ଚୁଟି ରେ ତେଲ ନ ଲଗାଇ ଏହି ଜିନିଷକୁ ଲଗାଇ ଦିଅନ୍ତୁ, ମାତ୍ର 3 ଦିନରେ ଚୁଟି ଝଡିବା ବନ୍ଦ ଓ ଚୁଟି ଏତେ ଲମ୍ବା ହେଇଯିବ କି ଆଶ୍ଚର୍ଯ୍ୟ ହେଇଯିବେ- Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର କେସ ଜନିତ ସମସ୍ଯା ହେଉଛି । ଏହି କେସ ଜନିତ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ବହୁତ କିଛି ଉପାୟର ପ୍ରୟୋଗ କରୁଛନ୍ତି । ବନ୍ଧୁଗଣ ସାଧାରଣତଃ ଲୋକମାନେ ମାରକେଟରୁ ମିଳୁଥିବା କିଛି ପ୍ରଡ଼କ୍ଟର ବ୍ୟବହାର କରୁଛନ୍ତି ହେଲେ ଏହି ସବୁ ପ୍ରଡ଼କ୍ଟରେ ବହୁତ ମାତ୍ରାରେ କେମିକାଲ ମିଶି ଥାଏ ଯାହା କେସକୁ ଅଧିକ ଡ୍ୟାମେଜ ଦେଇଥାଏ । ବନ୍ଧୁଗଣ ଯଦି ଆପଣଙ୍କର କେସ ଜନିତ ସମସ୍ଯା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜ କେସକୁ କଳା, ଘନ, ଲମ୍ବା ଓ ମଝବୁତ କରିପାରିବେ ।

ବନ୍ଧୁଗଣ ପ୍ରାୟ କେତେକ ଲୋକ ନିଜ କେସରେ ତେଲ ଲଗାଇବା ପାଇଁ ପସନ୍ଦ କରନ୍ତି ନାହିଁ ସେହି ଲୋକଙ୍କ ପାଇଁ ଆଜିର ରେମେଡି ବହୁତ ଖାସ ଅଛି, କାରଣ ସେମାନେ ତେଲ ବଦଳରେ ନିଜ କେସରେ ଏହି ମିଶ୍ରଣ ଲଗାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ଏହି ରେମେଡିକୁ ବନେଇବା ପାଇଁ ଆପଣ ପ୍ରଥମେ ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ଆପଣ ସେହି ପାଣିରେ ଏକ ମୁଠା ଭୃଷଙ୍ଗ ପତ୍ର ନିଅନ୍ତୁ । ଭୃଷଙ୍ଗ ପତ୍ର ଆମ କେସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ କାରଣ ଏହା ଆମ କେସକୁ ଲମ୍ବା, ଘନ ଓ କଳା କରିଥାଏ ।

ଏହାପରେ ଆପଣ ଏହି ମିଶ୍ରଣରେ ଏକ ଗୁଣ୍ଡ ଚାହା ଗୁଣ୍ଡ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଚାହା ଗୁଣ୍ଡ ଆମ କେସକୁ ମଝବୁତ ଓ କଳା କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଏକ ଚାମଚ ମେଥି ମିଶାଇ ଦିଅନ୍ତୁ ।

ମେଥି ଆମ କେସ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । କାରଣ ବନ୍ଧୁଗଣ ମେଥିରେ ଥିବା ଔଷଧୀୟ ଗୁଣ ଆମ କେସ ପାଇଁ ବହୁତ ଭଲ ହୋଇଥାଏ । ମେଥି ମିଶାଇବା ପରେ ଆପଣ ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଗରମ କରିବା ପରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଏକ ଚାମଚ ନଡିଆ ତେଲ ମିଶାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ଏହି ସେରମକୁ ଲଗାଇବା ପରେ ଆପଣଙ୍କୁ ଅନ୍ୟ କୌଣସି ତେଲ ନିଜ କେସରେ ଲଗାଇବା ଦରକାର ନାହିଁ । କାରଣ ଏହି ସେରମ ଆପଣଙ୍କ କେସକୁ ଘନ, କଳା, ଲମ୍ବା ଓ ମଝବୁତ କରିଦେବ । ଆପଣ ମାନେ ଏହି ସେରମକୁ ଏକ କାଚ ଜାର ମଧ୍ୟରେ ରଖି ଏହାର ବ୍ୟବହାର କରିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ରେମେଡିର ପ୍ରୟୋଗ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ,

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *