Jyotish Shastra- ଆଜି ମାଘ ପୁର୍ଣିମା { 27 Feb }, 3ଟି ରାଶି ପାଇଁ ଆସିଗଲା ଖୁସିର ଦିନ ହେବ ଧନ ବର୍ଷା

ସାଙ୍ଗମାନେ ଆପଣଙ୍କ ଭିତରୁ ବହୁତ ଲୋକ ଜାଣିଥିବେ ଯେ ମାତା ଲକ୍ଷ୍ମୀ ବହୁତ ଦୟାବାନ ଓ କୃପାମୟୀ ଅଟନ୍ତି । ସେ ସମସ୍ଥଙ୍କୁ ଧନ ଦେଇଥାନ୍ତି, ତାଙ୍କୁ ଧନର ଦେବୀ ମଧ୍ୟ କୁହନ୍ତି ତାଙ୍କର କୃପାଥିଲେ ଗୋଟେ ଲୋକ ଭିକାରୀରୁ ବି ବଡ ଲୋକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକଙ୍କର ହଠାତ କେଉଁ ଠାରୁ ଧନ ଆସିବାକୁ ଲାଗିଥାଏ, ଆପଣ ଜାଣିଛନ୍ତି କି ଏହା ମାତା ଲକ୍ଷ୍ମୀଙ୍କର କୃପାରୁ ହିଁ ହୋଇଥାଏ । ସମସ୍ତଙ୍କ ଜୀବନରେ କୌଣସି ଗୋଟେ ଦିନ ଏମିତି କିଛି ଘଟିଥାଏ ସେମାନେ କେବେ ହେଲେ ତାହାର କଲ୍ପନା କରିନଥାନ୍ତି । ଆମେ ଆପଣଙ୍କୁ କହିରଖୁଛୁ ଯେ ଲୋକଙ୍କର ଯଦି ଭାଗ୍ୟ ବଦଳିଥାଏ ତେବେ ସେଇଟା କେବଳ ଆକାଶ ଗଙ୍ଗାରେ ଥିବା ସମସ୍ତ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି କୁ ନେଇ ଭାଗ୍ୟ ପରିବର୍ତନ ହୋଇଥାଏ ।

ଯେତେବେଳେ ଏହି ନକ୍ଷତ୍ରଙ୍କ ସ୍ଥିତି ଭଲରେ ରହିଥାଏ ସେତେବେଳେ ଲୋକଙ୍କର ଭାଗ୍ୟ ମଧ୍ୟ ଭଲ ହୋଇଥାଏ । ଆଉ ଜଣ ଜଣଙ୍କର ଭାଗ୍ୟ ପୁରା ଉଜ୍ଜଳ ହୋଇ ଯାଇଥାଏ, ଏହି ଭଳି କିଛି ହେବାକୁ ଯାଉଛି ଏହି ୨୭ ତାରିଖ ମାଘ ପୂର୍ଣ୍ଣିମା ପର ଠାରୁ । ଏହି ମାଘ ପୂର୍ଣ୍ଣିମା ରେ ଏମିତି ଏକ ମହା ସଂଯୋଗ ହେବାକୁ ଯାଉଛି କି ୩ ଟି ରାଶିର ଭାଗ୍ୟ ଚମକିଯିବ ।

ଏହି ରାଶି ମାନଙ୍କ ପାଇଁ ଆସୁଥିବା ବର୍ଷ ବହୁତ ଭଲ ହେବାକୁ ଯାଉଛି । ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ରାଜନୀତି ଓ ପ୍ରଶାସନ ସମ୍ବନ୍ଧିତ ଲୋକ ମାନଙ୍କୁ ବହୁତ ବଡ ସଫଳତା ମିଳିବାର ଅଛି । ସ୍ଵାମୀ ଓ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଆପଣଙ୍କର ଯେଉଁ କାର୍ଯ୍ୟ ଅଟକି ରହିଛି ତାହା ବହୁତ ସହଜରେ ପୁରା ହୋଇଯିବ । ଆପଣଙ୍କୁ ବହୁତ ଶିଘ୍ର ଖୁସି ଖବର ମିଳିବାର ଅଛି, ଓ ବେପାରୀ ମାନେ ତାଙ୍କ ବ୍ୟବସାୟରେ ବହୁତ ଲାଭ ମଧ୍ୟ କରିବେ ।

ଆପଣ ଯଦି କୌଣସି ଭଲ ଜାଗାରେ ନିବେଶ କରୁଛନ୍ତି ତେବେ ଆପଣଙ୍କୁ ବହୁତ ଭଲ ସଫଳତା ମିଳିବ, ଖାସ କରି ଆପଣ ଯଦି ଏକ ଜମି କିଣିଛନ୍ତି ବା ଭଲ ବ୍ୟବସାୟରେ ଧନ ଲଗାଉଛନ୍ତି ଆପଣଙ୍କୁ ବହୁତ ଭଲ ଲାଭ ମିଳିବ ।ବେରୋଜଗାରିଆଙ୍କୁ ଚାକିରି କରିବାର ସୁଯୋଗ ପ୍ରାପ୍ତି ହେବ । ଆପଣଙ୍କୁ ମାନସିକ ଶାନ୍ତିର ଅନୁଭବ ହେବ । ଆପଣଙ୍କର ଆସନ୍ତା ସମୟ ସଫଳତା ଓ ଆମୋଦ ପ୍ରମୋଦରେ ଭରପୁର ରହିବ । ଯାହା ଫଳରେ ଆପଣ ମନରେ ପ୍ରସନ୍ନତାର ଅନୁଭବ କରିବେ ।


ଆପଣ ପ୍ରେମ ମାମଲାରେ ଅଧିକରୁ ଅଧିକ ସଫଳତା ପାଇବେ । ଯଦି ଆପଣ କାହାକୁ ପ୍ରପୋଜ କରିବାକୁ ଚାହୁଞ୍ଚନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ । ଏହି ସମୟରେ ଆପଣ ସଫଳତା ପାଇବାର ନଜର ଆସୁଛି । ଆପଣଙ୍କ ଲଭ ଲାଇଫ ବହୁତ ଭଲ ରହିବ ଯେଉଁ କାରଣରୁ ଆପଣଙ୍କର ମନ ପ୍ରସନ୍ନ ରହିବ । ଆପଣଙ୍କର ସମସ୍ତ ଅଟକି ରହି ଯାଇଥିବା କାର୍ଯ୍ୟ ପୂରଣ ହେବାକୁ ଯାଉଛି ।

ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ସମୟ ଆସିଯାଇଛି । ବ୍ୟାପାର କ୍ଷେତ୍ରରେ ଆସୁଥିବା ସମସ୍ତ ଅସୁବିଧା ସମାପ୍ତ ହେବ । ଆପଣଙ୍କ ଆୟର ନୂତନ ସ୍ରୋତ ଆରମ୍ଭ ହେବାକୁ ଯାଉଛି । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟ ବା ବ୍ୟାପାରରେ ଆପଣଙ୍କୁ ଉନ୍ନତି ମିଳିବ । କୋର୍ଟ କଚେରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ତେବେ ଯେଉଁ ଭାଗ୍ୟଶାଳି ରାଶି ମାନଙ୍କ ବିଷୟରେ ଆମେ କଥା ହେଉଛୁ ସେମାନେ ହେଲେ ମିଥୁନ ରାଶି, କନ୍ୟା ରାଶି ଓ ସିଂହ ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *