି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *